• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ai

AI Candidate To Run For US President
୨୦୩୨ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବ AI...ହ୍ୱାଇଟହାଉସରେ କରିବ ରାଜ୍ !

ମସ୍କ କହିଛନ୍ତି: "ଆପଣ ଭାବୁଥିବେ ୨୦୩୨ ରେ ହ୍ୱାଇଟ୍ ହାଉସ କାହାର ହେବ? କେଉଁ ପ୍ରକାରର ଏଆଇ? ଗତ ବର୍ଷ ନିର୍ବାଚନରେ ​​ଏଆଇର ପ୍ରଭାବ ପରିପ୍ରେକ୍ଷୀରେ ମସ୍କ କହିଥିଲେ ଯେ ଏଆଇ ଯଥେଷ୍ଟ ସ୍ମାର୍ଟ, ତେବେ ଏହା ଗଣତନ୍ତ୍ରକୁ ବୁଝିବାରେ ସକ୍ଷମ ହେଲେ ନିର୍ବାଚନ ଲଢିପାରେ।

AI will be smarter than humans
ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

ମଣିଷଠାରୁ ଅଧିକ ବୁଦ୍ଧିମାନ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଟେସଲାର ସିଇଓ ଏଲନ ମସ୍କଙ୍କ କହିବାନୁସାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ୨୦୨୬ ସୁଦ୍ଧା ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ।

PM Modi tells Bill Gates about AI
ଡିପଫେକ୍‌ ରୋକିବାକୁ ବିଲ୍‌ ଗେଟସ୍‌ଙ୍କୁ ମୋଦିଙ୍କ ପ୍ରସ୍ତାବ; କହିଲେ, AI କଣ୍ଟେଣ୍ଟରେ ୱାଟରମାର୍କ ରହୁ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲ୍‌ ଗେଟସ୍‌।

Artificial Intelligence
ଆପଣ କେତେ ଦିନ ବଞ୍ଚିବେ? AI କହିଦେବ ମୃତ୍ୟୁ ସମୟ

କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ.. ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି । AI ରେ ଯେଉଁ ଦେଶ ଯେତେ ଉନ୍ନତ, ସେ ଦେଶ ସେତେ ଶକ୍ତିଶାଳୀ । ବହୁ କାର୍ଯ୍ୟରେ AI ବ୍ୟବହାର କରୁଛି ମଣିଷ ।

World’s first AI software engineer Devin
ବିଶ୍ୱର ପ୍ରଥମ AI ସଫ୍ଟୱେୟାର୍ ଇଞ୍ଜିନିୟର ‘ଡେଭିନ୍’; ଚୁଟକିରେ କରିବ ୱେବ୍ ଡିଜାଇନ୍

ମାନବ ଇଞ୍ଜିନିୟରମାନଙ୍କ ସହିତ ହାତରେ କାମ କରିବା, ରିଅଲ୍-ଟାଇମ୍ ଅପଡେଟ୍ ଦେବା, ମତାମତ ଗ୍ରହଣ କରିବା ଏବଂ ଡିଜାଇନ୍ ପସନ୍ଦ କରିବା ପାଇଁ ଏହାର ପରିକଳ୍ପନା କରାଯାଇଛି । ତେଣୁ, ମଣିଷକୁ ବଦଳାଇବା ପରିବର୍ତ୍ତେ ଡେଭିନ୍ ସେମାନଙ୍କର କାମକୁ ସହଜ କରିଦିଏ।

Marriage With AI Hologram
ବିଶ୍ୱରେ ପ୍ରଥମ, AI ହୋଲୋଗ୍ରାମକୁ ବିବାହ କରିବେ ମହିଳା

AI ହୋଲୋଗ୍ରାମ୍‌ଙ୍କୁ ବିବାହ କରିବାକୁ ଯାଉଥିବା ମହିଳାଙ୍କ ନାଁ ହେଉଛି ଏଲିସିଆ ଫ୍ରାମିସ୍‌। ସେ ତାଙ୍କ ବିବାହ ପାଇଁ ଭେନ୍ୟୁ ମଧ୍ୟ ବୁକ୍‌ କରିସାରିଛନ୍ତି।

AI Tool
ମାରାତ୍ମକ ହେଉଛି ପ୍ରଯୁକ୍ତି ବିଦ୍ୟା, AI ବ୍ୟବହାର କରି ସହପାଠୀଙ୍କ ଅଶ୍ଲୀଳ ଇମେଜ ତିଆରି କଲେ ଛାତ୍ର

ଚାଟ୍ ଜିପିଟି ଆଜିକାଲି ଅନେକ କାର୍ଯ୍ୟ କରୁଛି । ମଣିଷର ବୁଦ୍ଧିମତ୍ତାରୁ ବହୁ ଆଗରେ ଚାଟ୍ ଜିପିଟିର ବୁଦ୍ଧି କାର୍ଯ୍ୟ କରୁଛି । ଇମେଜ୍ ମେକିଂଠାରୁ ଆରମ୍ଭ କରି ଏହା ଇମେଜରୁ ଭିଡିଓ ମଧ୍ୟ ତିଆରି କରିପାରୁଛି ।

AI Teacher
ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..

Automated Driving Testing System
ଆରମ୍ଭ ହେଲା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ; ତଦାରଖ କରିବ AI...

ରାଜ୍ୟରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । ୬ଟି ସ୍ଥାନରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । କମ୍ପ୍ୟୁଟର, କ୍ୟାମେରା ଓ AI ଦ୍ବାରା ହେବ ତଦାରଖ । 

Ai
ଏଣକି ଡାକ୍ତରଙ୍କ ପାଖରେ ଲାଗିବନି ଲମ୍ବା ଲାଇନ୍‌, AI ଦେଖିବ ରୋଗୀ...

ଖାଲି ସେତିକି ନୁହେଁ ଆକୁରେସି ଏବଂ ସଠିକ୍‌ ବିଚାର ପାଇଁ ମଧ୍ୟ ଡାକ୍ତର ଏହି AIର ସହଯୋଗ ନେଇପାରିବେ । 

Matric Exam
କାହାକୁ ବି ଛାଡ଼ୁନି AI, ଖୋଜି ଖୋଜି ବାହାର କରୁଛି ତ୍ରୁଟି

ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି ।

 10th Board Exam
ମାଟ୍ରିକ୍ ପରୀକ୍ଷା; ହଲ୍‌ରେ ଜଗୁଛି AI, ଜାଣନ୍ତୁ କେଉଁ ସବୁ ଦିଗ ଉପରେ ରଖୁଛି କଡ଼ା ନଜର

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ ।

Robot
ଏକଲାପଣ ଦୂର କରୁଛି ରୋବଟ...ପରଫେକ୍ଟ ପ୍ରେମିକର କାମ କରୁଛି !

ରୋବଟକୁ ସାଙ୍ଘାଇର ଏକ କମ୍ପାନୀ ତିଆରି କରିଛି । ଗ୍ଲୋ ନାମକ ଚାଟବୋଟ ଦ୍ୱାରା ଉକ୍ତ ରୋବଟଟି ଚାଲିଛି ।

AI Child
ବିଶ୍ୱର ପ୍ରଥମ AI ଶିଶୁ...ଅବିକଳ ମଣିଷ ଭଳି ଆଚରଣ...ଦେଉଛି ସବୁ ପ୍ରଶ୍ନର ଉତ୍ତର

AI ଶିଶୁ ଟଙ୍ଗ ଟଙ୍ଗ ପାଖରେ ମାନବ ଶିଶୁ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । ସେ ମଣିଷ ଭଳି ରାଗୁଛି ଆଉ ଖୁସିରେ ହସୁଛି।

JOBS
ଭାରତ ଭିତରେ ଏହି ସବୁ ଚାକିରି କରନ୍ତୁ, ୭୦ରୁ ୮୦ ଲକ୍ଷ ଟଙ୍କା ଦରମା ପାଆନ୍ତୁ...

ଆମେ ଆପଣଙ୍କୁ ଆଜି ସେହି ରାସ୍ତା ଦେଖାଇବୁ, ଯେଉଁ ରାସ୍ତାରେ ଗଲେ ଆପଣ ଭଲ ଚାକିରି କରିପାରିବେ । ଆଉ ମୋଟା ଆଙ୍କର ବେତନ ପାଇପାରିବେ ।

AI
AI କହିଦେବ ଆପଣ କେତେ ଦିନ ବଞ୍ଚିବେ, ଆଉ କେବେ ଆସିବ ମୃତ୍ୟୁ !

ଏବେ କୁହାଗଲାଣି, AI ମଣିଷର ମୃତ୍ୟୁ କଥା କହିପାରିବ । କେଉଁ ମଣିଷ କେତେ ଦିନ ବଞ୍ଚିବ ତାହା AI କହିପାରିବ ବୋଲି ଏବେ ଦାବି କରାଯାଉଛି ।

Bill Gates
‘ସପ୍ତାହକୁ ୩ ଦିନ କାମ କଲେ ବି ଯଥେଷ୍ଟ, ମଣିଷର ସ୍ଥାନ ନେଇପାରିବନି AI...’

ଆମକୁ ଖାଦ୍ୟ ରାନ୍ଧିବାକୁ ବି ପଡ଼ିବ ନାହିଁ । ମେସିନ୍‌ ସବୁ କିଛି କରିପାରିବ । କିନ୍ତୁ ଏଥିରେ ସାମାନ୍ୟ ରିସ୍କ ଅଛି ।

Artificial Intelligence in Farming
ଆଉ ହଇରାଣ ହେବେନି ଚାଷୀ, ମୋବାଇଲରେ ସମାଧାନ ହେବ ଚାଷ ସମସ୍ୟା

ମୋବାଇଲରେ ସମାଧାନ ହେବ ଚାଷୀ ସମସ୍ୟା । କୃଷି ବିଭାଗ ପକ୍ଷରୁ ଆମ କୃଷି AI ଚାଟ୍ ବୋଟ୍ ଲଞ୍ଚ ।

LISA
ଓଟିଭିର AI ଆଙ୍କର ଲିସାର ଗ୍ଲୋବାଲ୍ କ୍ରେଜ୍

ଲିସାକୁ ନେଇ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା-ଆଲୋଚନା, ବଢ଼ିଛି ଉତ୍ସାହ ଓ ଉତ୍ସୁକତା।

Artificial intelligence  can do work of HR Departments
ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR !

ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR, ଆଗକୁ ସବୁ କାମ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି

s
‘ଏବେ ସମୟ ଆସିଛି AI ର ଅର୍ଥାତ୍‌- ଆମେରିକା ଓ ଇଣ୍ଡିଆ’

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍‌ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୭ ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛିି। ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ ରଖନ୍ତି।’

AI
ଗୁଗୁଲ ଆଣିଲା AI ଦ୍ୱାରା ପ୍ରସ୍ତୁତ ସିକ୍ୟୁରିଟି ସିଷ୍ଟମ, IT କମ୍ପାନୀ ରହିବେ ଅଧିକ ସୁରକ୍ଷିତ...

ଗୁଗୁଲ କ୍ଲାଉଡ୍‌ ସିକ୍ୟୁରିଟି ଏଆଇ ୱର୍କ ବେଞ୍ଚ ଆରମ୍ଭ କରିବା ନେଇ ଗୁଗୁଲ ନିଜେ ଘୋଷଣା କରିଛି । ଏହା ସ୍ୱୟଂ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଯୁକ୍ତ ଫ୍ଲାଟ୍‌ଫର୍ମ ।

Warren Buffett
AIକୁ ପରମାଣୁ ବୋମା ସହ ତୁଳନା କଲେ ୱାରେନ୍ ବଫେ, କହିଲେ ଏହାର ପରିଣାମ . . .

ପରମାଣୁ ବୋମାର ଭୟାବହତା ସମ୍ପର୍କରେ ସମସ୍ତେ ଅବଗତ । ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ମଧ୍ୟ ପରମାଣୁ ବୋମା ଠାରୁ କୌଣସି ଦିଗରେ କମ୍‌ ନୁହେଁ । ଏବେ ଏନେଇ ଆଉ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଚିନ୍ତା ପ୍ରକଟ କରିଛନ୍ତି ।

 fake voice calls
ଜରୁରୀ ଅଛି, କିଛି ଟଙ୍କା ପଠାନ୍ତୁ...ଏମିତି ବି ଆସିପାରେ ଆପଣଙ୍କ ବନ୍ଧୁଙ୍କ ନକଲି ଭଏସ୍ କଲ୍, ତା’ପରେ...

ପ୍ରକୃତ କଲ୍ ଏବଂ AI ଦ୍ୱାରା ନିର୍ମିତ ନକଲି ଭଏସ୍ କଲ୍ ମଧ୍ୟରେ ପାର୍ଥକ୍ୟ ଜାଣିବା ଅସମ୍ଭବ । ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ନକଲି ଭଏସ୍ କଲ୍ ଯୋଗୁଁ ୮୩ ପ୍ରତିଶତ ଭାରତୀୟ ଟଙ୍କା ହରାଇଛନ୍ତି ।

Sundar Pichai
Alକୁ ନେଇ ଚିନ୍ତାରେ ଗୁଗୁଲ୍‌ ସିଇଓ : କହିଲେ, ରାତିରେ ଶୋଇପାରୁନି

Alକୁ ନେଇ ଗୁଗୁଲ୍‌ ସିଇଓଙ୍କ ଚେତାବନୀ । ଭୁଲ ହାତକୁ ଗଲେ ବିପଦ ସୃଷ୍ଟି କରିବ Al।