ଉଚ୍ଚ ଶିକ୍ଷା ବିଭାଗ ପାର୍ଥର ପୁରୀ ହଷ୍ଟେଲର ଜମିର କାଗଜପତ୍ର ଏସସିଏସ ଯୁକ୍ତ୨ ସ୍କୁଲ ନାମରେ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ।