ଶିବାନନ୍ଦ ଆଜି ଟଙ୍କା ନେଇ ବାଇକରେ ବ୍ୟାଙ୍କକୁ ଡିପୋଜିଟ୍ କରିବା ପାଇଁ ଆସୁଥିଲେ। ଏହି ସମୟରେ କିଛି ଯୁବକ ତାଙ୍କୁ ଫଲୋ କରିଥିଲେ। ପରେ ଜନଶୂନ୍ୟ ସ୍ଥାନ ଦେଖି ଶିବାନନ୍ଦଙ୍କୁ ଅଟକାଇଥିଲେ ଓ ଟଙ୍କା ବ୍ୟାଗ ଦେବା ପାଇଁ କହିଥିଲେ।
ମୃତ୍ୟୁ ଦୁଇ ଜଣଙ୍କୁ ଅପେକ୍ଷା କରି ରହିଥିଲା । ସାଙ୍ଗ ହୋଇ ଝରଣାରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲେ । ୫ ଜଣଙ୍କ ମଧ୍ୟରୁ ୩ ଜଣ ସୌଭାଗ୍ୟବଶତଃ ପାହାଡିଆ ଝରଣାରୁ ବାହାରି ଆସିବାରେ ସକ୍ଷମ ହୋଇପାରିଥିଲେ । ଉପରକୁ ଉଠି ଆସିଥିଲେ । ହେଲେ ଦୁଇଜଣ ବାହାରି ପାରିନଥିଲେ ।
ଶୁକ୍ରବାର ଭୋରୁ ବାରିପଦା ବୈଶିଙ୍ଗା ଥାନା ଅଧୀନ ପଣସିଆ ଅଞ୍ଚଳରେ ଏକ ଆଳୁ ଟ୍ରକ୍ ପହଞ୍ଚିଲା, ଯାହା କେବଳ ୮ ଟଙ୍କାରେ ପ୍ରତି କିଲୋ ଆଳୁ ବିକ୍ରି କରୁଥିଲା। ପରେ ପରେ ଭିଡ଼ ବଢ଼ିଲା ଏବଂ ରାସ୍ତା ମଧ୍ୟ ଜାମ ହୋଇଗଲା।
୮ଟଙ୍କାରେ ମିଳୁଛି କେଜିଏ ଆଳୁ । ଯିଏ ଯେତେ ପାରିଲା ସେତେନେଲା । ଲାଗିଲା ଆଳୁ ଟ୍ରକ, ବହିନେଲେ ଲୋକେ I ଆଳୁ ବସ୍ତା ପ୍ରତି ଚାରି ଶହ ଟଙ୍କା ଶୁଣି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଲା I
ଆଳୁ ବସ୍ତା ପ୍ରତି ଚାରି ଶହ ଟଙ୍କା ଶୁଣି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଲା I ଭିଡ଼ ଏତେ ଅସମ୍ଭାଳ ହୋଇଗଲା ଯେ, ରାସ୍ତା ମଧ୍ୟ ଜାମ ହେଇଗଲା I
ମୟୂରଭଞ୍ଜ ଜିଲ୍ଲା ବାରିପଦା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ ଛୁରୁଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।। ଅଜଣା ଗାଡ଼ି ଧକ୍କାରେ ୨ ଜଣ ଅଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବାରିପଦାର ସରକାରୀ ପଲିଟେକନିକ୍ କଲେଜର ପିଲାମାନଙ୍କ ବର୍ଷାରେ ନାଚିବା ସମୟର ଦୃଶ୍ୟ ସାମ୍ନାକୁ ଆସିଛି । ପିଲାମାନେ ଷ୍ଟଡି ଟୁର୍ରେ କଲେଜରୁ ବାହାରି ଜଙ୍ଗଲରେ ନାଚିଥିଲେ ।
ବିଫଳତା ଭାଙ୍ଗିପାରିଲାନି ମନୋବଳ । ଓଡ଼ିଶା ନ୍ୟାୟିକ ସେବା- OJS ପରୀକ୍ଷାରେ ୧୦ମ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହୋଇଛନ୍ତି ବକ୍ସର ମନିଷା ଦାସ । ବାରିପଦା ଲ କଲେଜରେ ଆଇନର ପାଠ ପଢ଼ି ପାଇଲେ ସଫଳତା । ସଂଘର୍ଷ ଓ ସଫଳତା ଲାଗି ପ୍ରତିବଦ୍ଧତା ପାଇଁ ସାଜିଲେ ଅନ୍ୟମାନଙ୍କ ପାଇଁ ଉଦାହରଣ, ଦେଖନ୍ତୁ ରିପୋର୍ଟ
ହାତ ମାରିଲେ ଝରିପଡ଼ୁଛି ବାଲି, ଗୋଇଠା ମାରିଲେ ଭାଙ୍ଗି ଯାଉଛି ସିମେଣ୍ଟ ଖୁଣ୍ଟ... କାମ ଏମିତି ଲୋକେ କହୁଛନ୍ତି ଛି ଛି... ଏ କେଉଁ ବେଳାଭୂମିର ଚୋରାବାଲି ନୁହେଁ, ବରଂ ବାରିପଦାରେ ନିର୍ମିତ ଏକ ପୋଲର ବାଲି, ଏ ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ପୂରା ଟଙ୍କା କେବଳ ବାଲି କିଣାରେ ହିଁ ସାରି ଦେଇଛନ୍ତି ।
ବାରିପଦାରେ ଜଣେ ଜଣାଶୁଣା ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା । କେହି ଦୁର୍ବୃତ୍ତ ଆଜି ସକାଳେ ତାଙ୍କ ଘରେ ପଶି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି ପୋଲିସ ।
ଗତକାଲି ବିଳମ୍ବ ରାତିରେ ସାନ ପୁଅ ସମ୍ବୁନାଥ ଧାରୁଆ ଅସ୍ତ୍ରରେ ବାଇଧରଙ୍କ ଉପରେ ଆକ୍ରମଣ କରିଥିଲା। ବାପାକୁ ହାଣି ଦିଗଡ କରିଥିଲା। ବାପାକୁ ହାଣୁଥିବା ଦେଖି ମା’ ଦୌଡ଼ି ଆସିଥିଲା। ପୁଅ କବଳରୁ ନିଜ ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା।
୭୦ କେଜିର ଷ୍ଟ୍ରେଚର୍ ସହ ମାଆ ଓ ପିଲାଙ୍କୁ ନେଇ ଅନ୍ୟ ଏକ ସ୍ଥାନକୁ ଯାଆନ୍ତି, ସେଠାରେ ତୁରନ୍ତ ଷ୍ଟିଚ୍ ପକାଇ ପିଲାକୁ ସୁରକ୍ଷିତ ସ୍ଥାନରେ ରଖନ୍ତି। ଏହାପରେ ନୂଆ ଜୀବନ ପାଆନ୍ତି ମାଆ ଓ ଶିଶୁ। ସେପଟେ ହସ୍ପିଟାଲରେ ନିଆଁ ଲିଭେ... ସିନେମାର କାହାଣୀ ପରି ଲାଗୁଥିବା ଏ ଘଟଣା ଯିଏ ଶୁଣିବେ ସେ ଘଡିଏ ଭାବିବ।
ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ପଟରୁ ଏକ ବାଇକରେ ୨ ଜଣ ଯୁବକ ଆସୁଥିଲେ। ଏହି ସମୟରେ ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ନିକଟରେ ଏକ ଅଜଣା ଗାଡ଼ି ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା
ନିଜ ଜନ୍ମମାଟିରେ ଉତ୍ତମ ମହାନ୍ତି କୁନିଆ ଭାଇ ଭାବରେ ପରିଚିତ । ନିଜ କୁନିଆ ଭାଇଙ୍କ ପାଇଁ ପୂଜାର୍ଚ୍ଚନା କରାଯାଇଛି । ମଙ୍ଗଳବାର ଉତ୍ତମ ମହାନ୍ତିଙ୍କ ଜନ୍ମମାଟି ବାରିପଦା ମା’ଅମ୍ବିକାଙ୍କ ମନ୍ଦିରରେ ଅଭିରାମ ଅଭିନୟ ଅନୁଷ୍ଠାନ ଓ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ଆନୁକୂଲ୍ୟରେ ସନ୍ଧ୍ୟାରେ ୧୦୮ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ।
ଚୋରି କରିବା ପରେ ଏମାନେ କାଁ ଭାଁ ସ୍ଥାନୀୟ ଅଞ୍ଚଳରେ ଚୋରି ଜିନିଷ ବିକୁଥିଲେ । ଅଧିକାଂଶ ସମୟରେ ପଡୋଶୀ ପଶ୍ଚମବଙ୍ଗ ଓ ଝାଡ଼ଖଣ୍ଡରେ ବିକ୍ରି କରିଦେଉଥିଲେ । ତେଣୁ କେହି ସହଜରେ ଜାଣିପାରୁନଥିଲେ ।
ସତ କହିବାକୁ ଗଲେ, ଗିରଫ ହୋଇ ବନ ବିଭାଗ କବଜାରେ ଥିବା ଏମାନେ ଶିକାରୀ ନୁହନ୍ତି, ଏମାନେ ଜଣେ ଜଣେ ଜହ୍ଲାଦ। ପକ୍ଷୀ ଶାବକ ଗୁଡ଼ିକର ଆଖି ନଫିଟୁଣୁ ମାଆ କୋଳରୁ କିଛି ଅର୍ଥ ଲୋଭରେ ଚୋରାଇ ଆଣିଛନ୍ତି ତା’ ବସା ରୁ । ଥରଟିଏ ଭାବିଲାନି ଛୁଆ ବିନା କେମିତି ବିତୁଥିବ ତା’ ମାଆର ସମୟ। ସେପଟେ ମା’କୁ ଛାଡ଼ି କେତେ ଝୁରୁଥିବ କୁନି ଶାବକ।
ଏଆଇ ତଥ୍ୟ ଆଧାରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି କପ୍ତିପଦା ଥାନା ନଛିପୁର ଗାଁରେ ଚଢ଼ଉ କରିଥିଲା। ଆଉ ଶିକାର ଅଭିଯୋଗରେ ରାଜକିଶୋର ନାଏକ ଓ କାଳିଚରଣ ଦେହୁରୀଙ୍କୁ ଗିରଫ କରିଥିଲା।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂ ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ।
ହାତୀ ଦାନ୍ତ ଦୁଇଟିକୁ ଗାମୁଛାରେ ଗୋଡ଼ାଇ ବ୍ୟାଗରେ ପୂରାଇ ବାଇକରେ ପଳାଉଥିଲେ ମାଫିଆ। ବନ ବିଭାଗ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।
କହିବାକୁ ଗଲେ ଭବାନୀ ସମସ୍ତଙ୍କ ମନ କିଣି ନେଇଥିଲା। ସବୁଠାରୁ ରୋଚକ କଥା ହେଉଛି ବନ୍ୟ ଯନ୍ତୁଙ୍କ ଶତ୍ରୁ ପାଲଟିଥିବା ଭବାନୀ ଏହାରି ଭିତରେ ପ୍ରେମରେ ପଡ଼ିଥିଲେ। ସିଏ କୁଆଡେ ପୁରୁଷ ହାତୀ ମହେନ୍ଦ୍ରର ପ୍ରେମରେ ପଡ଼ିଥିଲେ। ମହେନ୍ଦ୍ର ହେଉଛନ୍ତି ଆଉ ଏକ ପୋଷା ପୁରୁଷ ହାତୀ।
ତୁ ବି ଏଇ ଜଙ୍ଗଲର ମୁଁ ବି ଏଇ ଜଙ୍ଗଲର। ଅବଶ୍ୟ ଆମ ଧର୍ମ ଅଲଗା, ଆଉ ଖାଇବାର ଶୈଳୀ ଅଲଗା। ତଥାପି କାଇଁ କେଜାଣି ତୋ ସହ ସାଙ୍ଗ ହବାକୁ ଇଚ୍ଛା ହେଉଛି। ଡରନା... ମୁଁ ତତେ ଖାଇବିନି…।
କିନ୍ନରଙ୍କ ଅଭିଯୋଗ ଦୀର୍ଘ ଦିନ ଧରି କେତେକ ପୁରୁଷ ଶାଢ଼ୀ ପିନ୍ଧି କିନ୍ନର ହୋଇ ଭିକ୍ଷାବୃତ୍ତି କରୁଛନ୍ତି। ଖାଲି ଭିକ୍ଷାବୃତ୍ତି କରୁନାହାନ୍ତି, ସରକାରୀ ସୁବିଧା ସୁଯୋଗ ହାତେଇ ନେଉଛନ୍ତି। ଯାହାଫଳରେ ଅସଲି କିନ୍ନର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅନେକ ବାର କିନ୍ନର ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଛି।
ଯେଉଁମାନେ କଅଁଳ ବୟସରେ ଦୁନିଆକୁ ଭଲ କରି ଦେଖି ନାହାନ୍ତି, ସେମାନେ ଏବେ ଜେଲର କାଳ କୋଠରୀରେ ଦିନ କାଟୁଛନ୍ତି।
ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି । ଶିମିଳିପାଳରୁ ଜିନ୍ନତ ଯିବାର ଦଶ ଦିନ ହେବାକୁ ବସିଲାଣି ହେଲେ ଜିନ୍ନତ ଶିମିଳିପାଳ ଫେରିବାର ନାଁ ଧରୁନାହିଁ ।
ସବୁ ସାରିଦେଲା ଉଧାର ଟଙ୍କା । ବାହାଚିତା ଲିଭିନି, ନୂଆବୋହୂ ମଥାରୁ ଲିଭିଗଲା ସିନ୍ଦୂର ।