ପୁଣି ପଦାରେ ପଡିଲା ପାକିସ୍ତାନର ଡାହା ମିଛ। ପାକ୍ ଗାଲୁ ଗପ ଉପରୁ ପରଦା ହଟାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ। କରିଦେଲେ, ଦୁଧ୍ କା ଦୁଧ୍-ପାନି କା ପାନି।
ନିଜ ମାଟିରୁ ଆତଙ୍କବାଦୀଙ୍କୁ ସଫା ନକଲେ.. ନିଜେ ସଫା ହୋଇଯିବ ପାକିସ୍ତାନ ! ପାକିସ୍ତାନକୁ ବଞ୍ଚିବାକୁ ହେଲେ ତାକୁ ତା' ମାଟିରୁ ଆତଙ୍କୀ ଭିତ୍ତିଭୂମିକୁ ଧ୍ବଂସ କରିବାକୁ ହିଁ ହେବ ।

ଆଦମପୁର ଏୟାରବେସରେ ମୋଦି। ଏୟାରଫୋର୍ସ ଯବାନଙ୍କ ମନୋବଳ ବଢାଇଲେ ମୋଦି। ପାକିସ୍ତାନର ଟାର୍ଗେଟରେ ଥିଲା ପଞ୍ଜାବର ଆଦମପୁର ଏୟାରବେସ।
ଶତ୍ରୁଙ୍କ ଉପରେ ଭାରତ ମାତାର ଜୟ ହୋଇଛି । ଆପଣମାନେ ଇତିହାସ ରଚିଛନ୍ତି, ଆପଣଙ୍କ ଦର୍ଶନ ପାଇଁ ଆସିଛି । ଆପଣମାନଙ୍କ ପ୍ରଦର୍ଶନ ନୂଆ ପିଢ଼ି ପାଇଁ ଆଦର୍ଶ ବନିଛି । ସମସ୍ତ ୩ ବାହିନୀଙ୍କୁ ମୁଁ ସାଲୁଟ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ସରିଲା ଆତଙ୍କବାଦୀ ଯୁଗ । ଏକା ସଙ୍ଗେ ବହିବନି ପାଣି ଆଉ ରକ୍ତ । ଅପରେସନ୍ ସିନ୍ଦୂରକୁ ନେଇ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ତା ଔକାତ୍ ଦେଖାଇବା ପରେ ଭାରତ ଆରମ୍ଭ କରିବ କି POK ଦଖଲ ଅଭିଯାନ? ଏଣିକି ଆଲୋଚନାର ପ୍ରସଙ୍ଗ କେବଳ POK ବୋଲି ପିଏମ୍ ମୋଦିଙ୍କ ସ୍ପଷ୍ଟ ବାର୍ତ୍ତା...ଏପଟେ 1994 ରିଜୋଲ୍ୟୁସନ୍ କଥା କଂଗ୍ରେସ୍ ମନେପକାଇବା ପରେ ବଢ଼ିଲା ଚର୍ଚ୍ଚା...
ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର ପରେ ଏହା ମୋଦିଙ୍କ ପ୍ରଥମ ସମ୍ବୋଧନ ହେବ ।
୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ । ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅଛନ୍ତି ।
ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ NSA ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି ।
ବର୍ତ୍ତମାନ ସ୍ଥିତି ଓ କାର୍ଯ୍ୟାନୁଷ୍ଠାନ ବାବାଦରେ ସିଡିଏସ୍ ଜେନେରାଲ୍ ଅନୀଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଓ ଏୟାର୍ ଚିଫ୍ ମାର୍ଶଲ ଅମରପ୍ରୀତ ସିଂଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ୫୦ ମିନିଟ୍ ଆଲୋଚନା ହୋଇଛି । ଅପରପକ୍ଷେ ଅପରେସନ ‘ସିନ୍ଦୂର’ ସମ୍ପର୍କରେ ଆଲୋଚନା ପାଇଁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି ।
ଗତରାତିରେ ଉଜାଗର ରହି ପୂରା ଅପରସେନର ଟିକିନିଖି ଅପଡେଟ୍ ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଶତ୍ରୁ ଛାତିରେ ଚଢ଼ି ଭାରତ ନେଲା ପହଲଗାମ୍ ପ୍ରତିଶୋଧ । ପାକିସ୍ତାନ ମାଟିରେ ଭାରତ ପାଳିଲା ଅଦିନିଆ ଦୀୱାଲି । ଧମାଧମ୍ ମିଜାଇଲ୍ ଧମାକା ପରେ ଧୂଆଁ ଧୂଆଁ ପାକିସ୍ତାନ୍ ।
ପ୍ରଶାନ୍ତ ସିନା ଆଉ ଫେରିବେନି । କିନ୍ତୁ, ଆଉ କେବେ ବି ଯେମିତି ଏପରି କାଣ୍ଡ ନଘଟେ ସେ ବ୍ୟବସ୍ଥା କରୁଛି ଭାରତୀୟ ସେନା ।
ପାକିସ୍ତାନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପୂର୍ବରୁ, ପରୋକ୍ଷ ଯୁଦ୍ଧରେ ଭାରି ପଡ଼ୁଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦର ପ୍ରାୟ ୨ ସପ୍ତାହ ପରେ, କାଶ୍ମୀରର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପର କ୍ଷମତା ବଢ଼ାଇବାକୁ ପଙ୍କୋଦ୍ଧାର ଆରମ୍ଭ ହୋଇଛି ।
ପହଲଗାମ ପ୍ରତିଶୋଧର ନିଆଁ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ବଡ଼ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଅର୍ଥାତ୍ ମେ ୭ରେ ମକ୍ ଡ୍ରିଲ୍ କରାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ।
ଏୟାର ଫୋର୍ସ ସଂପୂର୍ଣ୍ଣ ସଜାଗ ଓ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ପାଇଁ ରାଫେଲ ତୟାର ଥିବା ପିଏମଙ୍କୁ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ।
ପହଲଗାମ ଆତଙ୍କୀ ଘଟଣାକୁ ନିନ୍ଦା କଲେ ଋଷ ରାଷ୍ଟ୍ରପତି ପୁଟିନ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଋଷ ରାଷ୍ଟ୍ରପତି ପୁଟିନ୍ କଥାବାର୍ତ୍ତା ହୋଇଛନ୍ତି।
ପାକିସ୍ତାନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପୂର୍ବରୁ, ପରୋକ୍ଷ ଯୁଦ୍ଧରେ ଭାରି ପଡ଼ୁଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦର ପ୍ରାୟ ୨ ସପ୍ତାହ ପରେ, କାଶ୍ମୀରର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପର କ୍ଷମତା ବଢ଼ାଇବାକୁ ପଙ୍କୋଦ୍ଧାର ଆରମ୍ଭ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିବା ସହିତ ଭାରତର ଆତଙ୍କବାଦୀ ବିରୋଧି ଅଭିଯାନରେ ଋଷ ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି ।
ମାତ୍ର ୬ ବର୍ସ ବୟସରେ ପିତା, ମାତା ଓ ଭଉଣୀଙ୍କୁ ମାତ୍ର ଏକ ମାସର ବ୍ୟବଧାନରେ ହରାଇଥିଲେ ଶିବାନନ୍ଦ। ଏହି ଘଟଣା ପରେ ବେଙ୍ଗାଲୁରୁ କାଶୀ ଅଭିମୁଖେ ଯାତ୍ରା କରିଥିଲେ ଶିବାନନ୍ଦ। କାଶୀରେ ଅଧ୍ୟାତ୍ମିକ ଗୁରୁ ଓଁକାରାନନ୍ଦ ଗୋସ୍ବାମୀ ତାଙ୍କ ଲାଳନ ପାଳନ ଦାୟିତ୍ବ ନେଇଥିଲେ।
ପହଲଗାମ୍ ଘଟଣାରେ ଭାରତକୁ ସମର୍ଥନ ନେଇ କୃତଜ୍ଞତା ଜଣାଇଛନ୍ତି । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପହଲଗାମ୍ ଘଟଣାରେ ଭାରତକୁ ସମର୍ଥନ ନେଇ କୃତଜ୍ଞତା ଜଣାଇଛନ୍ତି । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।