ଭୁଶୁଡୁଛି କି କଂଗ୍ରେସ୍ ଗଡ଼ ? ଦୁର୍ବଳ ହେଉଛି କି ଏହି ସର୍ବ ପୁରାତନ ପାର୍ଟି ? ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ତାରିଖ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏଯାଏ ମାତ୍ର ୪୭ଟି ବିଧାନସଭା ଏବଂ ୮ଟି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।
ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।
ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।
ଗଣତନ୍ତ୍ର ସୁରକ୍ଷା ପାଇଁ ସମସ୍ତେ ମିଳିତ ଉଦ୍ୟମ କରିବେ । ଯେଉଁ ଦଳ କେନ୍ଦ୍ରରେ ଶାସନ କରୁଛି ସେହି ଦଳ ଗଣତନ୍ତ୍ର ଉପରେ ବିଶ୍ୱାସ କରେନି...ସରକାର ପରିବର୍ତ୍ତନ ହେବା ଦରକାର : ନରସିଂହ ମିଶ୍ର, କଂଗ୍ରେସ ବିଧାୟକ
କେନ୍ଦ୍ରରେ ବିଜେପି ସାଙ୍ଗେ ସାଲିସ୍ ଓ ରାଜ୍ୟରେ ବିଜେଡିର ନିଶାନା ଫଣ୍ଡାକୁ କଂଗ୍ରେସର ସମାଲୋଚନା...ମନମୋହନ କହିଲେ ନବୀନଙ୍କୁ ପଚାର କଣ ରହିଛି ବାଧ୍ୟବାଧ୍ୟକତା...
ପିସି ଲୋଭି ଅଫିସରଙ୍କୁ ପାନେ । ପରିବା ଓ ପ୍ୟାଣ୍ଟ ସାର୍ଟ ଖୋଲି ରାସ୍ତା ନିର୍ମାଣ ପାଇଁ ପ୍ରାଚୀ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ କଂଗ୍ରେସ ନେତା ଓ ହିତାଧିକାରୀଙ୍କ ଅଭିନବ ଦାବି । ୭ ଦିନରେ କାମ ସାରିବାକୁ ହାତଯୋଡ଼ି ଇଂଜିନିୟର ଦେଲେ ପ୍ରତିଶ୍ରୁତି
କଂଗ୍ରେସରେ ଯେତିକି ଏକତା ରହିବା କଥା, ସେତିକି ଏକତା କି ଶୃଙ୍ଖଳା ନାହିଁ।
କଂଗ୍ରେସକୁ ଷ୍ଟ୍ରଙ୍ଗ କରିବା ପାଇଁ ଚେଲ୍ଲା କୁମାରଙ୍କ ନୂଆ ଫର୍ମୁଲା। କେବଳ ଦଳୀୟ ନେତା ନୁହଁନ୍ତି ଦଳ ବାହାରୁ ମଧ୍ୟ ବରିଷ୍ଠ ନେତାଙ୍କର ଫିଡବ୍ୟାକ ନେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ।
ପଦ ଛାଡିବାକୁ ଚାହୁଁଛନ୍ତି ନିରଞ୍ଜନ, ହେଲେ ଇସ୍ତଫା ଗ୍ରହଣ କରୁନାହାନ୍ତି ହାଇକମାଣ୍ତ। ବାରମ୍ବାର ଇସ୍ତଫା ଦେବାକୁ ନିରଞ୍ଜନ କହୁଥିଲେ ବି ଅମଙ୍ଗ ହେଉଛନ୍ତି ସୋନିଆ। ତେବେ କାହିଁକି ଉପୁଜିଛି ଏଭଳି ସ୍ଥିତି ? ରାଜ୍ୟ କଂଗ୍ରେସରେ ନାହାନ୍ତି କି ନିରଞ୍ଜନଙ୍କ ସମକକ୍ଷ ନେତା? ନା ନିରଞ୍ଜନଙ୍କ ଉପରେ ରହିଛି ସୋନିଆଙ୍କ ଅତୁଟ ଆସ୍ଥା।
ଷ୍ଟାର ପ୍ରଚାରକ ତାଲିକାରେ ୨୦ କଂଗ୍ରେସିଆଙ୍କ ନାଁ ଅଛି। କିନ୍ତୁ ନିର୍ବାଚନରେ ସେମାନଙ୍କ ଦେଖା ଦର୍ଶନ ହିଁ ନାହିଁ... କୁଆଡ଼େ ଗଲେ? କୋଉଠି ଅଛନ୍ତି ଏ କଂଗ୍ରେସିଆ ନେତା... ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା…
ଦୁର୍ନୀତି ଲୁଚାଇବାକୁ ଗୃହକୁ ବାରମ୍ବାର ମୁଲତବି ରଖାଯାଉଛି, ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍ବୁଦ୍ଧି ଦିଅନ୍ତୁ, ଅଭିଯୁକ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ, ବିଜେଡିର ସଦ୍ବୁଦ୍ଧି ଫେରିବା ଯାଏଁ ଲଢେଇ ଜାରି ରହିବ: ତାରା ପ୍ରସାଦ ବାହିନୀପତି
ମମିତା ହତ୍ୟା ଓ କର୍ମୀଙ୍କୁ ଆକ୍ରମଣ ନେଇ ସରକାରଙ୍କୁ ତାରାଙ୍କ ଟାର୍ଗେଟ I ପୋଲିସ ଉପସ୍ଥିତିରେ କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା ଆଉ ଡିଜିପି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ, ଆଗ ଇସ୍ତଫା ଦିଅନ୍ତୁ
ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି।
ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଲଖିମପୁର ଖେରି ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି। ରାହୁଲଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବାକୁ ୟୁପି ସରକାର ମନା କରି ଦେଇଛନ୍ତି। ରାହୁଲଙ୍କ ସମେତ ୫ ଜଣିଆ ଟିମ୍ ଆଜି ଲଖିମପୁର ଖେରି ଗସ୍ତ ପାଇଁ ଅନୁମତି ଲୋଡ଼ି ଥିଲେ।