ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।
ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଖଣ୍ଡଗିରି ଥାନା ମାମାଲାରେ ରହସ୍ୟମୟୀଙ୍କୁ ମିଳିଛି ଜାମିନ । ଅର୍ଚ୍ଚନାଙ୍କ ନାଁରେ ଦାୟର ହୋଇଥିବା ମୋଟ ୩ଟି ମାମଲାରୁ ୨ଟିରେ ଜାମିନ ମିଳିଛି ।
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଝଟକା ।
ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଳରେ ଥିବା ଜଗବନ୍ଧୁ ଚାନ୍ଦଙ୍କ ପତ୍ନୀ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।
ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ । କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।
ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି ।
ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍ ମାନୁଆଲ୍ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ।
ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ ସିନେ ପ୍ରଯୋଜକ ପ୍ରମୋଦଙ୍କୁ କେମିତି ଯୌନ ନିର୍ଯାତନା ଜାଲରେ ଛନ୍ଦି ଟଙ୍କା ଆଦାୟ କରିଥିଲେ ତା’ର ଗୁମର ଖୋଲିଛି ଇଡି। ନାଗ ଦମ୍ପତିଙ୍କୁ ସିନେ ପ୍ରଯୋଜକ ୩୩ ଲକ୍ଷ ଟଙ୍କା ଦେଇଥିଲେ।
ବିଦେଶକୁ ମଧ୍ୟ ଲମ୍ବିଥାଇପାରେ ଅର୍ଚ୍ଚନାର ଟଙ୍କା କାରବାର ଚେର।
ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର ।
ପ୍ରଡ୍ୟୁସର ଅକ୍ଷୟ ପରିଜା ବ୍ଲାକମେଲ ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି ।
ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଗିରଫ କଲା ଇଡି
ଅର୍ଚ୍ଚନା ଥିବା ବେଳେ ମାଗି ମାଗି ଦେଲେନି, ଏବେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ
ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ।
ବ୍ଲାକମେଲ କ୍ୱିନ୍ର କଳା କାରବାରର ଚାଞ୍ଚଲ୍ୟକର ତଥ୍ୟ..ରାଜଧାନୀରେ କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ, କିଭଳି ଫଶୁଥିଲେ ବଡ଼ ବଡ଼ିଆ..ଆଉ କିଏ ହେଉଥିଲେ ମାଲାମାଲ୍?
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି ।
ଜେଲ୍ରେ ଭଲ ଲାଗୁଥିଲା, ଇଡି ଅଫିସ୍ରେ ଭଲ ଲାଗୁନି। ଅଧ ରାତିରେ ମହିଳା କନେଷ୍ଟବଳଙ୍କୁ ଏମିତି କହିଲେ ଅର୍ଚ୍ଚନା..
ଅର୍ଚ୍ଚନା ନାଗକୁ ଗିରଫ ସବୁ ନିୟମ ଅନୁସାରେ କରିଛୁ କହିଲେ ଭୁବନେଶ୍ୱର ଡିସିପି ।
ମୋତେ ଫସାଇବା ପଛରେ ନେତା-ମନ୍ତ୍ରୀ କି କିଏ, ପ୍ରମାଣ ଦେବି କହିଲେ ଅର୍ଚ୍ଚନା । ଇଡିଠୁ ବି ବଡ଼ ଯାଞ୍ଚ ଏଜେନ୍ସିକୁ ସାମ୍ନା ପାଇଁ ପ୍ରସ୍ତୁତ ଅଛି ।
କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ଆସି ସେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ମୁଁ କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା ନାଗ। ସବୁ ଗୁମର ଖୋଲିବ, ମୁଁ କାହାକୁ ଛାଡ଼ିବିନି କହିଲେ ଅର୍ଚ୍ଚନା।