• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

HMPV outbreak in Khordha
HMPV Virus In Odisha: ଖୋର୍ଦ୍ଧାରୁ HMPV ରୋଗୀ ଚିହ୍ନଟ ପ୍ରସଙ୍ଗ; ଏନେଇ ବଡ଼ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ପ୍ରବାସୀ ଭାରତୀୟ ଦିବସ
Pravasi Bharatiya Divas 2025: ପ୍ରବାସୀ ଭାରତୀୟ ଦିବସ...ଓଡ଼ିଶାକୁ ଚିହ୍ନିଲା ସାରା ବିଶ୍ୱ

ଗତ ସପ୍ତାହରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ପ୍ରବାସୀ ଭାରତୀୟ ଦିବସ । ତେବେ ଅନେକଙ୍କ ମନରେ ପ୍ରଶ୍ନ, ଏହି ସମ୍ମିଳନୀରୁ ଓଡ଼ିଶାର କ’ଣ ଲାଭ ହେଲା ? ଅନେକଙ୍କ ମତରେ ଏହା ଓଡ଼ିଶାର ସମ୍ମାନ ବଢାଇଛି । ତେବେ ବାସ୍ତବତା କ’ଣ ?

ପରଲୋକରେ ଲୋଭାବତୀ ପରିଡା
Deputy Chief Minister's Mother Passes Away: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃବିୟୋଗ, ୮୯ ବର୍ଷ ବୟସରେ ଦେହାନ୍ତ

ଲୋଭାବତୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ପରଲୋକ ଖବର ପାଇ ଉପମୁଖ୍ୟମନ୍ତ୍ରୀ ତାଙ୍କ ଗାଁ ନିଭରଣ ଯାଇଛନ୍ତି । ସେଠାରେ ଲୋଭାବତୀଙ୍କର ଶେଷକୃତ୍ୟ ସଂପନ୍ନ ହେବ ।

Baripada
Child Prisoners: ଚୋରି କଲେ ମା; ଜେଲରେ ବନ୍ଧା ପଡ଼ିଲା ଶୈଶବ

ଯେଉଁମାନେ କଅଁଳ ବୟସରେ ଦୁନିଆକୁ ଭଲ କରି ଦେଖି ନାହାନ୍ତି, ସେମାନେ ଏବେ ଜେଲର କାଳ କୋଠରୀରେ ଦିନ କାଟୁଛନ୍ତି।

ଶୀତରେ ବି ଶୁଖିଲା ପଡ଼ିଛି ନଦୀଶଯ୍ୟା
Odisha Politics: ଶୀତ ନ ସରୁଣୁ ଶୁଖିଲା ନଦୀଶଯ୍ୟା ବଢ଼ାଇଲାଣି ଚିନ୍ତା

ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହୋଇଥିବା ଟ୍ରିବ୍ୟୁନାଲକୁ ଇତି ମଧ୍ୟରେ ୭ ବର୍ଷ ବିତିଗଲାଣି; ଫଇସଲା ତେଣିକି ଥାଉ, ଆଖିଦୃଶିଆ ଅଗ୍ରଗତି ପରିଲକ୍ଷିତ ହେଉ ନାହିଁ । ଏପଟେ ଶୀତ ନସରୁଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଲାଣି ଜଳସଙ୍କଟ । ଆଗକୁ କ’ଣ ହେବ ତାକୁ ନେଇ ଲୋକେ ଚିନ୍ତାରେ ।

ଘର ପାଖରେ ଆପାର୍ଟମେଣ୍ଟ ଥିଲେ ପଡ଼େ ଏହି ପ୍ରଭାବ
Vastu Tips: ଏହିପରି ବାସ୍ତୁଦୋଷ ଥିଲେ ଗୃହିଣୀମାନେ ରୋଗିଣା ହୋଇଯାଆନ୍ତି

ଯଦି ଭୂମିଟି ଐଶାନ୍ୟମୁଖୀ ଭୂଖଣ୍ଡ ଅର୍ଥାତ୍ ଭୂମିର ରାସ୍ତା ଉତ୍ତର-ପୂର୍ବ ଐଶାନ୍ୟ ପଟରେ ଥାଏ ତେବେ ସେହିପରି ଭୂମିକୁ ଆମେ ଐଶାନ୍ୟମୁଖୀ ଭୂଖଣ୍ଡ କହିଥାଉ । ଏହି ପରି ଭୂମିରେ ଗୃହ କଲାବେଳେ ଗୃହକର୍ତ୍ତା ବିଶେଷ ଭାବରେ ଧ୍ୟାନଦେଇ ବାସ୍ତୁବିତଙ୍କ ପରାମର୍ଶ ନେଇ ଗୃହନିର୍ମାଣ କରିବା କଥା ।

Road Accident
Road Accident; ଏମିତି ଆସେ ମୃତ୍ୟୁ; ପୋଖରୀରେ ପଶିଗଲା କାର୍

ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Panchang
Panchang Today 16th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

ratna bhandar
Shree Mandir RatnaBhandar: ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 16 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 16 January 2025
BJD କନ୍ଦଳ ଅସମ୍ଭାଳ !
BJD Faces Internal Turmoil: ଅସମ୍ଭାଳ ହେଲାଣି କି ବିଜେଡି କନ୍ଦଳ ? ରାଜଧାନୀରେ ବରିଷ୍ଠ ଓ ଯୁବ ନେତାଙ୍କ ଅଲଗା ଅଲଗା ମେଳି

ମେଳି, ମେଳି ଆଉ ମେଳି । ବିଜେଡିରେ ଯେମିତି ନିତିଦିନିଆ ଘଟଣା ପାଲଟି ଗଲାଣି ମେଳି । ସାଂଗଠନିକ ନିର୍ବାଚନର ନାଁ ଗନ୍ଧ ନାହିଁ କି ନେତାଙ୍କ ମେଳି ଥମିବାର ନାଁ ନେଉନି ।

ଭାଇରାଲ ଧରିବ QR କୋଡ୍‌
Matric exam: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ, ପେପର୍ ଲିକ୍ ଧରାଇବ ସିରିଏଲ ନମ୍ୱର ଓ QR କୋଡ୍

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।

ବିବାଦୀୟଙ୍କୁ ଖଣ୍ଡଗିରି ବାରଣ
Khandagiri Mela: ସାବାଡ୍ ହେବେ କି ସାହୁ ଭାଉଜ, ଉତୁରିବ କି ନିଶାଙ୍କ ଅଶ୍ଲୀଳ ନିଶା ?

ଏଥର ସାବାଡ୍ ହେବେ ସାହୁ ଭାଉଜ ! ଉତୁରିବ ନିଶାଙ୍କ ଅଶ୍ଲୀଳ ନିଶା ! ରାନୀଙ୍କୁ ମନା ହେବ ଖଣ୍ଡଗିରି ! ଯାତ୍ରାମଞ୍ଚକୁ ଭଲ ପାଉଥିବା ଭଦ୍ର ଦର୍ଶକଙ୍କ ପାଇଁ ଏବେ ଏଭଳି ଆଶା ସଞ୍ଚାର ହୋଇଛି ।

melanistic tiger
Melanistic Tiger Killed: ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ; ବିରଳ କଳାବାଘକୁ ବି ଛାଡ଼ିଲେନି

ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ ବାଘଟି ଅଣ୍ଡିରା କି ମାଈ ସ୍ପଷ୍ଟ ହୋଇନାହିଁ।

lingaraj temple dispute
Lingaraj Temple Dispute: ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ; ୨୪ ଘଣ୍ଟାରେ ADM ଦେବେ ରିପୋର୍ଟ

ଟ୍ରଷ୍ଟ ବୋର୍ଡ ବୈଠକ ପୂର୍ବରୁ ଆଇନମନ୍ତ୍ରୀ- ଠାକୁରଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। ମହାପ୍ରଭୁଙ୍କ ସ୍ବତ୍ତ୍ବଲିପିରେ ରହିଥିବା ଆଇନଗତ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ସେବାୟତଙ୍କ ବିବାଦରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ନୂଆ ନୁହେଁ।

National Education Policy 2020 to be Implemented in Odisha
National Education Policy 2020: ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା; ଜାତୀୟ ଶିକ୍ଷା ନୀତି -୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି କରାଯିବ।

Prasanna acharya
Bjd leader Get Together: ବିରୋଧୀ ଦଳ ଉପନେତାଙ୍କ ଘରେ ବିଜେଡ଼ି ନେତାଙ୍କ ମେଳି, ପ୍ରସନ୍ନ କହିଲେ...

ବିଜେଡିର ସାଙ୍ଗଠନିକ ନିର୍ବାଚନ ପୁର୍ବରୁ ଏଭଳି ମେଳି ପରମ୍ପରା ଦେଖା ଦେଉଛି, ତାକୁ ନେଇ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ହେଉଛି।

Jagyaseni
Jagyaseni Targets BJD: ବିଷ ଉଗାରିଲେ ଯାଜ୍ଞସେନୀ; ‘ଶେଷ ହୋଇଯିବ ବିଜେଡି’

 ବିଜୁ ଜନତା ଦଳର ପରିବାର ଯଦି ବିଜୁ ଜନତା ଦଳ ପଛରେ ପଡ଼ିବେ, ବିଜେଡିର ଆଉ ଭବିଷ୍ୟତ ରହିବ ନାହିଁ। ବିଜେଡି ସମାପ୍ତ ହୋଇଯିବ ବୋଲି ଯାଜ୍ଞସେନୀ କହିଛନ୍ତି।

lingaraj temple
Bhubaneswar Lingaraj Temple: ବାହାରୁନି ନିଷ୍କର୍ସ; ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।

loot
Loot At Gunpoint: ବନ୍ଧୁକ ଦେଖାଇ କିଓସ୍କରୁ ଲକ୍ଷାଧିକ ଟଙ୍କା ଲୁଟ

ସୁବର୍ଣ୍ଣପୁର ଜିଲ୍ଲା ହିକୁଡ଼ି ଫାଣ୍ଡି ଅନ୍ତର୍ଗତ ଧର୍ମଶାଳାରେ ବଡ ଧରଣର ଡ଼କାୟତି ହୋଇଛି । ମାଲିକଙ୍କୁ ଲହୁ ଲୁହାଣ କରି ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା।

missing girl
Girl Found after 48 Hour: ଧନୁଯାତ୍ରାରୁ ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର

ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ୪୮ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି। କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା।

  • Wednesday, 15 January 2025
Panchang
Panchang Today 15th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରକୁ ଆଣନ୍ତୁ ନୂତନ ଦ୍ରବ୍ୟ ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

winter
Weather Update: ୧୭ରୁ ପୁଣି ଥରାଇବ ଶୀତ, ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

How important is mohammed shami's return for Team India
Shami Return: ଟିମ୍ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱ ରଖେ ଶାମୀଙ୍କ ପ୍ରତ୍ୟାବର୍ତ୍ତନ

ଭାରତୀୟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭେଟେରାନ୍ ପେସର୍ ମହମ୍ମଦ ଶାମୀ । ଚାମ୍ପିଅନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ତାଙ୍କୁ ଟିମ୍‌ରେ ମିଳିଛି ସୁଯୋଗ । ୧୪ ମାସ ପରେ ତାଙ୍କ ଆନ୍ତର୍ଜାତିକ ପ୍ରତ୍ୟାବର୍ତ୍ତନକୁ ନେଇ ଏବେ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 15 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 15 January 2025