କୋଟିଆ ପାଇଁ କମିଟି କରିବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଢାଯିବ କମିଟି । ଖୁବ୍ ଶୀଘ୍ର ଗ୍ରାଉଣ୍ଡ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେବ କମିଟି ।
କୋଟିଆ ପାଇଁ କମିଟି କରିବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଢାଯିବ କମିଟି । ଖୁବ୍ ଶୀଘ୍ର ଗ୍ରାଉଣ୍ଡ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେବ କମିଟି ।
ନିକଟରେ ସାଉଥ୍ ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲି ଦେଓମାଳିରେ ସୁଟିଂ କରିଥିଲେ । ତାଙ୍କର ହାଇ ବଜେଟ୍ ସିନେମା ଏସ୍ଏସ୍ଏମ୍ବି-29ର କିଛି ସିନ୍ ଏହିଠାରେ ସୁଟିଂ ହୋଇଥିଲେ । ସୁଟିଂ ସାରି ଯିବାପରେ କୋରାପୁଟକୁ ଭୁରି ଭୁରି ପ୍ରଶଂସା କରିଥିଲେ ଷ୍ଟାର୍ କାଷ୍ଟ।
ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ଆହୁରି ହେବ ସୁନ୍ଦର ଓ ଆକର୍ଷଣୀୟ। ଏସଓପି ଜାରି କଲେ ଜିଲ୍ଲା ପ୍ରଶାସନ।
ସବୁଜିମାର ସମ୍ଭାର ଭିତରୁ ନୀଳ ଜହରର ଚୋରାଚାଲାଣ । ସୌନ୍ଦର୍ଯ୍ୟର ଗନ୍ତାଘର ସାଜିଛି ଗଂଜେଇ ବେପାରର ନୂଆ ଠିକଣା । ଆଉ ପରିବା ବୋଝେଇ ଟ୍ରକ ନୁହେଁ କି କୌଣସି ଆମ୍ବୁଲାନ୍ସ । ଏବେ ପର୍ଯ୍ୟଟକ ସାଜିଛନ୍ତି ଗଂଜେଇ ବାହକ।
କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣର ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ମାଫିଆ । ଆଉ ଏଥିପାଇଁ ମୋହରା ସାଜିଛନ୍ତି ମହିଳା ।
ସହିଦଙ୍କୁ ମନେ ରଖିଲେ, ଗାଁକୁ ଭୁଲିଗଲେ । ଅବହେଳିତ ଭାବେ ପଡ଼ି ରହିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ। ଗାଁରେ ରାସ୍ତା ଅଛି ହେଲେ ପହଞ୍ଚିବାକୁ ବାଟ ନାହିଁ । ଅର୍ଥାତ ଗାଁ ଯେମିତି ବିଚ୍ଛିନ୍ନାଞ୍ଚଳରେ ପରିଣତ ହୋଇଛି ।
ଅଦା ଚାଷ ପାଇଁ ପ୍ରସିଦ୍ଧ କୋରାପୁଟ ଜିଲ୍ଲାର ଚାଷୀ ଗୁରୁତର ଅଭାବୀ ବିକ୍ରିର ଶିକାର । ଏ ବର୍ଷ ପ୍ରତିକୂଳ ପାଗ ଯୋଗୁଁ କୋରାପୁଟ ଜିଲ୍ଲାରେ ଆଶାନୁରୂପକ ଅମଳ ହୋଇପାରିନି ଅଦା ।
ଗତ ଶୁକ୍ରବାର ଦିନ ଏ.କୃଷ୍ଣା ରାଓ ବ୍ୟାବସାୟିକ କାର୍ଯ୍ୟରେ ଗେଟଗୁଡ଼ା ଯାଇଥିଲେ । ହେଲେ ସେଠାରେ ଏକ କାରରେ ୫ ଜଣ ଆସି ତାଙ୍କୁ ଅପହରଣ କରି ବିଶିଂପୁର୍ ଥାନା ଅନ୍ତର୍ଗତ କିରମଗୁଡ଼ା ଗାଁର ଦୁର୍ଗମ ପାହାଡ଼ିଆ ଇଲାକାର ଏକ ଘରେ ନେଇ ରଖିଥିଲେ ।
କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୋସିଆଲ ମିଡିଆରେ ସେୟାର କଲେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । କୋରାପୁଟରେ ଫିଲ୍ମ ସୁଟିଂ ପରେ ମୁମ୍ବାଇ ଫେରିଛନ୍ତି ପ୍ରିୟଙ୍କା । ହେଲେ ଦେଓମାଳିର ଦେଶୀଆ ରାସ୍ତା, ସବୁଜିମା ଓ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୁଲିପାରିନାହାନ୍ତି । ବାଟରୁ କିଣିଛନ୍ତି ପାଚିଲା ପିଜୁଳି, ଭିଡିଓ ଜାରି କରି ପିଜୁଳି ବିକୁଥିବା ମହିଳାଙ୍କୁ କରିଛନ୍ତି ପ୍ରଶଂସା ।
କୋରାପୁଟ ତଳମାଳିରେ ସୁଟିଂ ସାରି ଫେରିଗଲେ ବଲିଉଡ୍ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି ।
କୋରାପୁଟ ତଳମାଳିରେ ସୁଟିଂ ସାରି ଫେରିଗଲେ ବଲିଉଡ୍ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ଅଭୁଲା ସ୍ମୃତି ।
ବିଶାଖାପାଟଣା ଏୟାରପୋର୍ଟ ଯିବା ବେଳେ ସେ ଟ୍ରାଫିକ୍ ପୋଷ୍ଟ ନିକଟରେ ଜଣେ ମହିଳାଙ୍କ ନିକଟରୁ ପିଜୁଳି କିଣିଥିଲେ । ତେବେ ଏହି ପିଜୁଳି କିଣିବା ବେଳେ ଯାହା ଘଟିଥିଲା ତାହା ତାଙ୍କୁ ବେଶୀ ପ୍ରଭାବିତ କରିଛି ବୋଲି କହିଛନ୍ତି ପ୍ରିୟଙ୍କା ।
କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ ପାଇଁ ୧୫ ଦିନ ରହଣି ପରେ ଫେରିଗଲେ ବଲିଉଡ୍ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ତେବେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ସ୍ମୃତି।
ସରିଛି ବିଗ୍ ବଜେଟ୍ ଫିଲ୍ମର ସୁଟିଂ। କୋରାପୁଟରେ ତଳମାଳିରେ ହୋଇଛି ପ୍ୟାକ୍ ଅପ୍। ବ୍ଲକବଷ୍ଟର ଫିଲ୍ମ ବାହୁବଳୀ ଓ RRR ଫେମ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଅପକମିଂ ପ୍ରୋଜେକ୍ଟ SSMB-29ର ଫିଲ୍ମମିଂ ଶେଷ ହୋଇଛି।
ସାରଥିଙ୍କ ଫଟୋରେ ତୁଳସୀ ଚଢ଼ାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ସମାନ୍ତରାଳ ପୂଜାର୍ଚ୍ଚନା କରିଛନ୍ତି ସାରଥିଙ୍କ ଅନୁଗାମୀ । ଅନୁଗାମୀ କହିଛନ୍ତି ସାରଥି ଓ ମହାପ୍ରଭୁ ଜଗନ୍ନାଥ ଏକ୍ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ ଅସନ୍ତୋଷ ଝାଡ଼ିଥିବାବେଳେ ମାମଲା ଥାନାରେ ପହଞ୍ଚିଛି । ତେବେ ଏହାପରେ ଏଭଳି ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।
ପୁଣି ମାତିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ । କୋରାପୁଟ ଜୟପୁରରେ ଦେଖିବାକୁ ମିଳିଛି ସାରଥି ସତ୍ସଙ୍ଗ ମନ୍ଦିର । ଏହି ମନ୍ଦିରରେ ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋରେ ସାରଥିଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଛନ୍ତି ଅନୁଗାମୀ ।
ଟଲିଉଡ ଓ ବଲିଉଡ କଳାକାରଙ୍କ କୋରାପୁଟ ଆଗମନ ପରିବର୍ତ୍ତନଶୀଳ ପ୍ରକୃତିର ଏକ ସୁନ୍ଦର ବାର୍ତ୍ତା ଦେଉଛି। କାହିଁକିନା ୧୦ ବର୍ଷ ପୂର୍ବର କୋରାପୁଟ ଆଉ ଆଜିର କୋରାପୁଟ ଭିତରେ କାହିଁ କେତେ ପରିବର୍ତ୍ତନ ହୋଇଛି ।
କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼।
ପ୍ରିୟଙ୍କା ଚୋପ୍ରାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ଧାଇଁ ଆସିଛନ୍ତି ଫ୍ୟାନ୍। ଆଉ ଫ୍ୟାନ୍ଙ୍କ ବି ଖୁସି କରିବାକୁ ଭୁଲି ନାହାନ୍ତି ଦେଶୀ ଗାର୍ଲ। ହାତ ହଲାଇ ଜଣାଇଛନ୍ତି ଅଭିବାଦନ।
ଓଡ଼ିଶାରେ ଚାଲିଛି ଏସ୍ଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'SSMB 29' ର ସୁଟିଂ। ବର୍ତ୍ତମାନ ପ୍ରିୟଙ୍କାଙ୍କୁ ଓଡ଼ିଶା ବିମାନବନ୍ଦରରେ ଦେଖିବାକୁ ମିଳିଛି। ସେ ଏହି ଫିଲ୍ମର ସୁଟିଂ ପାଇଁ ପହଞ୍ଚିଛନ୍ତି।
କୋରାପୁଟ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ସର୍ଭେ କରାଯାଉଛି। ଆଉ ଆଗାମୀ ଦିନରେ ଆଡଭେନଚର ଟୁରିଜିମ ପାଇଁ ବିଭିନ୍ନ ଜାଗାରୁ ହଟ ଏୟାର ବେଲୁନର ଟ୍ରାଏଲ ରନ ଭାବେ କରାଯାଉଛି। କୋରାପୁଟରେ ସୁଉଚ୍ଚ ପାହାଡ଼,ନଦୀ,ଝରଣା ଏବଂ ଜଳପ୍ରପାତର ଦୃଶ୍ୟ ଭରପୁର।
କୋରାପୁଟରେ ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଆଗେଇ ଚାଲିଛି ପାନ୍ ଇଣ୍ଡିଆ ଡିରେକ୍ଟର ରାଜାମୌଲିଙ୍କ ଅପ୍ କମିଂ ଫିଲ୍ମର ସୁଟିଂ। ଏହି ବିଗ୍ ବଜେଟ୍ ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଥିବା ବେଳେ ଗୁରୁବାରରୁ ଫିଲ୍ମର ଏକ ଆକ୍ସନ ସିନର ସୁଟିଂ ଆରମ୍ଭ ହୋଇଛି । ଯାହାକୁ ଦେଖିବାକୁ ସିନେପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍କଣ୍ଠା ।
କ୍ୟାମେରାରେ ସାଉଥ୍ ସୁପରଷ୍ଟାର। ମାସି ଲୁକ୍ରେ ମହେଶ ବାବୁ। ଚାଲିଛି ହାଇ ଆକ୍ସନ ପ୍ୟାକଡ୍ ଫିଲ୍ମର ସୁଟିଂ। ପଛରୁ ଧକ୍କା ଦେବା ପରେ ଆଣ୍ଠେଇ ପଡୁଛନ୍ତି ହିରୋ, ସାମ୍ନାରେ ମେନ୍ ଭିଲେନ୍। ପାନ୍ ଇଣ୍ଡିଆ ଡିରେକ୍ଟର ଏସ.ଏସ୍. ରାଜାମୌଲିଙ୍କ ଏହି ବହୁ ପ୍ରତୀକ୍ଷିତ ସିନେମାର ସୁଟିଂ ଆଗେଇ ଚାଲିଛି କୋରାପୁଟ ସେମିଳିଗୁଡାର ତଳମାଳି ପାହାଡରେ।
ସୁପର ଡୁପର ହିଟ୍ ବାହୁବଳୀ ଏବଂ RRR ଫିଲ୍ମ ନିର୍ଦ୍ଦେଶକ ଏସ୍. ଏସ୍. ରାଜାମୌଲି ନିଜର ଅପ୍କମିଙ୍ଗ୍ ଫିଲ୍ମର ସୁଟିଂ ଲାଗି କୋରାପୁଟ ଆସିଛନ୍ତି। ବର୍ତ୍ତମାନ ଅପ୍କମିଙ୍ଗ୍ ଫିଲ୍ମ 'SSMB 29' ଫିଲ୍ମର ସୁଟିଂ ଚାଲିଛି କୋରାପୁଟର ସେମିଳିଗୁଡାରେ। ଗତ ଗୁରୁବାରଠାରୁ ସେମିଳିଗୁଡାର ତଳମାଳି ପାହାଡରେ ଚାଲିଛି ସୁଟିଂ।