ଏମିତି ଏକ ଘଟଣାକୁ ଏବେ ସାମ୍ନାକୁ ଆସିଥିବା ବେଳେ ଏହି ଗ୍ୟାଙ୍ଗ ଦ୍ବାରା ଏବେ ସୁଦ୍ଧା ୬ରୁ ଅଧିକ ପରିବାର ଲୁଟର ଶିକାର ହୋଇଥିବା କୁହାଯାଉଛି ।
ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ । ଆକାଉଣ୍ଟରୁ ବି ଉଠାଇ ନିଆଯାଇଛି ଋଣ ଟଙ୍କା ।
କିଛି ବାଟ ଗଲା ପରେ କୌଶଳ କ୍ରମେ ଅପହରଣକାରୀଙ୍କୁ ଚକମା ଦେଇ ଖସି ଆସିଲେ ଛାତ୍ର । ପାରାଦୀପରେ ସାମ୍ନାକୁ ଆସିଛି ଏଭଳି ଘଟଣା ।
ରାଜଧାନୀରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ଫେକ୍ ବାପା ମାଆ ଓ ଭାଇ ଭଉଣୀ ।
ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ଜୟଦେବ ରାଉତ।
ରାଜଧାନୀରେ ସ୍ପାରେ ଯୌନଶୋଷଣ ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ ।
ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣର ଲାଇଭ୍ ଦୃଶ୍ୟ । ଶ୍ରୀମନ୍ଦିର ପାଖରେ... ପଶ୍ଚିମ ଦ୍ୱାର ନିକଟରେ...ସର୍ବ ସମ୍ମୁଖରେ ଗୋଡ଼େଇ ଗୋଡ଼େଇ ହାଣିଲେ ।
ଜୋର ଜବରଦସ୍ତ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବା ପାଇଁ କରାଯାଉଥିଲା କି ବାଧ୍ୟ ? ରାଜଧାନୀର ଏକ ସ୍ପାରୁ ଏଭଳି ଅଭିଯୋଗ ପରେ ପୋଲିସର ରେଡ୍, ଆଉ ତାପରେ ସାମ୍ନାକୁ ଆସିଲା ସ୍ପାର ସତ।
ଗତ ଏକ ବର୍ଷ ଧରି ସଲମାନ ଏବଂ ତାଙ୍କ ପରିବାରକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଧମକ ମିଳୁଛି। ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ର ଟାର୍ଗେଟରେ ଅଛନ୍ତି। ଏନେଇ ଭାଇଜାନ୍ ବୁଲେଟ୍ପ୍ରୁଫ୍ ନିସାନ ପାଟ୍ରୋଲ ଏସ୍ୟୁଭି କିଣିଛନ୍ତି।
ଗୁଣି ସନ୍ଦେହରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇଲେ। ସିନାପାଲି ଥାନା ପୋର୍ଟିପଡ଼ା ଗାଁ ପ୍ରଜାକୋର୍ଟରେ ହତ୍ୟା ଉଦ୍ୟମ । ପୋଖରୀକୁ ଡେଇଁ ରାତି ସାରା ଲୁଚି ଜୀବନ ବଞ୍ଚାଇଲେ ବ୍ୟକ୍ତି
୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍, ଖଲ୍ଲିକୋଟ ଥାନାରେ ଏତଲା । ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ସୂଚନା ।
ଜୀବନ ବଞ୍ଚାଇବା ଆଶାରେ ଡାକ୍ତରଖାନା ଧାଇଁଥିବା ମଣିଷ ଅଙ୍ଗର ହୋଇଛି ତସ୍କରୀ ?
ମଦ୍ୟପଙ୍କ ଦୁର୍ବ୍ୟବହାରରର ଶିକାର ପରେ ନୟାପଲ୍ଲୀ ଥାନାରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ।
ରାଜଧାନୀରେ ଚରମରେ ନିଶାସକ୍ତଙ୍କ ଉତ୍ପାତ .. ରାଜରାସ୍ତାରେ କାହାକୁ ଛାଡୁନାହାନ୍ତି, କେହି ବି ବାଦ୍ ପଡୁନାହାନ୍ତି ।
ଯୁବକଙ୍କ ମୃତ୍ୟ ପରେ କଟକ ରୁଦ୍ର ହସ୍ପିଟାଲ ନାଁରେ ଅଙ୍ଗ ତସ୍କରୀ ଅଭିଯୋଗ । ଦୁର୍ଘଟଣାରେ ମୃତ ବାଲିଗୁଡ଼ାର ଯୁବକଙ୍କ ପରିବାର ଲୋକଙ୍କ ସଂଗୀନ ଆରୋପ ।
ଭରତପୁର ଥାନାରେ ସେନା ଅଧକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼ ।
ଆମେ ଅନେକ ସମୟରେ ପୋଲିସ ଏନକାଉଣ୍ଟର କରିଥିବା ଖବର ପଢିଥାଉ। ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ ତାକୁ ଗୁଳି ଚଳାଇଥାଏ। ତେବେ ଆପଣ ଜାଣନ୍ତି କି ଏନକାଉଣ୍ଟରର ପ୍ରୋଟୋକଲ୍ କ’ଣ ଏବଂ ଏଥିରେ ଗୁଳି କେଉଁ ଜାଗାକୁ କରାଯାଏ ?
ଘରୋଇ ମେଡିକାଲରେ ଅଙ୍ଗ ତସ୍କରୀର ସାଂଘାତିକ ଅଭିଯୋଗ । କନ୍ଧମାଳ ବାଲିଗୁଡ଼ା ଥାନା ଟିକରବାଜୁ ଗାଁରେ ଘଟିଛି ଏଭଳି କିଛି ଘଟଣା ।
ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଲରେନ୍ସଙ୍କୁ ସିଧାସଳଖ ବାର୍ତ୍ତା ପଠାଇବା ପରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ ଖାନ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ।
ଲରେନ୍ସ ବିଷ୍ଣୋଇ, ଅଣ୍ଡରୱାର୍ଲ୍ଡ ଦୁନିଆର ଏମିତି ଏକ ନାଁ ଯିଏ ବର୍ଷେ କି ଦୁଇ ବର୍ଷ ନୁହେଁ, ଗୋଟିଏ ଦଶନ୍ଧି ଧରି ଜେଲ୍ରେ ବନ୍ଦୀ ଭାବରେ ରହିଛି। ଲରେନ୍ସ ଅପରାଧ ଜଗତର ଶୀର୍ଷରେ ରହିଛି। ପଞ୍ଜାବ ବାସିନ୍ଦା ଲରେନ୍ସ ଜଣେ ଗ୍ୟାଙ୍ଗଷ୍ଟର ଯିଏକି ଅପରାଧ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ନିଜେ ଗୋଟିଏ ଗ୍ୟାଙ୍ଗ କରି ତା ନାଁ ଦେଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ।
ଲରେନ୍ସ ବିଷ୍ଣୋଇ ସହ ଶତୃତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି ।
କୋଷ୍ଟଗାର୍ଡ ଡିଆଇଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ ।
ଆପଣ ଯଦି ସଚେତନ ନ ହେବେ, ତା’ହେଲେ ସାଇବର୍ ଠକଙ୍କ ପଞ୍ଝାରୁ ଆଉ ମୁକୁଳିପାରିବେନି । ପ୍ରତି ମୂହୁର୍ତ୍ତରେ କାହାକୁ ନା କାହାକୁ ଚୁନା ଲଗାଉଛନ୍ତି ଅଦୃଶ୍ୟ ଠକ।
ରାଜଧାନୀରୁ ଫେକ୍ କଲ ସେଣ୍ଟର ଠାବ ହେବା ଘଟଣାରେ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।
ମର୍ଡର କରିବା ପରେ କିଭଳି ଖସି ପଳାଇବେ ସେ ନେଇ ମଧ୍ୟ ଆଗୁଆ ପ୍ରସ୍ତୁତ ହୋଇଥିଲା ଯୋଜନା । ୬୫ ଗୁଳି ସହ ବାବା ସିଦ୍ଦିକିଙ୍କୁ ମାରିବାକୁ ଆସିଥିଲେ ହତ୍ୟାକାରୀ ।