ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ। ଏହି ମେଗା ଇଭେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କୁଳିପୋଷ ଅଞ୍ଚଳର ସୁଧୀର ଠାକୁର ସ୍କୁଟିରେ ଯାଉଥିଲେ। ଆଉ ତାଙ୍କ ପଛରେ ଜାନକୀ ଠାକୁର ଓ କରିସ୍ମା ଠାକୁର ମୂର୍ତ୍ତି ବସିଥିଲେ। ତେବେ ରାଜାମୁଣ୍ଡା ବାଇପାସ୍ରେ ସ୍କୁଟିକୁ ପିଟି ଦେଇଥିଲା ଟ୍ରକ୍।
କଣାସରେ ଝାଡ଼ାବାନ୍ତି କାୟା । ୮ ଦିନରେ ଗଡ଼ିଲାଣି ୪ ମୁଣ୍ଡ । ସାମ୍ପଲ ଟେଷ୍ଟିଂ ପରେ ଡାଇରିଆରେ ଜଣଙ୍କ ମୃତ୍ୟୁକୁ ବି ମାନିଲେଣି ସରକାର ।
ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ତ । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।
କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ପୂର୍ବରୁ ଚେତାଇ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଓ ଏସପି । କୋଇଲା ପରିବହନ କାରବାର ପାଇଁ ପାୱାର କରିଡରରୁ କୁଆଡ଼େ ପଡ଼ିଥିଲା ଚାପ ।
ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏବେ ନୁହେଁ ହଜାର ହଜାର ବର୍ଷ ଧରି ଆମେ ଖାଲି ଆଖିରେ ଗ୍ରହ ଗୁଡ଼ିକୁ ଦେଖି ଆସୁଛୁ। ଆମ ପୂର୍ବ ପୁରୁଷମାନେ ଆଗରୁ ଦେଖିଥିଲେ, ଏବେ ମଧ୍ୟ ଦେଖୁଛୁ।
ହଜାର ହଜାର ଚାଷୀଙ୍କୁ ଧାନ ବିକ୍ରି ଅନୁମତି ମିଳି ନଥିବାରୁ ଅସନ୍ତୋଷ ତେଜୁଛି। ଏପରି ସ୍ଥଳେ ବିଭାଗ ୧୭ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କୁ ସସପେକ୍ଟେଡ୍ ଦର୍ଶାଇ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ସମବାୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।
ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି। ପୋଲିସ ଏନକାଉଣ୍ଟରରେ ସଫା ହୋଇଗଲେ ୧୪ ଜଣ ମାଓବାଦୀ। ଏବେ ବି ଅପରେସନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି।
ପ୍ରକାଶ ମିଶ୍ରଙ୍କ ବହି "COMEDY IN KHAKEE" ଆଜି ଓଡ଼ିଶାରେ ରିଲିଜ୍ ହୋଇଛି। ଯେଉଁଥିରେ ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଭାବରେ ମୁଖିଆ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ଅଭିଯୋଗ ଶୁଣିବାକୁ ଯାଇଥିଲେ। ଭିଡ଼ ଅଧିକ ହୋଇଥିଲା। ସାଧାରଣ ଲୋକେ ଅଭିଯୋଗର ତାଲିକା ମୁଖିଆଙ୍କ ଆଗରେ ରଖିଥିଲେ।
ଅଭିଯୋଗ ଅନୁସାରେ ଦୁଇ ଭଉଣୀ ଉଠିବା ପୂର୍ବରୁ ଏନ୍ଏସି ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ମାଛ ଗୁଡ଼ିକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ। ଫିଙ୍ଗା ଯାଇଥିବା ମାଛର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଅଙ୍ଗନବାଡ଼ି ଗୃହ ଅଭାବରୁ ଏକ ଭଡ଼ା ଘରେ ଚାଲିଛି ପାଠପଢା । ପିଲାମାନେ ଯେଉଁ ଭଡ଼ା ଘରେ ପଢୁଛନ୍ତି ସେଠାରେ ଭଲରେ ବସି ପଢିବା, ବସିବା, ରନ୍ଧା ଖାଦ୍ୟ ଖାଇବା ସୁବିଧା ନାହିଁ। ଆଜବେଷ୍ଟସ ଘରେ ପଢୁଥିବା ବେଳେ ଲାଇନ ନାହିଁ, ଗରମରେ ସିଝି ଯାଉଛନ୍ତି କୁନି କୁନି ପିଲା। ଝାଡ଼ା ପରିସ୍ରାର ମଧ୍ୟ ସୁବିଧା ନାହିଁ।
ଗଣମାଧ୍ୟମର କଣ୍ଠରୋଧ କରିବାକୁ ବ୍ଲକ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ମରାଯାଇଥିବା କହିଛନ୍ତି ସ୍ଥାନୀୟ ସାମ୍ବାଦିକ। କାଳେ ବ୍ଲକ କାର୍ଯ୍ୟାଳୟର ଦୁର୍ନୀତି ପଦାକୁ ପଳାଇ ଆସିବ ତେଣୁ ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ଏଭଳି ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସାମ୍ବାଦିକ।
ସେପଟେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୋଲିସ। ଧନୁଯାତ୍ରା ଦିନ ରାହୁଲକୁ ପୀଡିତା ଯୁବତୀଙ୍କ ସହ ଦେଖାଯାଇଥିଲା। ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି।
ତୁ ବି ଏଇ ଜଙ୍ଗଲର ମୁଁ ବି ଏଇ ଜଙ୍ଗଲର। ଅବଶ୍ୟ ଆମ ଧର୍ମ ଅଲଗା, ଆଉ ଖାଇବାର ଶୈଳୀ ଅଲଗା। ତଥାପି କାଇଁ କେଜାଣି ତୋ ସହ ସାଙ୍ଗ ହବାକୁ ଇଚ୍ଛା ହେଉଛି। ଡରନା... ମୁଁ ତତେ ଖାଇବିନି…।
ଜିଲ୍ଲାଭିତ୍ତିକ ସମୀକ୍ଷାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି । ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି । ସୋମାନଙ୍କୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ।
ପଢ଼ନ୍ତୁ ଓଡ଼ିଆ ସାହିତ୍ୟର କାଳଜୟୀ କାହାଣୀ 'ରାଣ୍ଡିପୁଅ ଅନନ୍ତା'। ବ୍ୟାସକବି ଫକୀର ମୋହନଙ୍କର ଏହି ବହୁପଠିତ ଓ ବହୁ ଚର୍ଚ୍ଚିତ କାହାଣୀକୁ ନେଇ ଆଗରୁ ଟେଲିଫିଲ୍ମ ହୋଇଛି। ଏବେ ମଧ୍ୟ ଏହାକୁ ନେଇ ଏକ ସଂପୂର୍ଣ୍ଣ ଚଳଚ୍ଚିତ୍ର ଆସିବାକୁ ଯାଉଛି। ତେବେ ଏହା ପୂର୍ବରୁ ଏହି ନାଁଟିକୁ ନେଇ ବାଦବିବାଦ ଉଠିଥିଲା। ଅନେକ ଲୋକ ହୁଏତ ପ୍ରଖ୍ୟାତ ସ୍ରଷ୍ଟା ଫକୀର ମୋହନଙ୍କର ଏହି କାଳଜୟୀ କାହାଣୀଟି ପଢ଼ିନଥିବେ। ଏଥିପାଇଁ ଆମେ ଧାରାବାହିକ ଭାବେ ପ୍ରକାଶ କରିବାକୁ ପ୍ରୟାସ କରୁଛୁ।
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସାଲୁଜାଙ୍କ ବଡ଼ ଖୁଲାସା । ଚାଂଚଲ୍ୟକର ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା । ନବ ଦାସଙ୍କ ଏକାନ୍ତ ଘନିଷ୍ଠ ଥିଲେ ସନ୍ତୋଷ ସିଂ ସାଲୁଜା ।
ଗତକାଲି ନୂଆ ଦୋକନ୍ଦା ଗାଁରେ ଜଣେ ବ୍ୟକ୍ତିଙ୍କ ଝିଅ ବିବାହ ଥିଲା। ଝିଅ ଘର ତରଫରୁ ଭୋଜିଭାତ ଆୟୋଜନ କରାଯାଇଥିଲା। ଭୋଜିଭାତ ପାଇଁ ଯେଉଁ ସାମଗ୍ରୀ ଆସିବା କଥା, ସବୁ ଆସି ସାରିଥିଲା। ହେଲେ ସବୁ ଫସର ଫାଟିଯାଇଥିଲା।
ରାଜସ୍ଥାନ କୋଟାରେ ଇଞ୍ଜିନିଅରିଂ ଛାତ୍ରଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ଘରେ ପହଞ୍ଚିଛି ତାଙ୍କ ମୃତଦେହ ।
ଛଦ୍ମ ବେଶରେ ଥିବା ଭାଇମାନଙ୍କୁ ରାଜା ଚିହ୍ନିଲେ କେମିତି? ଭାଇମାନଙ୍କ ପ୍ରକୃତ ପରିଚୟ ପାଇଲା ପରେ ଆନନ୍ଦରେ ରାଜା କାନ୍ଦିଲେ କାହିଁକି? ନୂଆ ବାହା ହୋଇଥିବା ରାଜକୁମାରୀଙ୍କ ଝରକା ପାଖରେ ରାତିର ଅନ୍ଧାରରେ କିଏ ଲୁଚି ବସିଥିଲେ? ମହାଭାରତ ମହାକାବ୍ୟରୁ ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ବାସ୍ତୁ ଅନୁଯାୟୀ, ଯେଉଁ ଦୋକାନର ମୁହଁ ପୂର୍ବ ଦିଗକୁ ହୋଇଥାଏ, ତାହା ସବୁଠୁ ଅଧିକ ଲାଭ ଦେଇଥାଏ । ଏହି ଦୋକାନର ଆୟ ବହୁତ ଭଲ ହୋଇଥାଏ। ସେହିପରି ଦକ୍ଷିଣ ମୁହାଁ ଦୋକାନ କେବେ ବି ଭଲ ଲାଭ ଦେଇ ପାରି ନଥାଏ।
ବାପାମା’ଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛି ୪ବର୍ଷର ଝିଅ। ବାପାମା’ଙ୍କୁ ମୃତଦେହ ପାଖରେ ମୁଣ୍ଡ ପିଟି କାନ୍ଦୁଛି। ବାପାମା’ ଫେରିଆସ, ମୋତେ କିଏ ଗେହ୍ଲା କରିବା ଓ ରୋଷେଇ କରି ଖାଇବ ଦେବ ବୋଲି କାନ୍ଦି କାନ୍ଦି କହିହେଉଛି ।
୨୨ ତାରିଖରେ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁବଳୟର ଉପସ୍ଥିତି ସମ୍ଭାବନା ଥିବାରୁ, ରାଜ୍ୟକୁ ଉଷ୍ମ ଜଳବାୟୁ ପ୍ରବେଶ କରିବ । ଫଳରେ ରାତିର ତାପମାତ୍ରାରେ ବୃଦ୍ଧି ଘଟି ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।