• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Diarrhea

Daya River Water Becoming Toxic
ଦୟାନଦୀ ପାଣି ପାଲଟିଛି ବିଷ

ଝାଡ଼ାବାନ୍ତିରେ ଚାରି ଚାରି ଜଣଙ୍କ ମୁଣ୍ଡ ଗଡ଼ିବା ପରେ ଦୟା ଜଳ ଛୁଇଁବାକୁ ଏବେ ଛାତି ଥରୁଛି। କିନ୍ତୁ ଉପାୟ ଶୂନ୍ୟ। ବାସନମଜାଠୁ ଲୁଗାଧୁଆ, ଗାଧୁଆ ପାଧୁଆଠୁ ରୋଷେଇ କାମ। ରାତି ପାହିଲେ ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ ଏକମାତ୍ର ସାହା ଭରସା ଦୟା ।

ଚିନ୍ତା ବଢ଼ାଇଲା କଣାସ ଡାଇରିଆ
ଚିନ୍ତା ବଢ଼ାଇଲା କଣାସ ଡାଇରିଆ

କଣାସରେ ଝାଡ଼ାବାନ୍ତି କାୟା । ୮ ଦିନରେ ଗଡ଼ିଲାଣି ୪ ମୁଣ୍ଡ । ସାମ୍ପଲ ଟେଷ୍ଟିଂ ପରେ ଡାଇରିଆରେ ଜଣଙ୍କ ମୃତ୍ୟୁକୁ ବି ମାନିଲେଣି ସରକାର ।

ଚିନ୍ତା ବଢ଼ାଇଲା କଣାସ ଡାଇରିଆ
Diarrhoea Concerns in Puri Kanasa: ଚିନ୍ତା ବଢ଼ାଇଲା କଣାସ ଡାଇରିଆ, ୮ ଦିନରେ ଗଲାଣି ୪ ମୁଣ୍ଡ

କଣାସରେ ଝାଡ଼ାବାନ୍ତି କାୟା । ୮ ଦିନରେ ଗଡ଼ିଲାଣି ୪ ମୁଣ୍ଡ । ସାମ୍ପଲ ଟେଷ୍ଟିଂ ପରେ ଡାଇରିଆରେ ଜଣଙ୍କ ମୃତ୍ୟୁକୁ ବି ମାନିଲେଣି ସରକାର ।

Dairea Infected
Diarrhea Infected: ପଡ଼ିଲା ହାତ ଗଣ୍ଠି; ଉପାସରେ ଗଲେ ବରଯାତ୍ରୀ

ଗତକାଲି ନୂଆ ଦୋକନ୍ଦା ଗାଁରେ ଜଣେ ବ୍ୟକ୍ତିଙ୍କ ଝିଅ ବିବାହ ଥିଲା। ଝିଅ ଘର ତରଫରୁ ଭୋଜିଭାତ ଆୟୋଜନ କରାଯାଇଥିଲା। ଭୋଜିଭାତ ପାଇଁ ଯେଉଁ ସାମଗ୍ରୀ ଆସିବା କଥା, ସବୁ ଆସି ସାରିଥିଲା।  ହେଲେ ସବୁ ଫସର ଫାଟିଯାଇଥିଲା।

Diarrhea Outbreak
ବାଲିଗୁଡ଼ାରେ ଝାଡ଼ାବାନ୍ତି ଆତଙ୍କ, ୪ ଦିନରେ ଜଣେ ଗର୍ଭବତୀଙ୍କ ସହ ୯ ଜଣଙ୍କ ମୃତ୍ୟୁ !

ପୂର୍ବରୁ ମଧ୍ୟ ବାଡ଼ିପାଙ୍ଗା, ଡିମିଲି ଓ ଭଣ୍ଡରାଶାଳ ଆଦି ଗାଁ ଗୁଡ଼ିକରେ ମଧ୍ୟ ଝାଡ଼ାବାନ୍ତି ଆକ୍ରାନ୍ତରେ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଇଛି ।

Diarrhoea hits Hirakud
ହୀରାକୁଦରେ ଡାଇରିଆ ଡର

ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୧୩୦ ଜଣ। ଏବେବି ବହୁ ଆକ୍ରାନ୍ତ ହୀରାକୁଦ ଓ ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ବା PHD ଯୋଗାଉଥିବା ପାଣି ଦୂଷିତ ହେବା ଦ୍ବାରା ଝାଡ଼ାବାନ୍ତି ବ୍ୟାପୁଥିବା ଏଡିଏମଓ ଅଭିଯୋଗ ଆଣିଥିବା ବେଳେ PHD କର୍ତ୍ତୃପକ୍ଷ କିନ୍ତୁ ଏହା ମାନିବାକୁ ନାରାଜ ।

'Diarrhoea' hits Hirakud
ହୀରାକୁଦରେ ଡାଇରିଆ ଡର; ଝାଡାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ !

ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୧୩୦ ଜଣ।

Diarrhea
କଣ୍ଟାବାଞ୍ଜି ହସ୍ପିଟାଲରେ ଝାଡ଼ାବାନ୍ତିରେ ୨ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ

ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

Vibrio Cholerae
ହଇଜାର ବାହକ ସାଜିଛି ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌’ !

‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‘ ପାଣି ଏତେ ବିଶୁଦ୍ଧ ଯେ ସିଧା ପାଇପରୁ ନିଅ କିମ୍ବା ମୁହଁ ଲଗେଇ ପିଅ । ହଇଜା ବ୍ୟାପିଥିବା ଷ୍ଟିଲସିଟି ରାଉରକେଲାର ପ୍ରାୟ ସବୁ ୱାର୍ଡ ଆଉ କଲୋନିରେ ବର୍ଷକ ତଳୁ ଆରମ୍ଭ ହୋଇଯାଇଛି, କାନକୁ ଶୁଣିବାକୁ ଓ ଆଖିକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଏ ସୁନ୍ଦର ଯୋଜନା ।

diarrhea in rourkela
ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି, ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଝାଡ଼ାବାନ୍ତି କେସ୍ ଆସୁଛି । ସେଥିପାଇଁ ୬ ଟି ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି ।

Diarrhea
ରାଉରକେଲାରେ ଡାଇରିଆ ଭୟ; ଗଲାଣି ୪ ଜୀବନ

ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଶତାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ୨ ଦିନରେ ୪ ଜଣ ଆଖି ବୁଜିଲେଣି ।