• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ai

AI
AI Bots: ଶୋଇଶୋଇ ୧୦୦୦ ଚାକିରି ପାଇଁ କଲେ ଆବେଦନ, ସକାଳୁ ଆସିଲା ଇଣ୍ଟରଭ୍ୟୁ କଲ୍‌

ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି ଯେ ସେ ଶୋଇଥିବା ସମୟରେ AI ବ୍ୟବହାର କରି ୧୦୦୦ଟି ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ AI ତାଙ୍କ କାମକୁ ସହଜ କରିଦେଲା ଏବଂ AI Bot ସମସ୍ତ କଠିନ କାମକୁ ସୁରୁଖୁରୁରେ ସମାପ୍ତ କଲା । ସେ ଶୋଇଥିବା ସମୟରେ ତାଙ୍କୁ ୫୦ ରୁ ଅଧିକ କମ୍ପାନୀରୁ ସାକ୍ଷାତକାର କଲ୍ ଆସିଲା।

Atul Subhash
AI Techie Atul Subhash Death: ଗିରଫ ହେଲେ ଅତୁଲଙ୍କ ପତ୍ନୀ, ଉଠାଇ ଆଣିଲା ବେଙ୍ଗାଲୁରୁ ପୋଲିସ

ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି ।

Atul Subhash Case
Atul Subhash Case: ପତ୍ନୀ ନିର୍ଯ୍ୟାତନା ! ତାରିଖ ପରେ ତାରିଖ, ଲାଞ୍ଚ ପରେ ଲାଞ୍ଚ; ୪ ଜଣଙ୍କ ନାଁରେ ଏତଲା

ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା ।

AI Treatment
ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI, ହେବ ବାୟୋ AI ହବ୍

ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

Artificial Intelligence
ଚିନ୍ତାରେ ‘AI’ ଗଡ୍‌ଫାଦର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଛଡ଼ାଇ ନେଉଛି ଅନେକ ଚାକିରି

ବାସ୍ତବରେ ଜିଓଫ୍ରେ ହିଣ୍ଟନ୍ କହିଛନ୍ତି ଯେ ବିଗତ କିଛି ଦିନ ହେବ ସେ ବହୁତ ଚିନ୍ତିତ ଅଛନ୍ତି କାରଣ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଅନେକ ଚାକିରି ଛଡାଇ ନେଇଛି ।

AI Candidate To Run For US President
୨୦୩୨ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବ AI...ହ୍ୱାଇଟହାଉସରେ କରିବ ରାଜ୍ !

ମସ୍କ କହିଛନ୍ତି: "ଆପଣ ଭାବୁଥିବେ ୨୦୩୨ ରେ ହ୍ୱାଇଟ୍ ହାଉସ କାହାର ହେବ? କେଉଁ ପ୍ରକାରର ଏଆଇ? ଗତ ବର୍ଷ ନିର୍ବାଚନରେ ​​ଏଆଇର ପ୍ରଭାବ ପରିପ୍ରେକ୍ଷୀରେ ମସ୍କ କହିଥିଲେ ଯେ ଏଆଇ ଯଥେଷ୍ଟ ସ୍ମାର୍ଟ, ତେବେ ଏହା ଗଣତନ୍ତ୍ରକୁ ବୁଝିବାରେ ସକ୍ଷମ ହେଲେ ନିର୍ବାଚନ ଲଢିପାରେ।

AI will be smarter than humans
ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

ମଣିଷଠାରୁ ଅଧିକ ବୁଦ୍ଧିମାନ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଟେସଲାର ସିଇଓ ଏଲନ ମସ୍କଙ୍କ କହିବାନୁସାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ୨୦୨୬ ସୁଦ୍ଧା ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ।

PM Modi tells Bill Gates about AI
ଡିପଫେକ୍‌ ରୋକିବାକୁ ବିଲ୍‌ ଗେଟସ୍‌ଙ୍କୁ ମୋଦିଙ୍କ ପ୍ରସ୍ତାବ; କହିଲେ, AI କଣ୍ଟେଣ୍ଟରେ ୱାଟରମାର୍କ ରହୁ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲ୍‌ ଗେଟସ୍‌।

Artificial Intelligence
ଆପଣ କେତେ ଦିନ ବଞ୍ଚିବେ? AI କହିଦେବ ମୃତ୍ୟୁ ସମୟ

କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ.. ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି । AI ରେ ଯେଉଁ ଦେଶ ଯେତେ ଉନ୍ନତ, ସେ ଦେଶ ସେତେ ଶକ୍ତିଶାଳୀ । ବହୁ କାର୍ଯ୍ୟରେ AI ବ୍ୟବହାର କରୁଛି ମଣିଷ ।

World’s first AI software engineer Devin
ବିଶ୍ୱର ପ୍ରଥମ AI ସଫ୍ଟୱେୟାର୍ ଇଞ୍ଜିନିୟର ‘ଡେଭିନ୍’; ଚୁଟକିରେ କରିବ ୱେବ୍ ଡିଜାଇନ୍

ମାନବ ଇଞ୍ଜିନିୟରମାନଙ୍କ ସହିତ ହାତରେ କାମ କରିବା, ରିଅଲ୍-ଟାଇମ୍ ଅପଡେଟ୍ ଦେବା, ମତାମତ ଗ୍ରହଣ କରିବା ଏବଂ ଡିଜାଇନ୍ ପସନ୍ଦ କରିବା ପାଇଁ ଏହାର ପରିକଳ୍ପନା କରାଯାଇଛି । ତେଣୁ, ମଣିଷକୁ ବଦଳାଇବା ପରିବର୍ତ୍ତେ ଡେଭିନ୍ ସେମାନଙ୍କର କାମକୁ ସହଜ କରିଦିଏ।

Marriage With AI Hologram
ବିଶ୍ୱରେ ପ୍ରଥମ, AI ହୋଲୋଗ୍ରାମକୁ ବିବାହ କରିବେ ମହିଳା

AI ହୋଲୋଗ୍ରାମ୍‌ଙ୍କୁ ବିବାହ କରିବାକୁ ଯାଉଥିବା ମହିଳାଙ୍କ ନାଁ ହେଉଛି ଏଲିସିଆ ଫ୍ରାମିସ୍‌। ସେ ତାଙ୍କ ବିବାହ ପାଇଁ ଭେନ୍ୟୁ ମଧ୍ୟ ବୁକ୍‌ କରିସାରିଛନ୍ତି।

AI Tool
ମାରାତ୍ମକ ହେଉଛି ପ୍ରଯୁକ୍ତି ବିଦ୍ୟା, AI ବ୍ୟବହାର କରି ସହପାଠୀଙ୍କ ଅଶ୍ଲୀଳ ଇମେଜ ତିଆରି କଲେ ଛାତ୍ର

ଚାଟ୍ ଜିପିଟି ଆଜିକାଲି ଅନେକ କାର୍ଯ୍ୟ କରୁଛି । ମଣିଷର ବୁଦ୍ଧିମତ୍ତାରୁ ବହୁ ଆଗରେ ଚାଟ୍ ଜିପିଟିର ବୁଦ୍ଧି କାର୍ଯ୍ୟ କରୁଛି । ଇମେଜ୍ ମେକିଂଠାରୁ ଆରମ୍ଭ କରି ଏହା ଇମେଜରୁ ଭିଡିଓ ମଧ୍ୟ ତିଆରି କରିପାରୁଛି ।

AI Teacher
ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..

Automated Driving Testing System
ଆରମ୍ଭ ହେଲା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ; ତଦାରଖ କରିବ AI...

ରାଜ୍ୟରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । ୬ଟି ସ୍ଥାନରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । କମ୍ପ୍ୟୁଟର, କ୍ୟାମେରା ଓ AI ଦ୍ବାରା ହେବ ତଦାରଖ । 

Ai
ଏଣକି ଡାକ୍ତରଙ୍କ ପାଖରେ ଲାଗିବନି ଲମ୍ବା ଲାଇନ୍‌, AI ଦେଖିବ ରୋଗୀ...

ଖାଲି ସେତିକି ନୁହେଁ ଆକୁରେସି ଏବଂ ସଠିକ୍‌ ବିଚାର ପାଇଁ ମଧ୍ୟ ଡାକ୍ତର ଏହି AIର ସହଯୋଗ ନେଇପାରିବେ । 

Matric Exam
କାହାକୁ ବି ଛାଡ଼ୁନି AI, ଖୋଜି ଖୋଜି ବାହାର କରୁଛି ତ୍ରୁଟି

ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି ।

 10th Board Exam
ମାଟ୍ରିକ୍ ପରୀକ୍ଷା; ହଲ୍‌ରେ ଜଗୁଛି AI, ଜାଣନ୍ତୁ କେଉଁ ସବୁ ଦିଗ ଉପରେ ରଖୁଛି କଡ଼ା ନଜର

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ ।

Robot
ଏକଲାପଣ ଦୂର କରୁଛି ରୋବଟ...ପରଫେକ୍ଟ ପ୍ରେମିକର କାମ କରୁଛି !

ରୋବଟକୁ ସାଙ୍ଘାଇର ଏକ କମ୍ପାନୀ ତିଆରି କରିଛି । ଗ୍ଲୋ ନାମକ ଚାଟବୋଟ ଦ୍ୱାରା ଉକ୍ତ ରୋବଟଟି ଚାଲିଛି ।

AI Child
ବିଶ୍ୱର ପ୍ରଥମ AI ଶିଶୁ...ଅବିକଳ ମଣିଷ ଭଳି ଆଚରଣ...ଦେଉଛି ସବୁ ପ୍ରଶ୍ନର ଉତ୍ତର

AI ଶିଶୁ ଟଙ୍ଗ ଟଙ୍ଗ ପାଖରେ ମାନବ ଶିଶୁ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । ସେ ମଣିଷ ଭଳି ରାଗୁଛି ଆଉ ଖୁସିରେ ହସୁଛି।

JOBS
ଭାରତ ଭିତରେ ଏହି ସବୁ ଚାକିରି କରନ୍ତୁ, ୭୦ରୁ ୮୦ ଲକ୍ଷ ଟଙ୍କା ଦରମା ପାଆନ୍ତୁ...

ଆମେ ଆପଣଙ୍କୁ ଆଜି ସେହି ରାସ୍ତା ଦେଖାଇବୁ, ଯେଉଁ ରାସ୍ତାରେ ଗଲେ ଆପଣ ଭଲ ଚାକିରି କରିପାରିବେ । ଆଉ ମୋଟା ଆଙ୍କର ବେତନ ପାଇପାରିବେ ।

AI
AI କହିଦେବ ଆପଣ କେତେ ଦିନ ବଞ୍ଚିବେ, ଆଉ କେବେ ଆସିବ ମୃତ୍ୟୁ !

ଏବେ କୁହାଗଲାଣି, AI ମଣିଷର ମୃତ୍ୟୁ କଥା କହିପାରିବ । କେଉଁ ମଣିଷ କେତେ ଦିନ ବଞ୍ଚିବ ତାହା AI କହିପାରିବ ବୋଲି ଏବେ ଦାବି କରାଯାଉଛି ।

Bill Gates
‘ସପ୍ତାହକୁ ୩ ଦିନ କାମ କଲେ ବି ଯଥେଷ୍ଟ, ମଣିଷର ସ୍ଥାନ ନେଇପାରିବନି AI...’

ଆମକୁ ଖାଦ୍ୟ ରାନ୍ଧିବାକୁ ବି ପଡ଼ିବ ନାହିଁ । ମେସିନ୍‌ ସବୁ କିଛି କରିପାରିବ । କିନ୍ତୁ ଏଥିରେ ସାମାନ୍ୟ ରିସ୍କ ଅଛି ।

Artificial Intelligence in Farming
ଆଉ ହଇରାଣ ହେବେନି ଚାଷୀ, ମୋବାଇଲରେ ସମାଧାନ ହେବ ଚାଷ ସମସ୍ୟା

ମୋବାଇଲରେ ସମାଧାନ ହେବ ଚାଷୀ ସମସ୍ୟା । କୃଷି ବିଭାଗ ପକ୍ଷରୁ ଆମ କୃଷି AI ଚାଟ୍ ବୋଟ୍ ଲଞ୍ଚ ।

LISA
ଓଟିଭିର AI ଆଙ୍କର ଲିସାର ଗ୍ଲୋବାଲ୍ କ୍ରେଜ୍

ଲିସାକୁ ନେଇ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା-ଆଲୋଚନା, ବଢ଼ିଛି ଉତ୍ସାହ ଓ ଉତ୍ସୁକତା।

Artificial intelligence  can do work of HR Departments
ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR !

ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR, ଆଗକୁ ସବୁ କାମ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି