କ୍ଷୀରରେ ଛେପ ପକାଇ ଘରକୁ ଘର ଯାଇ ବିକୁଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଅଭିଯୁକ୍ତ ମହମ୍ମଦ ଶରିଫକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ AI କ୍ୟାମେରା । ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀ AI କ୍ୟାମେରା ଭିତରେ ରହିବ।
‘ମୋ ବସ୍’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍’ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ.... ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍।
ଆଉ ତ୍ରାହି ମିଳୁନି ଏଟିଏମ୍ ଲୁଟେରାଙ୍କ ପାଖରୁ...ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି ଥିବା ଏଟିଏମ୍ ଲୁଟ୍, ସତେ ଯେମିତି ପାଲଟିଛି ଲୁଟେରାଙ୍କ ବାଁ ହାତର ଖେଳ। ନା ସିସିଟିଭିର ଭୟ ରହୁଛି ନା ସାଇରନର। ଇଚ୍ଛା କଲେ ପଶିଯାଉଛନ୍ତି, ତଡ଼ାତଡ଼ି ନୁହଁ, ସିଧା ଟେକିନେଉଛନ୍ତି ପୁରା ଏଟିଏମ୍।
ପ୍ରଶ୍ନ ଉଠୁଛି ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡେ ଗଲେ? ସୌରଭ ଗାଏବ ହୋଇଯିବା ପଛରେ କ’ଣ ରହିଛି କାରଣ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ବି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯାଇଛି ସୌରଭଙ୍କ ନିଖୋଜ କାହାଣୀ। ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁଛି।
ରାଜ୍ୟର ବିଭିନ୍ନ ସହରେ ବଡ଼ବଡ଼ ଲୁଟ୍, ଡକାୟତି, ଦୁର୍ଘଟଣା ଘଟୁଥିବା ବେଳେ ଭଦ୍ରକରେ ମଧ୍ୟ ବିଭିନ୍ନ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ କିନ୍ତୁ ଏଠାରେ ଅଚଳ ହୋଇପଡିଛି ସର୍ଭିନାଲ୍ସ ସିଷ୍ଟମ୍ ।
କେନ୍ଦ୍ର ସରକାର ନିର୍ବାଚନୀ ନିୟମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ମତଦାନ କେନ୍ଦ୍ରଗୁଡ଼ିକର ସିସିଟିଭି ଫୁଟେଜ୍ ସାର୍ବଜନୀନ ହେବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ଫୁଟେଜ ସର୍ବସାଧାରଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଏହି ପରିବର୍ତ୍ତନକୁ ବିରୋଧ କରିବା ସହ ଏହା ନିର୍ବାଚନ ସ୍ୱଚ୍ଛତା ବିରୋଧରେ ବୋଲି କହିଛି।
ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବ ଓମଫେଡ଼। ଖୁବଶୀଘ୍ର ମାର୍କେଟକୁ ଆସିବ ଓମ୍ଫେଡ ପାଣି ଓ ଚକୋଲେଟ ।
ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ବୋମା । ସହିଦନଗର ୱିନର୍ସ ଆସୋସିଏସନ ପାଖରେ ବୋମାମାଡ଼ ହୋଇଛି ।
ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣର ଲାଇଭ୍ ଦୃଶ୍ୟ । ଶ୍ରୀମନ୍ଦିର ପାଖରେ... ପଶ୍ଚିମ ଦ୍ୱାର ନିକଟରେ...ସର୍ବ ସମ୍ମୁଖରେ ଗୋଡ଼େଇ ଗୋଡ଼େଇ ହାଣିଲେ ।
ସେହିପରି ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି ।
ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍।
ଭରତପୁର ଥାନା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଅଭିଯୋଗକୁ ନେଇ ହଇଚଇ ବେଳେ ବହୁ କୋଟି ଟଙ୍କାରେ ଆଧୁନିକୀକରଣ ପରେ ଏ ଥାନାରେ ବି ସିସିଟିଭି ନଥିବା ଘଟଣା ପୋଲିସ ବିଭାଗର ସାଂଘାତିକ ଦୋଷତ୍ରୁଟିକୁ ପଦାରେ ପକାଇଛି।
ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ୍ୱ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁର ରାସ୍ତା କଡ଼ରେ ପଶ୍ଚିମବଙ୍ଗ ପୋଲିସ୍ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା କରିଛନ୍ତି ।
ସିସିଟିଭି ଅଚଳ ହେବା ଯୋଗୁ ସହରରେ ଅପରାଧ ରୋକିବା, ଟ୍ରାଫିକ୍ ନିୟନ୍ତ୍ରଣ କରିବା ନେଇ ଏବେ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
ଦୁଇ ଜଣ ମହିଳା ରାସ୍ତାର ଗୋଟିଏ କଡ଼ରେ ଛିଡ଼ା ହୋଇଥିଲେ। ହେଲେ ହଠାତ୍ ପଛପଟୁ ଏକ ଦ୍ରୁତଗତିରେ ହାଇୱା ମାଡ଼ି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ, କିଛି ସତର୍କ ହେବା ପୂର୍ବରୁ ହାଇୱା ଧକ୍କା ଦେଇଥିଲା।
ଅନଲାଇନରେ ପୋଷ୍ଟ ପରଠାରୁ, ଭିଡିଓଟି X ପ୍ଲାଟଫର୍ମରେ ୨ମିଲିୟନରୁ ଅଧିକ ଭ୍ୟୁ ସଂଗ୍ରହ କରିଛି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ ବକ୍ସରେ ଅନେକ କମେଣ୍ଟ କରିଛନ୍ତି।
କେନ୍ଦ୍ରାପଡ଼ା ସହର ଜଗିଛି ଅଚଳ ସିସିଟିଭି କ୍ୟାମେରା । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ୩୮ ଗୋଟି କ୍ୟାମେରା ମଧ୍ୟରୁ ମାତ୍ର ଗୋଟିଏ ସଚଳ ଅବସ୍ଥାରେ ରହିଛି । ଚୋର ଜଗିବା ପାଇଁ ଲାଗିଥିବା ଅନେକ ସିସିଟିଭି କ୍ୟାମେରାକୁ ଚୋର ଚୋରି କରି ନେଇ ଯାଇଛନ୍ତି ।
ହଜିଗଲା ମାନବିକତା । ଯାହାକୁ ବୋହୂ କରି ଦିନେ ଘରକୁ ଆଣିଥିଲେ ସେହି ବୋହୂ ହିଁ ଘୋଷାଡ଼ି ଘୋଷାଡ଼ି ପିଟିଲା । ପରିଣତ ବୟସରେ ବୋହୂର ସେବା ମିଳିବା ବଦଳରେ ମିଳିଲା ମାଡ଼।
ଛାତିକୁ ଥରାଇ ଦେବା ଭଳି ଏ ଘଟଣା । ଘରେ ପଶିଲା...ଲୁଟ ପାଇଁ ହତ୍ୟା ଉଦ୍ୟମ କଲା । ସୁନା ଚେନ ଲୁଟିବା ପାଇଁ ହତ୍ୟା ଉଦ୍ୟମ । ବେକରେ ଗାମୁଛା ଗୁଡ଼ାଇ ଜଣେ ବୟସ୍କା ମହିଳାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।
ଦୀର୍ଘ ୧୨ବର୍ଷ ହେବ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ବନ୍ଦନା ଅନ୍ୟ କାହାକୁ ଭଲ ପାଉଥିବା ସନ୍ଦେହ କରିଥିଲେ ଋଷଭ। ଏଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।
ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା
ଆଖିରେ ଲଙ୍କାଗୁଣ୍ଡ ପଡ଼ିଥିବାରୁ ତାଙ୍କୁ କିଛି ଦେଖାଯାଉନି । ଯାହାଫଳରେ ସେ ରାହୁଲ କବଳରୁ ବର୍ତ୍ତିପାରିଲେ ନାହିଁ ।