ଦରମା କଥା ଶୁଣିବା ପରେ ଝିଅ ଘର ଲୋକ କାଳେ କହୁଥିଲେ ପିଲା ୧୩ ହଜାର ପାଉଛି । ଏଥିରେ ସେ ନିଜେ ତ ଚଳିପାରୁନଥିବ ଝିଅକୁ ଚଳାଇବ କେମିତି ?
ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ।
ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ।
ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।
କଟକରେ ଯୁବକଙ୍କ ହାତ ବାନ୍ଧି ରାସ୍ତା ଉପରେ ଦୌଡ଼ାଇବା ଘଟଣାରେ ଆକ୍ସନ୍ ମୋଡ୍ରେ ପୋଲିସ୍। ଆଜି ଦୁଇ ଜଣ ଯୁବକଙ୍କୁ ଲାଲବାଗ୍ ପୋଲିସ୍ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।
୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।
ଅର୍ଚ୍ଚାନାଙ୍କୁ ତ୍ରାହି ନାହିଁ, ଏବେ ଜେଲର ଚାରିକାନ୍ଥ ଭିତରେ ରହିବେ ଲେଡି ବ୍ଲାକମେଲର
୨ଟି ଗାଡ଼ିରେ ୪ରୁ ୫ ଜଣ ଯୁବକ ଆସି ଆଗେ ଆଗେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି। ଏହାପରେ ଦୌଡ଼ାଇ ଦୌଡ଼ାଇ ପାଖାପାଖି ୨ କିଲୋମିଟର ଯାଏ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନେଇଥିଲେ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ, ସୋମବାର। ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବିଜେଡି ବିରୋଧରେ ବିଦ୍ରୋହ କରି ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳୀୟ ଶୃଙ୍ଖଳାକୁ ମାନି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହି ସ୍ୱାଧୀନ ଭାବେ ଲଢ଼ିବେ। ତାହା ଆଜି ସ୍ପଷ୍ଟ ହୋଇଯିବ।
ପାପଧନ ଅର୍ଜନ କରି ଯିଏ ଦିନେ ବିଳାସମୟ କୋଠାରେ ରହୁଥିଲେ, ଆଜି ସେହି ଲେଡି ବ୍ଲାକ୍ମେଲର୍ ଏବେ ବିଚାରାଧିନ ବନ୍ଦୀ। କୁହାଯାଉଛି, କେତେବେଳେ ଜେଲ୍ ଭିତରେ ଅର୍ଚ୍ଚନା ଲୁହ ଗଡ଼ାଉଛନ୍ତି ତ ଆଉ କେତେବେଳେ ଗୁମ୍ସୁମ୍ ରହୁଛନ୍ତି।
ପିଲାଙ୍କୁ ରୋଷେୟା ପାଠ ପଢ଼ାଇଲେ ତାଙ୍କର ଭବିଷ୍ୟତ କ’ଣ ହେବ ? ଆଗକୁ ଯାଇ ସେମାନେ କରିବେ କ’ଣ ?
ଶୀତର ପହିଲି ସ୍ପର୍ଶକୁ ଅପେକ୍ଷା କରିଛି ଚିଲିକାର ଶାନ୍ତ ଜଳରାଶି, ଆଉ ଏବେ ଠାରୁ ହଜାର ହଜାର ମାଇଲ ଦୂରରୁ ଚିଲିକାରେ ପହଞ୍ଚିଛନ୍ତି ଅନେକ ପକ୍ଷୀ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପାଠ ପଢିବାକୁ ଉଭୟଙ୍କ ଆଗ୍ରହ, ଦିନେ ବି କ୍ଲାସ୍ ମିସ୍ ହୁଏନି। ଘରେ ବି ପାଠ ପଢନ୍ତି। ହେଲେ ପାଠପଢା ସହ ଆତ୍ମନିର୍ଭରଶୀଳ ହେବାକୁ ଉଭୟଙ୍କ ଥିଲା ଇଚ୍ଛା।
୨୦୦୯ରୁ ୨୦୨୨ ଯାଏଁ ଏହି ୧୩ ବର୍ଷ ଭିତରେ ଏ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରତିବର୍ଷ ବିଭାଗକୁ ବିନିଯୋଗ ପ୍ରମାଣପତ୍ର ମାଗି ଆସୁଛି ରାଜ୍ୟ ଅର୍ଥ ବିଭାଗ କିନ୍ତୁ ପର୍ଯ୍ୟଟନ ବିଭାଗ, ଅର୍ଥ ବିଭାଗକୁ ନା ଉତ୍ତର ଦେଉଛି ନା ୟୁସି।
ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବା ପରେ ସ୍ଥାନୀୟ ବିଜେଡି କର୍ମୀମାନେ ଦଳୀୟ ନେତାଙ୍କୁ ଏ ସଂପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି।
ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦକୁ ନେଇ ରାଜନୀତି ବି ସରଗରମ। ବିରୋଧୀଙ୍କ ଯୁକ୍ତି ଶାସକ ବିଜେଡ଼ିର ଇଏ ଆଉ ଏକ ଧୂଆଁବାଣ।
ପିଲା ଛୁଆଙ୍କୁ ଧରି ଏମିତି ଭଙ୍ଗା କାନ୍ଥ ଓ ରାସ୍ତା ଉପରେ ଶୋଇ ରହିଛନ୍ତି ଛୋଟ ପିଲା, ମହିଳା ଓ ବୟସ୍କ ।
ରାଜ୍ୟ ରାଜନୀତିରେ ଦବ୍ଦବା ଜାହିର କରିଥିବା ବବି ଦାସଙ୍କ ଏବେ OCA(Odisha Cricket Association) ଉପରେ ଆଖି। OCA ଉପରେ ସିଧାସଳଖ କବ୍ଜା ପାଇଁ ବିଜେଡି ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
୨୦୨୩ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ୮୦% ଅଞ୍ଚଳରେ 5G ସେବା ମିଳିବ ।
ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର ପର୍ବ, ଆନନ୍ଦର ପର୍ବ। ଦୀପାବଳି ଆସିଲେ ଯେଉଁ କାରିଗରଙ୍କ ମନରେ ଉତ୍ସାହ ବଢ଼ିଯାଏ ସେମାନେ ହେଉଛନ୍ତି କୁମ୍ଭକାର।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି।
ଚୁକ୍ତିଭିତ୍ତିକ ଗ୍ରୁପ ବି, ସି, ଡି ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ୭୬ ବର୍ଷ ପୂରି ୭୭ ବର୍ଷ ଚାଲିଲା। ପୱନ ଚାମ୍ଲିଙ୍ଗ ଓ ଜ୍ୟୋତି ବସୁଙ୍କ ପରେ ଲଗାତର ପାଞ୍ଚଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ନବୀନ ପଟ୍ଟନାୟକ ହେଉଛନ୍ତି ତୃତୀୟ ଭାରତୀୟ ରାଜନେତା।