• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anganwadi Centre

Anganwadi Center
Anganwadi centers: ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର; ଯେନତେନ ପ୍ରକାରେ ହେଉଛି ପାଠପଢା

ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଛି ୨୦୮୩ଟି ଅଙ୍ଗନବାଡି କେନ୍ଦ୍ର। ବିଭାଗୀୟ ତଥ୍ୟ ଅନୁସାରେ, ୫୯୭ଟି ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ୩୦୮ଟି କେନ୍ଦ୍ର ଭଡ଼ାଘରେ, ୫୨ଟି ସ୍କୁଲ ଗୃହ ଏବଂ ୨୩୭ଟି ଅଙ୍ଗନବାଡି କେନ୍ଦ୍ର ଗୋଷ୍ଠୀ ଗୃହରେ ପରିଚାଳିତ ହେଉଛି। ଆଉ ଏହାରି ମଧ୍ୟରେ ୧୧୧ଟି ଘର ରହିଛି ବିପଦସଙ୍କୁଳ ସ୍ଥିତିରେ।

Anganwadi Center in Bonai
Odisha Anganwadi Centre: ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

ଭଙ୍ଗା ଦଦରା ଟିଣ ତଳେ ଗଢା ଚାଲିଛି ଭବିଷ୍ୟତ। ଅଙ୍ଗନବାଡି କେନ୍ଦ୍ର ନାଁରେ ଦୋକାନ ଘରେ ଚାଲିଛି ପାଠପଢା। ହେଲେ କାହିଁକି ?

Anganwadi
ବିପଦ ମୁଣ୍ଡାଇ ପଢ଼ୁଛନ୍ତି ପିଲା

ଶିକ୍ଷା କ୍ଷେତ୍ରରେ କାଳେ ସ୍ୱତନ୍ତ୍ରତା ହାସଲ କରିଛି ଢେଙ୍କାନାଳ ଜିଲ୍ଲା । ପୂରା ଜିଲ୍ଲାରେ ରହିଛି ମୋଟ ୨ହଜାର ୨ଶହ ୨୦ଟି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ବାସ୍ତବରେ କେମତି ରହିଛି ଚିତ୍ର... ତାହା ଆପଣଙ୍କ ଆଖି ସାମ୍ନାରେ । ବର୍ଷେ ହେଲା ଭୁଶୁଡି ପଡ଼ିଥିବା ଏ ଅଙ୍ଗନବାଡ଼ି କେନ୍ଦ୍ରକୁ ଦେଖିଲେ ଆପଣ ବେଶ୍ ଅନୁମାନ କରିପାରୁଥିବେ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା କ’ଣ ରହିଥିବ ।

Anganwadi centre
ଏମିତି ଚାଲିଛି ଅଙ୍ଗନୱାଡ଼ି ପାଠପଢ଼ା, ବର୍ଷେ ହେଲା ଭୁଶୁଡି ପଡ଼ିଛି ଘର

ବର୍ଷେ ହେଲା ଭୁଶୁଡି ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।

Anganwadi Centre
ସରକାରଙ୍କ ଭିନ୍ନ ପ୍ରୟାସ; ଅଙ୍ଗନବାଡି କେନ୍ଦ୍ରରେ ମିଳୁଛି ଅଣ୍ଡା ସହ କୁକୁଡ଼ା ଚିଆଁ ଫ୍ରି...

ଦିନକୁ ଦିନ ସରକାର ଶିଶୁ ଓ ମହିଳାଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଏବେ ଅଙ୍ଗନବାଡି କେନ୍ଦ୍ରରେ ମିଳୁଛି ଅଣ୍ତା ସହ କୁକୁଡ଼ା ଚିଆଁ ଫ୍ରି । 

Anganwadi center  Problem
ଘରେ ତାଲା ପକାଇଦେଲା ଠିକାଦାର...ମାଟି ଘରେ ପିଲା ପାଠ ପଢୁଛନ୍ତି

ବିଲ୍‌ ମିଳିନି ବୋଲି ନୂଆ ଘର ତିଆରି ପରେ ବି ତାଲା ଖୋଲୁନି ଠିକାଦାର । ଘର ସରିବାର ୩ ବର୍ଷ ପୂରିଲାଣି ହେଲେ ଏଯାଏଁ ଆରମ୍ଭ ହେଲାନି ପଢା...ଭଙ୍ଗାଦଦରା ମାଟି ଘରେ ବର୍ଷାରେ ଓଦା ହୋଇ ପିଲା ପଢୁଛନ୍ତି ପାଠ।

Anganwadi centre in Odisha’s Mohana reels under lack of basic facilities
ଦିଦି ନାହାନ୍ତି, ଖାଦ୍ୟ ନାହିଁ, ଘର ବି ନାହିଁ...ପିଲାଏ ପଢିବେ କେମିତି?

ଏଠି କିଛି ନାହିଁ । ଦିଦି ନାହାନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ କି କୁନିକୁନି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ସହାୟିକାଙ୍କ ଘରେ ପିଲା ପଢୁଥିଲେ ହେଲେ ସେ ବାହା ହେବା ପରେ ଏବେ ପିଲାଙ୍କ ପାଠରେ ବନ୍ଧା ହେଲା ଡୋରି

anganwadi centre
ଅଙ୍ଗନବାଡ଼ିରେ ଚାଲିଛି ପ୍ରାଇମେରୀ ସ୍କୁଲ୍

ପ୍ରାଥମିକ ବିଦ୍ୟାଳୟ ଅଛି କିନ୍ଚୁ ଶ୍ରେଣୀ ଗୃହ ନାହିଁ.. ରାଜ୍ୟରେ ଏମିତି ଚାଲିଛି ପାଠ ପଢା

Anganwadis buildings
କାଲିର ଭବିଷ୍ୟତ ଆଜି ଭଙ୍ଗା ଦଦରା ଘରେ ଗଢୁଛନ୍ତି ଭବିଷ୍ୟତ

ଗଛ ମୂଳେ କାଲିର ଭବିଷ୍ୟତ । ସ୍କୁଲ ଘର ସବୁ ଭଙ୍ଗିରୁଜି ନଷ୍ଟ । କୋମଳମତି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର , ସାର୍ ବି ନାଚାର ସେ ବି କରିବେ କଣ?

Anganwadi Centre
ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଦି ନୁହଁ, ରୋଷେୟା ପଢ଼ାଉଛନ୍ତି ପାଠ

୨ ବର୍ଷ ହେଲାଣି ଦିଦି ନାହାନ୍ତି। ଅଙ୍ଗନବାଡିରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା…ଭାତ ବସେଇ ଦେଇ ପିଲାଙ୍କୁ ଅ’ ଡକାଉଛନ୍ତି ତ ଆଉ କେତେବେଳେ ତରକାରୀ ବସାଇ ଦେଇ ଆ’ ଡକାଉଛନ୍ତି।

anganwadi
ଗଛ ମୂଳେ ଅଙ୍ଗନୱାଡି : ୧୩ ବର୍ଷ ହେବ ଗଛମୂଳେ ଚାଲିଛି କୁନି ପିଲାଙ୍କ ପାଠପଢା

ପିଲାଙ୍କ ଭବିଷ୍ୟତ ଆରମ୍ଭ ହେଉଛି ଗଛ ମୂଳରୁ... ଏ କଥା ଟିକିଏ ଅଡୁଆ ଲାଗୁଥିଲେ ବି ସତ। ଘର ଖଣ୍ଡେ ନ ଥିବାରୁ ଟାଇଁ ଟାଇଁ ଖରାରେ ଗଛ ମୂଳେ ପଢୁଛନ୍ତି କୁନି କୁନି ପିଲା। ଆଉ ବର୍ଷା ହେଲେ କାହା ପିଣ୍ଢା ହିଁ ସାରା ଭରସା।