ବସ୍ର ଯେଉଁ ନମ୍ବର ଦିଆଯାଇଛି, ବାସ୍ତବରେ ସେଇଟା ହେଉଛି ଗୋଟିଏ ପଲସର ମୋଟର ସାଇକେଲ୍ର।
ଭାରତୀୟ ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ
ଜୟପୁରକୁ ଉଡାନ୍ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି।
ସମ୍ଭାବ୍ୟ ବର୍ଷା ଓ ପ୍ରଶାସନର ଚଢାଉକୁ ନେଇ ଚିନ୍ତାରେ ବାଣ ବ୍ୟବସାୟୀ
ବର୍ଷାକୁ ନେଇ ଛାନିଆ ଚାଷୀକୂଳ, ଦରପାଚିଲା ଧାନକୁ ଆଗୁଆ କାଟିନେଲେ ଚାଷୀ
ଦୀର୍ଘ ଦିନ ହେବ ଅସ୍ଥାୟୀ ଭାବେ କାମ କରୁଥିବାବେଳେ କାହିଁକି ସେମାନଙ୍କୁ ଏହି ପ୍ରଥାରୁ ବାଦ ଦିଆଗଲା ନାହିଁ।
ସ୍ତ୍ରୀକୁ ମାରି ଅଗଣାରେ ପୋତିଦେଲା ମଦ୍ୟପ ସ୍ୱାମୀ । ୪୫ ଦିନ ପରେ ପୋଲିସ ଆସି ଖୋଳିଲା ମାଟି ମୃତଦେହ ଉଦ୍ଧାର କରିଛି ।
ଦୀର୍ଘ ୩ ବର୍ଷ ହେବ ସେମାନେ ରାସନ କାର୍ଡର ସୁବିଧା ପାଉଥିବା ଅଭିଯୋଗ ହୋଇଛି ।
ଏଥର ଦୀପାବଳି ହେବ ସ୍ୱତନ୍ତ୍ର । ବେରୋଜଗାର ଯୁବପିଢ଼ିଙ୍କୁ ମିଳିବ ନିଯୁକ୍ତି ପତ୍ର ।
ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସାମାନ୍ୟ କମ୍ ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୧୦୦ ଟଙ୍କା ରହିଛି ।
ଏକାଦଶୀଙ୍କ ଠାରୁ ବାଉଁଶ ଉପକରଣ ତିଆରି କଳା ଶିକ୍ଷା କରି ଆଖପାଖ ଅଞ୍ଚଳର କିଛି ଉତ୍ସାହୀ ଯୁବକ ବି ହୋଇପାରିଛନ୍ତି ସ୍ୱାବଲମ୍ବୀ ।
ରାଜଗାଙ୍ଗପୁର, କୁତ୍ରା ବ୍ଲକର ୫ ପଞ୍ଚାୟତର ବାସିନ୍ଦା । ରାଜଗାଙ୍ଗପୁର କେଶ୍ରାମାଲରୁ ସୁନ୍ଦରଗଡ ପର୍ଯ୍ୟନ୍ତ ପଦଯାତ୍ରା ।
ବୈଠକରେ ଏସ୍ଆର୍ସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନଦୀ ଭିତରେ ସିଧା ସଳଖ ମଳତ୍ୟାଗ କରୁଛନ୍ତି ଲୋକେ । ବାହ୍ୟମଳମୁକ୍ତ ଅଞ୍ଚଳ ଘୋଷଣା ସତ୍ତ୍ୱେ ଖୋଲାରେ ମଳତ୍ୟାଗ ।
ଉଚ୍ଚଶିକ୍ଷାରୁ ବଞ୍ଚିତ ଯାମୁଯୋରୀ କଇଁଙ୍ଗ ଗାଁର ଛାତ୍ରଛାତ୍ରୀ, ଗାଁରୁ କେହି ହେଲେ କଲେଜ ମାଟି ମାଡ଼ି ନାହାନ୍ତି
ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବିପୁଳ ପରିମାଣର ବାଣ ଗଛିତ ଥିବା ସନ୍ଦେହ କରୁଛି ପୋଲିସ ।
ବଜାରରେ ଭଳିକି ଭଳି ପନିପରିବା । ବେପାରି ପରିବା ଧରି ବିକିବା ପାଇଁ ବସିଛି । ଗ୍ରାହକ ବି ପରିବା କିଣିବା ପାଇଁ ବଜାରରେ ବୁଲୁଛନ୍ତି । ହେଲେ ଦର ପଚାରି ପରିବାରେ ହାତ ନ ମାରି ଚାଲି ଯାଉଛନ୍ତି।
ଆଇଏମଡି ଜିଏଫଏସ୍ ମଡେଲ କହୁଛି, ଓଡିଶାରେ ସ୍ଥଳ ଭାଗ ଛୁଇଁ ପାରେ ବାତ୍ୟା ସିତ୍ରାଙ୍ଗ । ତେବେ ଆଇଏମ୍ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩ ନମ୍ବର ରୁଟ୍ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା । ଫଳରେ ବସ୍ର ଦୁଇଟି ଯାକ ଡୋର ଖୋଲି ନଥିଲା ।
ସଜେଇ ହେଉଛି କଟକର ଐତିହାସିକ ବାଲିଯାତ୍ରା ପଡିଆ । ବାଲିଯାତ୍ରା ପଡିଆର ମୁଖ୍ୟ ଗେଟ୍ରେ ଚାଲିଛି ରଙ୍ଗ କାମ । ଆଉ ଏପଟେ ପଡିଆରେ ବ୍ୟବସାୟୀ ଏବଂ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । ହେଲେ ପ୍ଲଟ୍ ନିଲାମ ଆରମ୍ଭରୁ ଦେଖାଦେଇଛି ବିବାଦ ।
ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି ।
ଖଡଗେ ସଭାପତି ହେବା ପରେ ତାଙ୍କ ଆଗରେ ଉଭୟ ସାଂଗଠନିକ ଓ ରାଜନୈତିକ ସ୍ତରରେ ଅନେକ ଚ୍ୟାଲେଞ୍ଜ୍ କୁହାଯାଉଛି, ସଭାପତି ହେବା ସତ୍ତ୍ୱେ ଗାନ୍ଧୀ ପରିବାର ଛାଇରୁ ବାହାରି ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ତ ଖଡଗେ?