ବିଧାୟକଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଯାଜପୁର SDJM କୋର୍ଟରେ ହାଜର ହୋଇଥିଲେ ।
ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା।
ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ।
ପ୍ରାୟ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନା । ଗତକାଲି ରାତିରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀରୁ ବେଙ୍ଗାଲୁରୁ ଫେରିଥିବା ବେଳେ SIT ଟିମ୍ ତାଙ୍କୁ ତୁରନ୍ତ ଗିରଫ କରିଛି ।
ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି।
ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲା ଇଡି।
ଧରୁଆଡିହି ବସ୍ତିର ତାଙ୍କ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲେ ବିଷ୍ଣୁ। କୌଣସି ସୂତ୍ରରୁ ତାଙ୍କ ପ୍ରେମିକା ଏହି ଖବର ପାଇ ପ୍ରଥମେ ଗୋବିନ୍ଦପୁର ଓ ପରେ ଧରୁଆଡିହି ଥାନାରେ ଅଭିଯୋଗ କରିଥିଲେ।
୧୨ ବର୍ଷ ତଳେ ଉଭୟେ ଥିଲେ ଗୁରୁ-ଶିଷ୍ୟା । ହେଲେ ଏବେ କିନ୍ତୁ ଅହି-ନକୁଳ ସଂପର୍କ । ବିବାଦ ଏମିତି ଉଗ୍ରରୂପ ନେଲା ଯେ, ଶେଷରେ ଗୁରୁଙ୍କୁ ଯିବାକୁ ପଡ଼ିଲା ଜେଲ୍ ।
ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ବିବାଦ ପଛରେ ରହିଛି ୫ଲକ୍ଷ ୮୦ ହଜାର ଟଙ୍କାର କାରବାର ।
ପ୍ରେମ କରି ବନ୍ଧା ହେଲେ ଯୁବକ । ନାବାଳିକା ପ୍ରେମିକାକୁ ଉଦ୍ଧାର କରିବା ସହିତ ଉମାଶଙ୍କରକୁ ଗିରଫ କରିଛି ପୋଲିସ୍ ।
ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଝାଡ଼ଖଣ୍ଡରୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି ।
ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ ।
ଏଟିମ୍ ଲୁଟର ନୂଆ ଫଣ୍ଡା, ପୋଲିସ କବଜାରେ ୩ ଲୁଟେରାI ବଲାଙ୍ଗିରରେ ମାତିଛନ୍ତି ହରିୟାଣା ଲୁଟେରା, ସ୍ବାଇପ୍ ମେସିନରେ ଏମିତି ଚିଲିଛି ଲୁଟ୍। ଏନେଇ ପୋଲିସ କଡାକଡି ତଦନ୍ତ ଜାରି ରଖିଛି।
ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଜବତ ସହ ଅଭିଯୁକ୍ତ ଗିରଫ। ୨୦ କେଜି ଓଜନର, ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ।