• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Arrest

ଡିଜିଟାଲ୍ ଆରେଷ୍ଟ
Digital Arrest: ଡିଜିଟାଲ ଆରେଷ୍ଟ ଏକ ମନଗଢ଼ା ଶବ୍ଦ...ଏଭଳି ଠକେଇର ମୂଳଫଣ୍ଡା ମାଇଣ୍ଡ ଗେମ୍

ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। ଲୋକଙ୍କୁ ଲୁଟିବା ପାଇଁ ଏହା ଏକ ମନଗଢ଼ା ଶବ୍ଦ। ସୂଚନାର ଅଭାବ, ଅନଲାଇନ୍ କଥାବାର୍ତ୍ତା ଉପରେ ବିଶ୍ୱାସ କରି ଲୋକମାନେ ଠକାମିର ଶିକାର ହୁଅନ୍ତି। ସରଳ ଭାଷାରେ କହିବାକୁ ଗଲେ, ଡିଜିଟାଲ୍ ଆରେଷ୍ଟ ଏପରି ଏକ ଠକେଇ ଯେଉଁଥିରେ ଠକମାନେ ପୋଲିସ କିମ୍ବା ଅନ୍ୟାନ୍ୟ ସରକାରୀ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରନ୍ତି। ସେମାନେ ସେମାନଙ୍କର ପୀଡିତଙ୍କୁ ଫସାଇବା ପାଇଁ ମନସ୍ତାତ୍ତ୍ୱିକ କୌଶଳ, ମିଥ୍ୟା କାହାଣୀ ଏବଂ କୌଶଳ ବ୍ୟବହାର କରନ୍ତି ।

Fake Police Officer
Fake Police: ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା

ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା। ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ ,କାର, ମୋବାଇଲ ଫୋନ ଜବତ ହୋଇଛି l

Police
Chhattisgarh Police: ଖାକିକୁ ଖାତିର କଲେନି ଲୋକେ; ପାଖରେ ୱାରେଣ୍ଟ ଥିଲେ ବି କିଛି ଶୁଣିଲେନି

୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ୱାରେଣ୍ଟ ଧରି ଗିରଫ କରିବାକୁ ଛତିଶଗଡ଼ରୁ ବରଗଡ଼ ଆସିଥିଲା ପୋଲିସ୍ । ସ୍ଥାନୀୟ ଲୋକ ବିରୋଧ କରି ଠେଲାପେଲା କଲେ । ପରିସ୍ଥିତି ଏମିତି ହେଲା ଯେ, ଫେରିଗଲା ପୋଲିସ୍ ।

STA Joint Commissioner Arrested
Vigilance Arrest: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା

୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ହୋଇଯାଇଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି । ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି । ରେଡ୍‌ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା । ସେ କିଣିଛନ୍ତି ୧୧ଟି ପ୍ଲଟ ।

Thief Arrested
Thief Arrested: ସୁଟ୍ ବୁଟ୍ ପିନ୍ଧା ଚୋର ଧରାପଡିଲା, ପୋଲିସ ଆଶ୍ୱସ୍ତ

ଏ ଚୋର ସାଧାରଣ ଚୋର ନୁହେଁ । ସୁଟ୍ ବୁଟ୍ ପିନ୍ଧି ବିବାହ ମଣ୍ଡପ ଯାଏ । ନିମନ୍ତ୍ରିତ ଅତିଥି ଭଳି ବ୍ୟବହାର କରେ । ମଉକା ଦେଖି ଗହଣାଗାଣ୍ଠି ଓ ଟଙ୍କା ଧରି ଚମ୍ପଟ ମାରେ । ଗହଳି ଭିତରେ ହିଁ ଚୋରି କରେ । ବାରମ୍ୱାର ଏଭଳି ଘଟଣା ଘଟିବା ପରେ ଚିନ୍ତାରେ ପଡିଯାଇଥିଲା ପୋଲିସ୍ । ପୁରୀରେ ହୋଟେଲ୍ କର୍ମଚାରୀ ଏହି ଚୋରକୁ ଧରି ପୋଲିସ୍ ଜିମା ଦେଇଛନ୍ତି ।

Arrested
Question Paper Leak: ମହଙ୍ଗା ପଡ଼ିଲା ପ୍ରଶ୍ନ ପତ୍ର ଲିକ୍ ; ୧୦ ଛାତ୍ର ସହ ୨ଜଣଙ୍କୁ ବାନ୍ଧିଲା ପୁଲିସ

ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ଅଛି, ଏହି ଚେର କେତେ ଯାଏଁ ଲମ୍ବିଛି ତାହାର ତଦନ୍ତ କରୁଛି ପୋଲିସ।

Bargarh
Kurla Jungle Girl rescued: କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ଆଉ ଜଣଙ୍କୁ ଗିରଫ କଲା ପୋଲିସ

ସେପଟେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୋଲିସ। ଧନୁଯାତ୍ରା ଦିନ ରାହୁଲକୁ ପୀଡିତା ଯୁବତୀଙ୍କ ସହ ଦେଖାଯାଇଥିଲା। ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି।

ବଢିଲା ଚିନ୍ମୟ କୃଷ୍ଣଙ୍କ ଅଡୁଆ
Chinmaya Krishna Das: ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ବଢ଼ିଲା ଅଡୁଆ, ମିଳୁନାହାନ୍ତି ଓକିଲ

ପୂଜକ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ମିଳୁନାହାନ୍ତି ଓକିଲ । ମାସକ ପରେ ହେବ ପରବର୍ତ୍ତୀ ଶୁଣାଣି । ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବିରେ କରିଥିଲେ ବିକ୍ଷୋଭ ।

Attack on Dharmasala MLA  Himanshu Sahoo
Attack on Himanshu Sahoo: ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଜେଲ୍ ଗଲେ ୧୦ ଅଭିଯୁକ୍ତ

ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଯାଜପୁର SDJM କୋର୍ଟରେ ହାଜର ହୋଇଥିଲେ । 

 Subhadra Yojana Registrations
ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ମାଗୁଥିଲେ; ବନ୍ଧା ହେଲେ ସିଏସସି କର୍ମଚାରୀ

ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। 

Jan Seva Kendra Employees Arrested
ମହଙ୍ଗା ପଡ଼ିଲା ‘ସୁଭଦ୍ରା’ ଦରଖାସ୍ତ ପାଇଁ ଅର୍ଥ ଦାବି; ଗିରଫ ହେଲେ ୨ ଜନସେବା କେନ୍ଦ୍ର କର୍ମଚାରୀ...

ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବାବେଳେ ୨ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ଦାବି କରିଥିଲେ।

Prajwal Revanna
ଜର୍ମାନୀରୁ ଫେରିଲେ ପ୍ରଜ୍ଜ୍ୱଳ ରେଭାନ୍ନା; ଅଧରାତିରେ ଗିରଫ କଲା SIT ଟିମ୍‌ 

ପ୍ରାୟ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ନିଲମ୍ବିତ ଜେଡିଏସ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନା । ଗତକାଲି ରାତିରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀରୁ ବେଙ୍ଗାଲୁରୁ ଫେରିଥିବା ବେଳେ SIT ଟିମ୍‌ ତାଙ୍କୁ ତୁରନ୍ତ ଗିରଫ କରିଛି ।

Odisha Youtuber Arrest
ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି

ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି।

Arvind Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲା ଇଡି।

Bride Arrest
ମହଙ୍ଗା ପଡ଼ିଲା ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ; ଅଧାବାଟରୁ ବରକୁ ଉଠାଇନେଲା ପୋଲିସ

ଧରୁଆଡିହି ବସ୍ତିର ତାଙ୍କ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲେ ବିଷ୍ଣୁ। କୌଣସି ସୂତ୍ରରୁ ତାଙ୍କ ପ୍ରେମିକା ଏହି ଖବର ପାଇ ପ୍ରଥମେ ଗୋବିନ୍ଦପୁର ଓ ପରେ ଧରୁଆଡିହି ଥାନାରେ ଅଭିଯୋଗ କରିଥିଲେ।

Odia Actress Mousumi Nayak Arrest
ଦିନେ ଥିଲେ ଗୁରୁ-ଶିଷ୍ୟା, ଏବେ ପାଲଟିଛନ୍ତି ପରମଶତ୍ରୁ

୧୨ ବର୍ଷ ତଳେ ଉଭୟେ ଥିଲେ ଗୁରୁ-ଶିଷ୍ୟା । ହେଲେ ଏବେ କିନ୍ତୁ ଅହି-ନକୁଳ ସଂପର୍କ । ବିବାଦ ଏମିତି ଉଗ୍ରରୂପ ନେଲା ଯେ, ଶେଷରେ ଗୁରୁଙ୍କୁ ଯିବାକୁ ପଡ଼ିଲା ଜେଲ୍ । 

Odia Actress Mousumi Nayak Arrest
ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ବିବାଦ ପଛରେ ରହିଛି ୫ଲକ୍ଷ ୮୦ ହଜାର ଟଙ୍କାର କାରବାର ।

love story
ନାବାଳିକାକୁ ପ୍ରେମ କରି ହରଡ଼ାଘଣାରେ ଯୁବକ, ଛତିଶଗଡ଼ରୁ ଆସି ବଲାଙ୍ଗୀରରେ ବାନ୍ଧିଲା ପୋଲିସ

ପ୍ରେମ କରି ବନ୍ଧା ହେଲେ ଯୁବକ । ନାବାଳିକା ପ୍ରେମିକାକୁ ଉଦ୍ଧାର କରିବା ସହିତ ଉମାଶଙ୍କରକୁ ଗିରଫ କରିଛି ପୋଲିସ୍ ।

Jharkhand woman
ଜନ୍ମଦେବାର କିଛି ମିନିଟ୍‌ ପରେ ସାଢ଼େ ୪ ଲକ୍ଷରେ ଛୁଆକୁ ବିକିଦେଲା ମାଆ !

ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍‌ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଝାଡ଼ଖଣ୍ଡରୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି ।

Imran Khan
ଗିରଫ ପୂର୍ବରୁ ପୋଲିସକୁ ଚକମା ଦେଇ ଖସିଗଲେ ଇମ୍ରାନ୍ !

ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ ।

atm robbers
ଏବେ ଏଟିମ୍ ସ୍ବାପ୍ କରୁଥିଲେ ସାବଧାନ ଥିବେ

ଏଟିମ୍ ଲୁଟର ନୂଆ ଫଣ୍ଡା, ପୋଲିସ କବଜାରେ ୩ ଲୁଟେରାI ବଲାଙ୍ଗିରରେ ମାତିଛନ୍ତି ହରିୟାଣା ଲୁଟେରା, ସ୍ବାଇପ୍ ମେସିନରେ ଏମିତି ଚିଲିଛି ଲୁଟ୍। ଏନେଇ ପୋଲିସ କଡାକଡି ତଦନ୍ତ ଜାରି ରଖିଛି।

Police Seize Ganja Worth 80 Lakh In Ganjam, 1 Arrested
୮୦ ଲକ୍ଷର ଗଞ୍ଜେଇ ଜବତ

ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଜବତ ସହ ଅଭିଯୁକ୍ତ ଗିରଫ। ୨୦ କେଜି ଓଜନର, ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ।