ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।
ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଔଷଧ ସ୍ପ୍ରେ କରାଯିବ । ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା ।
ଚୀନ୍ ସେନା ପାଇଁ ଆଉ ଏତେ ସହଜ ହେବନି ଭାରତ ସୀମା ଭିତରକୁ ଅନୁପ୍ରବେଶ । ଭାରତ-ଚୀନ୍ ସୀମାରେ ଏଣିକି ଉଡ଼ିବ ଅତ୍ୟାଧୁନିକ ଡ୍ରୋନ୍ । ଯାହାର ନାଁ ହେରନ୍ ରହିଛି। ଏବେ ଡ୍ରାଗନର ଆଖି ପୁଣି ଅରୁଣାଚଳ ପ୍ରଦେଶ ଉପରେ ପଡ଼ିଥିବା ବେଳେ, ସେହି ଅଞ୍ଚଳରେ PLAର ଗତିବିଧି ଉପରେ ନଜର ରଖିବା ପାଇଁ ହେରନ୍ ଡ୍ରୋନ୍ ମୁତୟନ ହୋଇଛି।