ପ୍ରଥମ ଥର ପାଇଁ ଏତେ ପରିମାଣର ଅଫିମ ଚାଷ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ପ୍ରାୟ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରାଯାଇଛି।
ଶିମିଳିପାଳ ବୁଲି ଆସୁଥିବା ପର୍ଯ୍ୟଟକ ପାଇଁ ଆସିଲା ଖୁସି ଖବର। ଅଭୟାରଣ୍ୟରେ ବୁଲିବା ପାଇଁ ବନ ଭିଭାଗ ନେଲା ନୂତନ ପଦକ୍ଷେପ। ଏଣିକି ନୂଆ ଟୁରିଷ୍ଟ ବସରେ ବସି ଶିମିଳିପାଳ ଅଭୟାରଣ୍ୟ ବୁଲିବା ସହିତ ପ୍ରକୃତିକୁ ପାଖରୁ ଉପଭୋଗ କରି ପାରିବେ ପର୍ଯ୍ୟଟକ...
ବର୍ଷା ଓ କୁହୁଡ଼ି ଯୋଗୁ ପର୍ଯ୍ୟଟକଙ୍କ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ଘୋଷଣା କରାଯାଇଛି।