ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା । ୫ ହଜାର ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ବା ସ୍କେମାଟିକ୍ଙ୍କ ପାଇଁ ସରକାର ଏହି ଘୋଷଣା କରିଛନ୍ତି ।
କନିଷ୍ଠ ଶିକ୍ଷକଙ୍କୁ ଖୁସି କରାଇଲେ ସରକାର। ବଢ଼ିଲା ଦରମା। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା ୫ହଜାରକୁ ବୃଦ୍ଧି ହୋଇଛି।
ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।
କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାର ଶୁଣାଣି କରି ମେରିଟ୍ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ ।
ଭୁବନେଶ୍ୱର: ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ। ଶିକ୍ଷା ସହାୟକ ସଂଘ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି। ପ୍ରଥମ ୩ ବର୍ଷ କଣ୍ଟ୍ରାକଚୁଆଲ୍ ଜୁନିୟର ଟିଚର ଭାବେ କାର୍ଯ୍ୟ କରିବା ପରେ ଜୁନିୟର ଟିଚର ପଦବୀକୁ ଉନ୍ନୀତ ହେବେ। ୬ ବର୍ଷ ପରେ ସେମାନଙ୍କୁ ନିୟମିତ କରାଯିବ। ଏପଟେ ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ରାଜ୍ୟ ସରକାର ୪ଟି ଦାବି ପୂରଣ ପରେ ଆଭିମୁଖ୍ୟ […]