ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ?
ପତ୍ନୀ ସୋମବାରି କେଉଁଠି ପ୍ରାଣ ହରାଇସାରିଥିବ ଭାବି ଶୁଦ୍ଧିକ୍ରିୟା ସାରିଦେଲେ ସ୍ବାମୀ ଜୟ ସିଂ।
କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।
ପିଲାଙ୍କୁ ମାଗଣାରେ ପଢ଼ାଇ ଚର୍ଚ୍ଚାରେ ଦିବ୍ୟାଙ୍ଗ ଶିକ୍ଷକ
୫ ଟଙ୍କାରେ ହବିଷ୍ୟାଳିଙ୍କୁ ଦିଆଯାଉଛି ହବିଷାନ୍ନ । ପ୍ରତିଦିନ ରାଧାରାଣୀ ମଠରେ ପ୍ରସ୍ତୁତ ହୋଇଥାଏ ଏହି ଖାଦ୍ୟ ।
ଔଷଧ ଦେଇ ଦେଇ ବାଣପୁର ଅଂଚଳରେ ସିଏ ଏତେ ପ୍ରସିଦ୍ଧ ଯେ ସମସ୍ତେ ତାଙ୍କୁ ଦିଗାଭାଇନା ବୋଲି ଡାକନ୍ତି । ଆଉ ଲୋକଙ୍କ ସହ ବେଶ୍ ସହଜରେ ମିଶିପାରନ୍ତି ଦିଗା ।
ଉଚ୍ଚ ଶିକ୍ଷା ବିଭାଗ ପାର୍ଥର ପୁରୀ ହଷ୍ଟେଲର ଜମିର କାଗଜପତ୍ର ଏସସିଏସ ଯୁକ୍ତ୨ ସ୍କୁଲ ନାମରେ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ।
ଅନ୍ୟ ରାଜ୍ୟରେ ଏଭଳି ହୋଇଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରନ୍ତେଣି । କିନ୍ତୁ ଆମ ରାଜ୍ୟରେ ସେମିତି କିଛି ଦେଖିବାକୁ ମିଳୁନି ।
ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ।
ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ।
ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ ତାଙ୍କୁ ଇଡିରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା ।
ପ୍ରଥମେ ସେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଦଳରୁ ଟିକଟ ନମିଳିବାରୁ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।
ଅସହ୍ୟ ହେଲା ବନ ବିଭାଗର ଅତ୍ୟାଚାର,ଆତ୍ମହତ୍ୟା କରିଛନ୍ତି ଅନୁଗୁଳର ଜଣେ ଚାଷୀ ।
ଫୋନ୍ ପାଇଁ ପାଟିତୁଣ୍ଡ । ସ୍ତ୍ରୀର ମନ ରଖି ଦାମିକିଆ ମୋବାଇଲ୍ ଆଣି ଦେଇଥିଲେ ଯୁବକ । ହେଲେ ଟଙ୍କା ନଥିବାରୁ ଫାଇନାନ୍ସ କରି ମୋବାଇଲ କଣିଥିଲେ । ଅନ୍ୟପଟେ ଫାଇନାନ୍ସ ସମ୍ପର୍କରେ ସ୍ତ୍ରୀକୁ ଲୁଚାଇଥିଲେ । ଆଉ ଏତିକିରେ . . .
କ୍ରାଇମର ହଟସ୍ପଟ ପାଲଟି ଗଲାଣି ରାଜଧାନୀ । ଅପରାଧ ନିୟନ୍ତ୍ରଣ ନେଇ କମିଶନରେଟ ପୋଲିସ ବାହାସ୍ପୋଟ ମାରୁଥିଲେ ହେଁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କଥା କଥାକେ ଏଠି ବୁଲୁଛି ଖଣ୍ଡାକାତି।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ।
ପ୍ରାଣୀ ପ୍ରେମରେ ବନ୍ଧା ଉପେନ୍ଦ୍ର ମଉସା । କୁକୁର, ବିଲେଇଙ୍କୁ ଘଡ଼ିଏ ନଦେଖିଲେ ଅନ୍ଧ , ଯେପରି ସେମାନେ ଜଣେ ଜଣେ ପରିବାର ସଦସ୍ୟ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁଙ୍କ କ୍ୟାମ୍ପେନ୍ ଜୋର୍ । ବିଜେଡି ଓ କଂଗ୍ରେସ ଯୋଦ୍ଧା ବି ମାଗିଲେଣି ଭୋଟ୍ ।
୨୩ କିମ୍ବା ୨୪ରେ ବଙ୍ଗୋପସାଗରରେ ସାଇକ୍ଲୋନ୍ ଆଶଙ୍କା । ଆଇଏମଡିର ସୂଚନା, ସ୍ପଷ୍ଟ ହୋଇନି ଲ୍ୟାଣ୍ଡଫଲ୍ ସ୍ଥଳ । ବିଭିନ୍ନ ପାଣିପାଗ ମଡେଲର ଆକଳନକୁ ନେଇ ନାନା ଚର୍ଚ୍ଚା ।
ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ନେତା । ଅଫିସର, ଠିକାଦାରଙ୍କଠୁ ବ୍ୟବସାୟୀ । ମାୟା ଜାଲରେ ଫଶିଛନ୍ତି ଆଚ୍ଛା ଆଚ୍ଛା ଲୋକ । ପ୍ରଥମେ ହନିଟ୍ରାପ୍, ଆଉ ପରେ ବ୍ଲାକମେଲିଂର କଳାଧନ୍ଦାରେ ଛନ୍ଦି ହେଲେ, ଟଙ୍କା ଗଣିଲେ ।
ଶିକ୍ଷା ବର୍ଷ ଅଧାରୁ ନବମରେ ନୂଆ କୋର୍ସ ସବୁ ଲାଗୁ ହେବ । ଏହାକୁ ପଢ଼ାଇବାକୁ ସମୟ ସାରଣୀ କଣ ରହିବ ? କିଏ ଏହାକୁ ପଢାଇବେ ? ତାହା ବି ଏଯାଏ ସ୍ପଷ୍ଟ କରିନି ବୋର୍ଡ ।
ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ରେଳ ଅଧିକାରୀ ।
ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ ।
ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।