• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heartbreaking

Pet Dog
ବେଇମାନ ମଣିଷ: କୁକୁର ବୁଢ଼ା ହୋଇଗଲା ବୋଲି ବାହାରେ ଛାଡ଼ିଦେଲା..

ସ୍ୱାର୍ଥପର ମଣିଷ। ଦିନେ ଏଇ କୁକୁର ତାକୁ ସୁରକ୍ଷା ଦେଉଥିଲା ହେଲେ ଆଜି ତା’ ଦେହ ଖରାପ ହେଲା ବୋଲି ଅଧା ରାସ୍ତାରେ ଛାଡି ଦେଇ ପଳାଇଲା। ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ଏଇ ବିଦେଶୀ କୁକୁର...ଏମିତି ମାଲିକଙ୍କୁ କହିବେ କଣ?

Heartbreaking | Ukraine Soldier Hugs Daughter Before Setting Out On War Against Russia
ସୈନିକ ବାପାକୁ କାନ୍ଦି କାନ୍ଦି ବିଦାୟ ଦେଲା ୟୁକ୍ରେନର କୁନିଝିଅ, ଝିଅର ବାର୍ତ୍ତା ପଢ଼ି ଭୋ ଭୋ କାନ୍ଦିଲେ ସୈନିକ

ଜଣେ ୟୁକ୍ରେନ ସୈନିକଙ୍କର ଏ ଭିଡିଓଟି ଆପଣଙ୍କ ଆଖିରୁ ଲୁହ ଖସେଇ ଦେବାକୁ ଯଥେଷ୍ଟ। ସୈନିକ ବାପଟି ଜାଣିନି, ଯୁଦ୍ଧଭୂଇଁରୁ ସେ ଆଉ ଫେରିବ କି ନାହିଁ। ବିଦାୟ ଦେଲାବେଳେ, ବାପ ହାତରେ କୁନିଝିଅଟି ଗୁଞ୍ଜି ଦେଇଛି ଏକ ଛୋଟିଆ କାଗଜ। ଯାହାକୁ ପଢ଼ି ଭୋ ଭୋ ହୋଇ କାନ୍ଦୁଛନ୍ତି ୟୁକ୍ରେନର ଏହି ସୈନିକ। ୟୁକ୍ରେନବାସୀ ଭାଙ୍ଗିଯିବେ ସିନା, କିନ୍ତୁ ଋଷ୍ ଆଗରେ ମୁଣ୍ଡ ନୋଇଁବାକୁ ପ୍ରସ୍ତୁତ ନୁହେଁ। ଦେଖନ୍ତୁ ଏହି ଭିଡିଓ।