• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Paddy Procurement

IAS Officer
Paddy Procurement: କ'ଣ ନୂଆ ସରକାରରେ ମନ୍ତ୍ରୀଙ୍କଠୁ ପାୱାରଫୁଲ ଭାବୁଛନ୍ତି ଅଧିକାରୀ?

କଟନୀ ଛଟନୀକୁ ନେଇ ମନ୍ତ୍ରୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି କିଏ ସେହି ଆଇଏଏସ୍‌? ଏବେ ମଧ୍ୟ କ’ଣ ମୁଣ୍ଡିରୁ ଯାଇନି ବାବୁରାଜ ଶାସନତନ୍ତ୍ର ? ନା ମିଲରଙ୍କ ସହ ମଧୁଚନ୍ଦ୍ରିକାରୁ ମନ୍ତ୍ରୀଙ୍କୁ ଏମିତି କହିଥିଲେ ଅଧିକାରୀ ?

Farmers
Farmers in Disbelief due to Token: ଟୋକନକୁ ନେଇ ଚିନ୍ତାରେ ଚାଷୀ, ସନ୍ଦେହରେ ୧୭ ହଜାର

ହଜାର ହଜାର ଚାଷୀଙ୍କୁ ଧାନ ବିକ୍ରି ଅନୁମତି ମିଳି ନଥିବାରୁ ଅସନ୍ତୋଷ ତେଜୁଛି। ଏପରି ସ୍ଥଳେ ବିଭାଗ ୧୭ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କୁ ସସପେକ୍ଟେଡ୍ ଦର୍ଶାଇ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ସମବାୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

 Odisha Farmers Angry Over Mandi Chaos
Odisha Farmers Angry Over Mandi Chaos: ରାଜ୍ୟରେ ବଢୁଛି ଚାଷୀ ଅସନ୍ତୋଷ...

ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।

Paddy Procurement
ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା

ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା। ବଲାଙ୍ଗିର ମଣ୍ଡିରେ ଚାଲିଛି ମିଲର୍ସ ରାଜ୍ । ବୁଝାମଣା ନାଁରେ ୪ରୁ ୫କେଜି ଧାନ କଟନି ଛଟନି। ଚାଷୀ-ମିଲର୍ସ ସହମତିରେ ଚାଲିଛି: ଯୋଗାଣ ଅଧିକାରୀ। ଜରି ବଦଳରେ ଅଖାରେ ଧାନ ଆଣିବାକୁ ମିଲରଙ୍କ ଚାପ।

Paddy Procurement
Paddy Procurement: ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା; ବୁଝାମଣା ନାଁରେ ଚାଲିଛି ୪ରୁ ୫କେଜି ଧାନ କଟନି ଛଟନି

ଶୀତ କାକରରେ ସପ୍ତାହେ ଧରି ଅମଳ ଧାନ ସହ ମଣ୍ଡିରେ ପଡିରହିଥିବା ଚାଷୀ ଏବେ ସନ୍ଧି କରିଛି । ବର୍ଷକର ପରିଶ୍ରମ ବିକ୍ରି ନ ହେବାରୁ ବାଧ୍ୟ ହୋଇଛି ମିଲର ସହ ବୁଝାମଣା କରିବାକୁ। 

ଫସଲ କ୍ଷତି ଏବେ ରାଜ୍ୟ ସରକାରଙ୍କ ପାଇଁ ଚାଲେଞ୍ଜ
Crop Loss In Odisha: ଫସଲ କ୍ଷତି ଓ ମଣ୍ଡି ସମସ୍ୟା ସରକାରଙ୍କ ପାଇଁ ଏବେ ବଡ଼ ଆହ୍ୱାନ

ଯଦିଓ ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଧାନକ୍ଷେତ ସମ୍ପୂର୍ଣ୍ଣ ଉଜୁଡ଼ିଯିବା ଦୃଶ୍ୟ ଅନେକ ଋଣଗ୍ରସ୍ଥ ଚାଷୀମାନଙ୍କୁ ଅସହାୟ ଅବସ୍ଥାରେ ପକାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର ଏଭଳି ଦୁଃଖ ଓ ବିପତ୍ତି ସମୟରେ ରାଜ୍ୟ ସରକାର ଚାଷୀଙ୍କ ସାଙ୍ଗରେ ଦୃଢତାର ସହିତ ଅଛନ୍ତି ବୋଲି ଯଦି ପ୍ରଥମରୁ ଚାଷୀଙ୍କୁ ବିଶ୍ୱାସ ଓ ଭରସା ଦେଇଥାନ୍ତେ ହୁଏତ ଚାଷୀ ମୃତ୍ୟୁ ଘଟଣାକୁ ଏଡାଯାଇ ପାରିଥାନ୍ତା ।

Odisha Paddy Production
Odisha Paddy Production: ଧାନର FAQ ମାନ କମ୍ ଥିଲେ ବି କିଣିବେ ସରକାର, କହିଲେ ମନ୍ତ୍ରୀ

FAQ ମାନ କମ ଥିଲେ ବି ଧାନ କିଣିବେ ରାଜ୍ୟ ସରକାର । ବର୍ଷା ପାଇଁ କ୍ୱାଲିଟି ଟିକେ କମ ଥିଲେ ବି କମ୍ପୋମାଇଜ୍ କରିବେ ସରକାର ।

Unseen Mandi Problem
Video: ଧାନ କିଣାରେ ବାଧା ସାଜିଛି FAQ ମାନ !

ଡିସେମ୍ବର ୨ ତାରିଖ । ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଲପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ ।

Unseen Mandi Problem
Unseen Mandi Problem: ଧାନ କିଣାରେ ବାଧା ସାଜିଛି FAQ ମାନ ! ମଣ୍ଡିରେ ବିକି ପାରୁନଥିବାରୁ ଦଲାଲ ଖୋଜିଲେଣି ଚାଷୀ !

ଡିସେମ୍ବର ୨ ତାରିଖ । ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଲପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ ।

ମନ୍ତ୍ରୀ ଯିବା ପରେ ମଣ୍ଡି ଅବସ୍ଥା
Procurement Crisis In Odisha: ମନ୍ତ୍ରୀ ଯିବା ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ...ପୁଣି ଆରମ୍ଭ ମିଲର୍ସଙ୍କ ମନମାନୀ

ଗତ ନଭେମ୍ବର ୨୦ ତାରିଖ, ରାଜ୍ୟର ଭାତହାଣ୍ଡି ବରଗଡ ଜିଲ୍ଳା କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବାଜା ଗାଜା ସହିତ, ମଣ୍ଡି ପହଞ୍ଚିଥିଲେ ମନ୍ତ୍ରୀ । ନଡିଆ ଭାଙ୍ଗି ଆରମ୍ଭ କରିଥିଲେ ଧାନ କିଣାବିକାର କାରବାର । କିନ୍ତୁ ମନ୍ତ୍ରୀ ଗଲା ପରେ ସ୍ଥିତି ‘‘ ଯଥା ପୁର୍ବଂ ତଥା ପରଂ ’’ । ଆରମ୍ଭ ହେଲା ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ ।

CM Distributes Input Subsidy to Farmers
CM Distributes Input Subsidy to Farmers: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଆକାଉଣ୍ଟକୁ ଗଲା ଧାନ ଇନପୁଟ୍ ସବସିଡି ଟଙ୍କା । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ଦଲାଲି କରିବ ତାକୁ ସିଧା ଜେଲରେ ପୂରାଯିବ । ସେହିପରି ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରି ବର୍ଷିଛନ୍ତି ।

Paddy Procurement
Paddy Procurement: ନୂଆ ସରକାର, ନୂଆ ନିୟମ; ତଥାପି ଯାଉନି ଚାଷୀଙ୍କ ଚିନ୍ତା!

ନୂଆ ସରକାର, ନୂଆ ନିୟମ ଓ ଧାନ ପାଇଁ ମିଳିବ କୁଇଣ୍ଟାଲ୍ ପିଛା ୩୧ଶହ ଟଙ୍କା ।

Paddy Procurment
Paddy Procurement In Odisha: ମଣ୍ଡି ଜଗିବେ ମନ୍ତ୍ରୀ ଓ ଅଫିସର, ରହିବନି ଟୋକନ୍ ଟେନସନ୍

ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Paddy Procurement In Odisha
Paddy Procurement In Odisha: କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା, ପ୍ରଶାସନ ପ୍ରସ୍ତୁତ

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଧାନ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ ।

Paddy Procurement In Odisha
Paddy Procurement In Odisha: 'ଧାନ ସଂଗ୍ରହ ନେବ ଉତ୍ସବ ରୂପ, ସଂପୂର୍ଣ୍ଣ ବନ୍ଦ ହେବ କଟନୀ ଛଟନୀ'

ଏଥର ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ କରାଯିବ ଚାଷୀ ସମାବେଶ ।

Mohan Majhi
Odisha Paddy Procurement: ଧାନ ସଂଗ୍ରହକୁ ନେଇ କଥା କଟାକଟି, କେନ୍ଦ୍ର ଅନୁମତିରେ ମିଳୁନି ବୋନସ୍ !

ତେଜିଲା ଧାନକିଣା ରାଜନୀତି । ଧାନ ସଂଗ୍ରହକୁ ନେଇ ବିଜେଡି-ବିଜେପି ମଧ୍ୟରେ ବଢ଼ିଲା ଆରୋପ ପ୍ରତ୍ୟାରୋପ ।

୧୫ ତାରିଖରୁ ଚାଷୀଙ୍କୁ ଟୋକନ୍ ଦିଆଯିବ ଏବଂ ନଭେମ୍ବର ୨୦ରୁ ଡିସେମ୍ବର ୭ ଯାଏଁ ଧାନ ସଂଗ୍ରହ ଚାଲିବ ।
Paddy Procurement: ୨୦ରୁ ଧାନ ସଂଗ୍ରହ, ୧୫ରୁ ଟୋକନ ବଣ୍ଟନ

ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। 

Miller
ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ୍ .. ମଣ୍ଡିରୁ ଧାନ କିଣିପାରିବେନି ମିଲର

ଏଥର ମଣ୍ଡିରୁ ଧାନ କିଣିପାରିବେନି ମିଲର । କେନ୍ଦ୍ରୀୟ ଏଜେନ୍ସି ବା ସମବାୟ ଏଜେନ୍ସି ମଣ୍ଡିରୁ ଧାନ କିଣିବେ ।

Paddy Procurement
ଧାନ କିଣା ବେଳେ ଆଉ ହୋଇପାରିବନି କଟନି ଛଟନି

ଆଉ ହେବନି କଟନି ଛଟନି। ଚଳିତ ଖରିଫ ଋତୁରେ ଧାନ କିଣା ବେଳେ ମଣ୍ଡି ଏବଂ ଲ୍ୟାମ୍ପସରେ ଲାଗିବ କ୍ବାଲିଟି ଆନାଲାଇଜର ମେସିନ୍। କ୍ବିଣ୍ଟାଲ ପିଛା 31 ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣିବାକୁ ସ୍ଥିର କରିବା ପରେ ନିର୍ଧାରିତ ମାନର ଧାନ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ରାଜ୍ୟ ସରକାର।

Paddy Procurement
ଧାନ କିଣା ବେଳେ ଆଉ ହୋଇପାରିବନି କଟନି ଛଟନି, ଲାଗିବ କ୍ବାଲିଟି ଆନାଲାଇଜର ମେସନ୍

ଆଉ ହେବନି କଟନି ଛଟନି। ଚଳିତ ଖରିଫ ଋତୁରେ ଧାନ କିଣା ବେଳେ ମଣ୍ଡି ଏବଂ ଲ୍ୟାମ୍ପସରେ ଲାଗିବ କ୍ବାଲିଟି ଆନାଲାଇଜର ମେସିନ୍। କ୍ବିଣ୍ଟାଲ ପିଛା 31 ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣିବାକୁ ସ୍ଥିର କରିବା ପରେ ନିର୍ଧାରିତ ମାନର ଧାନ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ରାଜ୍ୟ ସରକାର।

Paddy Mill
ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

ଧାନ ବିକ୍ରି ନାଁରେ ଦୁର୍ନୀତି ପାଇଁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ନିଜ ଜିଲ୍ଲା କିମ୍ବା ପଡ଼ୋଶୀ ଜିଲ୍ଲାର ମିଲରଙ୍କ ବଦଳରେ ଦୂର ଜିଲ୍ଲାର ମିଲ୍ ମାଲିକଙ୍କୁ ଧାନ କିଣା ପାଇଁ ଚୁକ୍ତି କରି କୋଟି କୋଟି ଟଙ୍କାର ମହାଘୋଟାଲା ପାଇଁ କରାଯାଉଥିଲା କି ଫନ୍ଦି ?

Paddy
ମଣ୍ଡିରେ ଚାଲିଛି ମିଲ୍ ମାଲିକଙ୍କ ମନମାନୀ; କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ

ଖେଳୁଛନ୍ତି କଟନୀ ଛଟନୀର ଖେଳ। ମିଲର୍ ଓ ଯୋଗାଣ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କୃଷକ ମାରଣନୀତି। ନା ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି ନା ବିଧିବ୍ୟବସ୍ଥାକୁ ଖାତିର କରୁଛନ୍ତି।

Paddy
ମଣ୍ଡି ନ ଖୋଲୁଣୁ ଗାଁ ଗାଁ ବୁଲିଲେଣି ଅସାଧୁ ବ୍ୟବସାୟୀ, ଚିନ୍ତାରେ ଚାଷୀ

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି କିଛି ଅଲଗା...

Irregularities In Mandis
ଧାନ ଉଠାଇବାକୁ ରାସ୍ତା ଉପରେ ଚାଷୀଙ୍କ ନାରାବାଜି

ମୌସୁମୀ ବର୍ଷା ଆସୁଛି, ଏଣେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ରବି ଧାନ ପଡ଼ିଛି।

Irregularities In Mandis
ରବି ଋତୁରେ ବି ମଣ୍ଡି ଯନ୍ତ୍ରଣା; ମାର୍କେଟ୍ ୟାର୍ଡରେ ପଡିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ

ରାସ୍ତା ଉପରେ ଚାଷୀଙ୍କ ନାରାବାଜି, ତେଣେ ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ରବି ଧାନ । ଆଖି ଯୁଆଡ଼େ ବୁଲାଇଲେ ପାଲ ଘୋଡ଼ା ହୋଇ ଧାନ ପଡିଛି ।