ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- ତୁଳା ଅହୋରାତ୍ର,ତିଥି- ୮ମୀ ଦିବା ୦୩.୧୮ ଗତେ ୯ମୀ,ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ରାତ୍ରି ୦୨.୩୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
Also Read
ଶୁଭସମୟ:
ପ୍ରାତଃ- ୦୬.୨୭ ରୁ ୦୭.୫୫
ଦିବା- ୧୦.୩୫ ରୁ ୧୧.୩୬
ଦିବା- ୦୧.୪୮ ରୁ ୦୪.୪୪
ସନ୍ଧ୍ୟା- ୦୬.୨୦ ରୁ ୧୦.୪୦
ରାତ୍ରି- ୦୨.୦୮ ରୁ ୦୩.୧୨
ନିଶାନ୍ତ- ୦୪.୫୦ ରୁ ୦୬.୨୭
ଅଶୁଭସମୟ:
ରାହୁକାଳ- ଦିବା ୧୧.୫୮ ରୁ ୦୧.୨୦
କାଳବେଳା- ଦିବା ୦୯.୧୩ ରୁ ୧୦.୩୫
ବାରବେଳା- ଦିବା ୧୧.୫୮ ରୁ ୦୧.୨୦
କାଳରାତ୍ରି- ରାତ୍ରି ୦୩.୧୨ ରୁ ୦୪.୫୦