ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଲିଖିତ ଉତ୍ତର ।
ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ମେଡିକାଲ ନେଲେ ବିଡିଓ । ନବରଙ୍ଗପୁର ନନ୍ଦାହାଣ୍ଡି ବିଡିଓଙ୍କ ମହାନତା । ଅନ୍ଧବିଶ୍ବାସ ପାଇଁ ମେଡିକାଲ ଯାଉନଥିଲେ ଆକ୍ରାନ୍ତ । ୩ ଜଣ ରୋଗୀଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇଲେ ବିଡିଓ ।
ବିତିଲା ୨୪ ଘଣ୍ଟା । ହେଲେ ବାଲେଶ୍ୱର ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କ କେମିତି ହେଲା ମୃତ୍ୟୁ, ଏଯାଏଁ ସାମ୍ନାକୁ ଆସିପାରୁନି ସତ । ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତା’ପଛର ରହସ୍ୟ ଉପରୁ ପରଦା ହଟୁନି । କିଏ କହୁଛନ୍ତି, କାର୍ଯ୍ୟ ଚାପରୁ ବିଷାଦଗ୍ରସ୍ତ ଥିଲେ ତ ଆଉ କିଏ ଏହି ରହସ୍ୟଜନକ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ।
ସିମୁଳିଆ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି । ସିମୁଳିଆରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।
ପୋଲିସ ସହ ଲୁଚକାଳି ଖେଳୁଥିବା ପୂର୍ବତନ ବିଡିଓ ଶେଷରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି ।
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ଓ ଆହତଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ନିମନ୍ତେ ଭିକ୍ଷା ସଂଗ୍ରହ କଲେ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି l ଶୋକ ସଭା ସହ ଏକ ନିଆରା ପଦକ୍ଷେପ ନେଲେ କେନ୍ଦ୍ରାପଡ଼ ରାଜନଗରର ସରକାରୀ ଅଧିକାରୀ, ରାଜନେତା ଓ ସଚେତନ ନାଗରିକ
ସରପଞ୍ଚ ବନାମ ବିଡିଓ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀ ତୁତୁ ମେଁମେଁ । ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ମାଲକାନଗିରିରେ ବିଡିଓ ଓ ସରପଂଚଙ୍କ ମଧ୍ୟରେ ବଢୁଛି ବିବାଦ।
କାନଭାସ ଉପରେ ମୟୂରପୁଚ୍ଛ ପ୍ରଛଦରେ ଚିତ୍ର ଆଙ୍କୁଥିବା ଚିତ୍ରକର ହେଉଛନ୍ତି ମୟୂରଭଞ୍ଜ ଉଦଳାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଯାନୀ ଭୂୟାଁ । ବ୍ୟସ୍ତ ବହୁଳ ପ୍ରଶାସନିକ ଜୀବନଶୈଳୀରେ ଛନ୍ଦି ହୋଇ ମଧ୍ୟ ନିଜ ଚିତ୍ର ଆଙ୍କିବା ନିଶା ପାଇଁ ସମୟ ବାହାର କରି ସୃଷ୍ଟି କରିଛନ୍ତି ଏତେ ସବୁ ଚମତ୍କାର ଚିତ୍ରକଳା ।
ଯେଉଁ ବିଡିଓଙ୍କୁ ନେଇ ସାରା କୋଇଡ଼ାରେ କମ୍ପନ.... ଯାହାଙ୍କ ବିରୋଧରେ ଜନତାଙ୍କଠୁ ଜନପ୍ରତିନିଧିଙ୍କ ଯାଏଁ ଜଳିଛି ଆକ୍ରୋଶର ନିଆଁ... ସେହି ବିଡିଓଙ୍କୁ ଏବେ ଆକ୍ରମଣ ଅଭିଯୋଗ । ତା’ପୁଣି ଆକ୍ରମଣକାରୀ ଆଉ କେହି ନୁହଁନ୍ତି, ନିଜ ବାପା ଓ ଭାଇ ମାଡ଼ ମାରିଛନ୍ତି ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ।
ଅଫିସ ପରିସରରେ ଏବଂ ବାହାରେ ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର ।
ଦୀର୍ଘ ୩ ବର୍ଷ ହେବ ସେମାନେ ରାସନ କାର୍ଡର ସୁବିଧା ପାଉଥିବା ଅଭିଯୋଗ ହୋଇଛି ।
ଏମିତି ବିଡିଓ ଥିଲେ ଲୋକଙ୍କର ଅସୁବିଧା ହେବ କଣ? ଖାତିର କଲେନି ବଣଜଙ୍ଗଲ ରାସ୍ତାକୁ...୧୦ କିମି ପାହାଡ ଚଢିଲେ....ଲୋକଙ୍କ ଦୁଃଖ ବୁଝିଲେ
ବିଡିଓଙ୍କ ମହାନତା । ପିଲାଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଲେ ମାଗଣା କୋଚିଂ ସେଣ୍ଟର ।
IPC ଦଫା ୪୬୫, ୪୬୬, ୪୭୧, ୧୭୧-G ଏବଂ ୩୪ ରେ କାଗଜପତ୍ର ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ଲାଗିଛି ।