ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ସମସ୍ତେ ବେଙ୍ଗାଲୁରୁର ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କୁ ମନେ ପକାଇଛନ୍ତି। ଅତୁଲ ମଧ୍ୟ ସୋସିଆଲ ମିଡିଆରେ ନିଜ ମନର ବ୍ୟଥା ସମସ୍ତଙ୍କୁ ଜଣାଇବା ପରେ ପତ୍ନୀଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ।
ଅବତରଣ ପରେ ବିମାନଟିର ଆବଶ୍ୟକ ଯାଞ୍ଚ କରାଯାଇଥିଲା। ତ୍ରୁଟି ସଂଶୋଧନ ପରେ ବିମାନଟି ପୁନର୍ବାର ଇମ୍ପାଲ ଅଭିମୁଖେ ଯାତ୍ରା କରିଥିଲା। ଇଣ୍ଡିଗୋ ମୁଖପାତ୍ରଙ୍କ କହିବା ଅନୁଯାୟୀ, “ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ସୁରକ୍ଷା ପାଇଁ ଏହାକୁ ଦିଲ୍ଲୀକୁ ଫେରାଯାଇଥିଲା। ଆବଶ୍ୟକ ଯାଞ୍ଚ ପରେ ବିମାନ ପୁନର୍ବାର ଯାତ୍ରା ଆରମ୍ଭ କରିଥିଲା।”
ଆକାଶମାର୍ଗରେ ଡ୍ରୋନରେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ଗଲା ରକ୍ତ । ନଥିଲା ଟ୍ରାଫିକର ଝିନଝଟ୍ । ଜୁନ୍ ମାସରେ ପ୍ରକାଶିତ ICMR ରିପୋର୍ଟରେ ଏହା ପ୍ରକାଶ ପାଇଛି । ଜୀବନ ରକ୍ଷାକାରୀ ରକ୍ତ ଓ ଅନ୍ୟାନ୍ୟ ସାମଗ୍ରୀ ଶୀଘ୍ର ପହଞ୍ଚାଇବାରେ ଏକ ବିକଳ୍ପ ଭାବେ ଆବିର୍ଭାବ ହୋଇଛି ଡ୍ରୋନ୍ ।
ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀର ନାଭି ସ୍କୁଲ ଓ ଦ୍ୱାରକାର ସିଆରପିଏଫ୍ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ସନ୍ଧାନୀ ଦଳ ପକ୍ଷରୁ ତଲାସୀ କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ଜିନିଷ ମିଳି ନାହିଁ ।
ଯମୁନା ନଦୀରୁ ମିଳିଲା ନିଖୋଜ ଛାତ୍ରୀ ସ୍ନେହା ଦେବନାଥଙ୍କ ମୃତଦେହ । ଗତ ୬ ଦିନ ଧରି ସେ ନିଖୋଜ ଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ନେହାଙ୍କ ରୁମ୍ରୁ ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି ।
ଆହତମାନେ ଦିନରେ ମଜୁରିଆ ଭାବେ କାମ କରୁଥିଲେ । ଘର ନଥିବାରୁ ରାତିରେ ସେମାନେ ଫୁଟପାଥରେ ଶୋଇପଡନ୍ତି । ଦୁର୍ଘଟଣା ଶନିବାର ରାତିରେ ହୋଇଛି ।
ଦିଲ୍ଲୀରେ ତ୍ରିପୁରାର ଜଣେ ଯୁବତୀ ଗତ ୬ ଦିନ ଦିନ ହେଲାଣି ନିଖୋଜ ଅଛନ୍ତି । ଦିଲ୍ଲୀ ପୋଲିସ୍ ଓ ଏନଡିଆରଏଫ ପକ୍ଷରୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ଖୋଜଖବର ମିଳୁନାହିଁ ।
ଦିଲ୍ଲୀର ସୁଲତାନପୁରରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଚୋରି ହୋଇଥିଲା । ତଦନ୍ତରେ ତାଙ୍କ ସ୍ତ୍ରୀ ହିଁ ଫୋନ୍ ଚୋରି କରିଥିବା ଜଣା ପଡିଥିଲା । ମହିଳାଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବେଳର ଫଟୋ ସ୍ୱାମୀଙ୍କ ଫୋନରେ ଥିବାରୁ ସେ ଚୋରି କରିବା ପାଇଁ ପ୍ଲାନିଂ କରିଥିଲେ ।
ଦିଲ୍ଲୀର ସୋସିଆଲ ମିଡିଆ ପ୍ରଫେସନାଲ ଅବନ୍ତିକା ଜୈନ ଇନଷ୍ଟାଗ୍ରାମରେ ଏକ ନକଲି ସଙ୍ଗୀତ ପାର୍ଟିର ବିଜ୍ଞାପନ ଦେଖିଥିଲେ । ସେ ଏନେଇ ନିଜ ସାଙ୍ଗକୁ କହିଥିଲେ । ଅବନ୍ତିକା କହିଛନ୍ତି କଲେଜ ଦିନରେ ସେ ଏଭଳି ଥିମ୍ ପାର୍ଟି କରିବାକୁ ଚାହୁଁଥିଲେ ।
ଦିଲ୍ଲୀର ଏନସିଆର ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷା ହେବା ଫଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି । ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ପୂର୍ବରୁ ଏହି ବର୍ଗର ଗାଡ଼ିଗୁଡ଼ିକୁ ଜୁଲାଇ ୧ରୁ ତେଲ ନଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ବିଭିନ୍ନ ମହଲରୁ ଜୋରଦାର ବିରୋଧ କରାଯାଇଥିଲା । ଏହା ପରେ ସରକାର ଏହି ବ୍ୟାନକୁ ଉଠାଇ ନେଇଥିଲେ ।
ରାଜଧାନୀ ଦିଲ୍ଲୀରେ କାଉଡି ଯାତ୍ରା ବେଳେ ପବିତ୍ରତା ବଜାୟ ରଖିବା ପାଇଁ ମାଂସ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏ ନେଇ ମନ୍ତ୍ରୀ କପିଳ ମିଶ୍ର ଘୋଷଣା କରିଛନ୍ତି ।
ଗିରଫ ଅଜୟ ଲାମ୍ବା ନେପାଳରେ ପାଖାପାଖି ୧୦ବର୍ଷ ହେବ ଲୁଚିକି ଥିଲା । ସେଠାରେ ସେ ବିବାହ ବି କରିଛି । ତା ବିରୋଧରେ ଦିଲ୍ଲୀରେ ଡ୍ରଗ୍ସ କାରବାର କରିବା ନେଇ ମାମଲା ରହିଛି ।
ବିଶ୍ବର ଅନେକ ଦେଶରେ କୃତ୍ରିମ ବର୍ଷା ପୂର୍ବରୁ କରାଯାଇଛି । ୟୁଏଇ ମୁଖ୍ୟତଃ ବିଶ୍ୱର ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଏଠାରେ ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଥାଏ।
ଦିଲ୍ଲୀର ଲାଜପତ ନଗରରେ ଜଣେ ଘରୋଇ ସହାୟକ ତାର ମାଲିକାଣୀ ରୁଚିକା ସେୱାନୀ ଓ ତାଙ୍କ ପୁଅଙ୍କୁ ବିଭତ୍ସ ହତ୍ୟା କରି ଫେରାର ହୋଇଯିବା ବେଳେ ଗିରଫ କରିଛି ପୋଲିସ୍ ।
ଦିଲ୍ଲୀର ସାଗରପୁର ଅଞ୍ଚଳରେ ପୁଅ ବାହାରେ ବର୍ଷା ହେଉଥିବା ସମୟରେ ଖେଳିବାକୁ ଯିବା ପାଇଁ ଜିଦି କରିବାରୁ ପୁଅକୁ ଛୁରୀ ଭୁଷି ହତ୍ୟା କରିଛି ବାପା । ହତ୍ୟା କରିବା ପରେ ପୁଅକୁ ଡାକ୍ତରଖାନା ନେଇଥିଲା, ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।
ନେହାଙ୍କ ପରିବାର ଉଭୟଙ୍କ ସଂପର୍କକୁ ଅସ୍ବୀକାର କରିଛନ୍ତି । କହିଛନ୍ତି ନେହା ଘରେ ତୌଫିକଙ୍କୁ ଭାଇ ବୋଲି ପରିଚୟ ଦେଇଥିଲେ । ଏପରିକି ତୌଫିକଙ୍କୁ ରାକ୍ଷୀ ବାନ୍ଧିଥିଲେ ନେହା ।
ଯୁଦ୍ଧ ଘମାଘୋଟ ଭିତରୁ ଦିଲ୍ଲୀ ଫେରିଛନ୍ତି ଇସ୍ରାଏଲରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ । ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୪ ଜଣ ଫେରିଛନ୍ତି ।
ସେବାୟତଙ୍କ ପକ୍ଷରୁ କଡ଼ା ଭାଷାରେ ନିନ୍ଦା ବି କରାଗଲାଣି। ସରକାର କହିଛନ୍ତି ଏ କ୍ଷେତ୍ରରେ ଆଗକୁ କଡ଼ା ଆଭିମୁଖ୍ୟ ନିଆଯିବ।
ଏ ପ୍ରସଙ୍ଗରେ ବିରୋଧୀ କେବଳ ଗୁଜବ କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଦିଲ୍ଲୀରେ ଆଗକୁ ଏଭଳି ନକରିବାକୁ ସେମାନଙ୍କୁ ତାଗିଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ନୀତିକାନ୍ତିଙ୍କୁ ମାଡିମୋକଚି ଏଭଳି ରଥଯାତ୍ରା ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ ନେଇ ବହୁ ବାଦ ବିବାଦ ରହିଛି।
ଅପରେସନ ସିନ୍ଧୁ ଦ୍ୱାରା ଭାରତ ଫେରୁଛନ୍ତି ଇରାନରେ ଫସିଥିବା ନାଗରିକ । ହେଲେ ଭାରତକୁ ଫେରିଥିବା ଜଣେ ମହିଳାଙ୍କ ସ୍ୱାମୀଙ୍କ ମନ୍ତବ୍ୟକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ମୋ ପତ୍ନୀ ଭାରତ ନଫେରି ସେଠାରେ ସହିଦ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି ।
୪ ଛୁଆଙ୍କ ସହ ଟ୍ରେନ୍ ଆଗକୁ ଡେଇଁଲା ବାପା । ଘଟଣା ଘଟିଛି ଫରିଦାବାଦରେ । ସ୍ତ୍ରୀର ଆଉ କାହା ସହ ସଂପର୍କ ଥିବା ସଂଦେହ କରି ଏଭଳି ଅଭାବନୀୟ କାଣ୍ଡ ଘଟାଇଛି ବାପା । ପୋଲିସ ଘଟଣାର ତଦନ୍ତ କରୁଛି
ଭାସୁଛି ଦେଶର ବାଣିଜ୍ୟିକ ରାଜଧାନୀ। ଉବୁଟୁବୁ ହେଉଛି ମହାନଗରୀ ମୁମ୍ବାଇ। ଡାକ୍ତରଖାନାରେ ଛୁଟୁଛି ବର୍ଷା ଜଳ॥ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ପଶିଯାଇଛି ପାଣି। ଯିବେ ତ କୁଆଡ଼େ ଯିବେ ?
କିଛି ଘଣ୍ଟାର ବର୍ଷା ଆଉ ଝଟକା ପବନ ଦିଲ୍ଲୀ ହାଲକୁ ଏମିତି ବେହାଲ୍ କରିଦେଲା। ଗତ ରାତିରେ ଦେଶର ରାଜଧାନୀ ଯେତେବେଳେ ଶୋଇଥିଲା ଅଚାନକ ତାଣ୍ଡବ ରଚିଥିଲା ଝଡ଼ବର୍ଷା। ବହିଲା ପ୍ରଳୟଙ୍କାରୀ ପବନ, ତାସହ ନିର୍ଧୁମ ବର୍ଷିଲା। କିଛି ଘଣ୍ଟାର ଝଡ଼ବର୍ଷାରେ କଲବଲ ଅବସ୍ଥା ଭୋଗିଲା ଦିଲ୍ଲୀ।