• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 1 month ago

Ai Catch: ଶିକାର ପାଇଁ ଯାଇଥିଲେ, AI ଚିହ୍ନି ପକାଇଲା!

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂ ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ। More
  • Santosh Kumar Sahoo
  • 1 month ago

Prakash Mishra: ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ, କହିଲେ,‘ସେ କଳା ଲୋକଙ୍କୁ ଘୃଣା କରୁଥିଲେ, ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ’

ସେ ଜଣେ ନନ୍-ସିରିଏସ୍ ନେତା ! କଳା ଲୋକଙ୍କୁ ଘୃଣା କରୁଥିବା ଏବଂ ସଦାବେଳେ କାଜୁଆଲ ମୁଡର ନେତା ! ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ନା ତାଙ୍କର ଜ୍ଞାନ ଥିଲା ନା ଗୁରୁତ୍ୱ ଥିଲା ! More
  • Manoranjan Sial
  • 1 month ago

Exemplary Punishment by High Court: ଚୌଦ୍ୱାର ଜେଲ ପରିଦର୍ଶନ କରି ସ୍ୱଚ୍ଛତାର ଅନୁଧ୍ୟାନ କର ...

ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍‌ କରିଥିଲେ। More
  • Santosh Kumar Sahoo
  • 1 month ago

5T Schools: ‘5T ସ୍କୁଲ ନାଁରେ ପିଲାଙ୍କୁ ଧୋକ୍କା ଦେଇଥିଲେ ପୂର୍ବ ସରକାର, କେବଳ ପୁରୁଣା କାନ୍ଥରେ ବୋଳା ଯାଇଥିଲା ରଙ୍ଗ’

ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର 5T ସ୍କୁଲ ନାଁରେ ଗାଁ ଗାଁରେ କରିଥିବା ରୂପାନ୍ତରୀକରଣକୁ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନା କୌଣସି ଯୋଜନା ଥିଲା ନା ଡିପିଆର ନା ଏଷ୍ଟିମେଟ୍ । More
  • Santosh Kumar Sahoo
  • 1 month ago

Subhadra Yojana: ‘ସୁଭଦ୍ରା’ରେ ୧୫୭ ପୁରୁଷ କରିଥିଲେ ଆବେଦନ, ଯାଞ୍ଚ ବେଳେ ଧରାପଡିଲା ଜାଲିଆତି

ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ପୁରୁଷ । ଆଧାର କାର୍ଡ, ବ୍ୟାଙ୍କ ଲିଙ୍କ୍ ବେଳେ ଧରାପଡିଲା ଜାଲିଆତି । ୧୫୭ ଜଣ ପୁରୁଷ ଫେକ୍ ଡକ୍ୟୁମେଣ୍ଟ ଦେଇ ସୁଭଦ୍ରା ଟଙ୍କା ପାଇବାକୁ ଫନ୍ଦି କରିଥିଲେ । More
  • Sujit kumar Swain
  • 1 month ago

Maoist Leader Jayaram Reddy: ଜୟୀରାମ ପାଇଁ କାଳ ସାଜିଲା କପଲ୍ ସେଲ୍ଫି; ମୋବାଇଲ୍ ଫଟୋରୁ ମିଳିଲା ବଡ଼ ସୁରାକ୍ ! 

ଦିନକ ତଳେ ନୂଆପଡ଼ା ସୀମାନ୍ତ ଗରିଆବନ୍ଧ ଜଙ୍ଗଲରେ ୧୩ ସହଯୋଗୀଙ୍କ ସହ ନିପାତ ହୋଇଛି ସେଣ୍ଟ୍ରାଲ୍ କମିଟି ମେମ୍ବର ଚଲପତି ଓରଫ୍ ଜୟୀରାମ। ଏବେବି ସେଠାରେ ଅପରେସନ୍ ଜାରି ଥିବା ବେଳେ, ଏପଟେ ଖୋଲିବାରେ ଲାଗିଛି ଜୟୀରାମର ଜନ୍ମକୁଣ୍ଡଳୀ।  More
  • Sujit kumar Swain
  • 1 month ago

Daya River Water Becoming Toxic: ଦୟାନଦୀ ପାଣି ପାଲଟିଛି ବିଷ; ଛୁଇଁବାକୁ ଥରୁଛି ଛାତି, ଝାଡ଼ାବାନ୍ତିରେ ଗଲାଣି ୪ ମୁଣ୍ଡ...

ଝାଡ଼ାବାନ୍ତିରେ ଚାରି ଚାରି ଜଣଙ୍କ ମୁଣ୍ଡ ଗଡ଼ିବା ପରେ ଦୟା ଜଳ ଛୁଇଁବାକୁ ଏବେ ଛାତି ଥରୁଛି। କିନ୍ତୁ ଉପାୟ ଶୂନ୍ୟ। ବାସନମଜାଠୁ ଲୁଗାଧୁଆ, ଗାଧୁଆ ପାଧୁଆଠୁ ରୋଷେଇ କାମ। ରାତି ପାହିଲେ ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ ଏକମାତ୍ର ସାହା ଭରସା ଦୟା ।  More
  • Manoranjan Sial
  • 1 month ago

Elephant Tusk Mafia: ବିଚ୍‌ ରାସ୍ତାରେ ହାତୀ ଦାନ୍ତ ମାଫିଆଙ୍କୁ ମାଡ଼ି ବସିଲେ

ହାତୀ ଦାନ୍ତ ଦୁଇଟିକୁ ଗାମୁଛାରେ ଗୋଡ଼ାଇ ବ୍ୟାଗରେ ପୂରାଇ ବାଇକରେ ପଳାଉଥିଲେ ମାଫିଆ। ବନ ବିଭାଗ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି। More
  • Manoranjan Sial
  • 1 month ago

POCSO Judgement: କନ୍‌ଷ୍ଟେବଳଙ୍କୁ ୨୦ ବର୍ଷ ଜେଲ୍‌, ଜରିମାନା

ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍‌ ବିଭାଗରେ କନ୍‌ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। More
  • Pramod Behera
  • 1 month ago

Tarang Plus New Webseries: ‘ତରଙ୍ଗ ପ୍ଲସ୍‌’ର ନୂଆ ଧମାକା; ଶାଶୁ-ବୋହୂର ନିଆରା କାହାଣୀ; ଏହି ଦିନ ମାଗଣା ଷ୍ଟ୍ରିମିଂ

‘ତରଙ୍ଗ ପ୍ଲସ୍‌’ର ପ୍ଲାଟ୍‌ଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଉଛି ଶାଶୁ-ବୋହୂଙ୍କ ନିଆରା କାହାଣୀ। ଏକ ମଧ୍ୟବିତ୍ତ ପରିବାରର ସଂଘର୍ଷର କାହାଣୀ। ଜାଣନ୍ତୁ କେବେ ହେବ ଷ୍ଟ୍ରିମିଂ? More
  • Manoranjan Sial
  • 1 month ago

5-T School in Sambalpur: ହିନ୍ଦୀ ଶିକ୍ଷୟିତ୍ରୀ ବେଲ୍‌ ବଜାଉଛନ୍ତି, ଗଣିତ ବି ପଢ଼ାଉଛନ୍ତି…

ଦୁଃଖର ବିଷୟ ସ୍କୁଲରେ ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ବିଜେଡି ସରକାର ଏହି ସ୍କୁଲକୁ 5-Tରେ ଅନ୍ତର୍ଭୁକ୍ତ କରିଥିଲେ। ଏପରିକି ସ୍କୁଲର ଆଜବେଷ୍ଟସ୍‌ ଘର ଭାଙ୍ଗି ପକ୍କା ବିଲ୍‌ଡିଂ କରିଦେଲେ। More
  • Pallipuspa Samal
  • 1 month ago

Weather Update: ଆଜିଠୁ ବଢିବ ତାପମାତ୍ରା,ଉପରମୁହାଁ ହେବ ପାରଦ

ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ପଶ୍ଚିମା ଝଡର ସକ୍ରିୟତା ଯୋଗୁଁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ପାରଦ ଉପରମୁହାଁ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । More
  • Pallipuspa Samal
  • 1 month ago

Panchang Today 22nd January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Tapaswini Nayak
  • 1 month ago

୧୩ରୁ ବିଧାନସଭା ବଜେଟ ଅଧିବେଶନ; ୧୭ରେ ବଜେଟ୍‌

୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ୨୨ରୁ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ । More
  • Saroj Kumar Jena
  • 1 month ago

Modi to Visit Odisha: ଏହି ତାରିଖରେ ପୁଣି ଓଡ଼ିଶା ଆସିବେ ମୋଦି

ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ। ଏହି ମେଗା ଇଭେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। More
  • Manoranjan Sial
  • 1 month ago

Accident: ସ୍କୁଟିକୁ ପିଟିଲା ଟ୍ରକ୍‌, ଦୁଇ ନାବାଳିକାଙ୍କ ମୃତ୍ୟୁ

କୁଳିପୋଷ ଅଞ୍ଚଳର ସୁଧୀର ଠାକୁର ସ୍କୁଟିରେ ଯାଉଥିଲେ। ଆଉ ତାଙ୍କ ପଛରେ ଜାନକୀ ଠାକୁର ଓ କରିସ୍ମା ଠାକୁର ମୂର୍ତ୍ତି ବସିଥିଲେ। ତେବେ ରାଜାମୁଣ୍ଡା ବାଇପାସ୍‌ରେ ସ୍କୁଟିକୁ ପିଟି ଦେଇଥିଲା ଟ୍ରକ୍‌। More
  • Santosh Kumar Sahoo
  • 1 month ago

Diarrhoea Concerns in Puri Kanasa: ଚିନ୍ତା ବଢ଼ାଇଲା କଣାସ ଡାଇରିଆ, ୮ ଦିନରେ ଗଲାଣି ୪ ମୁଣ୍ଡ

କଣାସରେ ଝାଡ଼ାବାନ୍ତି କାୟା । ୮ ଦିନରେ ଗଡ଼ିଲାଣି ୪ ମୁଣ୍ଡ । ସାମ୍ପଲ ଟେଷ୍ଟିଂ ପରେ ଡାଇରିଆରେ ଜଣଙ୍କ ମୃତ୍ୟୁକୁ ବି ମାନିଲେଣି ସରକାର । More
  • Saroj Kumar Jena
  • 1 month ago

Naba Das Death Timing: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?

ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ତ । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। More
  • Santosh Kumar Sahoo
  • 1 month ago

Naba Das Murder Mystery: ନବ ହତ୍ୟା ମାମଲା: ସାଲୁଜାଙ୍କ ବିସ୍ଫୋରକ ଖୁଲାସା, ହତ୍ୟା ପୂର୍ବରୁ ଚେତାଇ ଦେଇଥିଲେ ତତ୍କାଳୀନ ଜିଲ୍ଲାପାଳ ଓ SP

କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ପୂର୍ବରୁ ଚେତାଇ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଓ ଏସପି । କୋଇଲା ପରିବହନ କାରବାର ପାଇଁ ପାୱାର କରିଡରରୁ କୁଆଡ଼େ ପଡ଼ିଥିଲା ଚାପ । More
  • Manoranjan Sial
  • 1 month ago

Venus, Mars, Jupiter and Saturn to be Visible: ରାତି ଆକାଶରେ ହେବ ଚମତ୍କାର; ୨ ଦିନ ଦେଖିବେ ଅଲୌକିକ ଦୃଶ୍ୟ

ମହାକାଶ ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏବେ ନୁହେଁ ହଜାର ହଜାର ବର୍ଷ ଧରି ଆମେ ଖାଲି ଆଖିରେ ଗ୍ରହ ଗୁଡ଼ିକୁ ଦେଖି ଆସୁଛୁ। ଆମ ପୂର୍ବ ପୁରୁଷମାନେ ଆଗରୁ ଦେଖିଥିଲେ, ଏବେ ମଧ୍ୟ ଦେଖୁଛୁ। More