• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mohammed Moquim

Mohammed Moquim
ମୋକିମଙ୍କୁ ହାଇକୋର୍ଟ ଝଟକା...ଲଢ଼ି ପାରିବେ ତ ଆଗାମୀ ନିର୍ବାଚନ... ଜୋର୍ ଧରିଲା କଳ୍ପନାଜଳ୍ପନା

ମୋକିମ କହିଛନ୍ତି ଯେ, ଆଇନର ବ୍ୟବସ୍ଥା ଅନୁସାରେ ଆଗକୁ ଆଉ କ’ଣ ପଦକ୍ଷେପ ନିଆଯାଇପାରିବ ସେନେଇ ଓକିଲଙ୍କ ସହ ଆଲୋଚନା କରିବି ।

suspension removed from 3 congress leaders
ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା, ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ

କଂଗ୍ରେସକୁ ଫେରିଲେ ୩ ବରିଷ୍ଠ ନେତା। ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ ।

Corporators Protest At CMC Office
ଅର୍ବାନ ହାଟ ପିଣ୍ଡି ବଣ୍ଟନରେ ଅନିୟମିତତା ଅଭିଯୋଗ, କାଲିଠୁ ଜାରି ରହିଛି କର୍ପୋରେଟରଙ୍କ ଧାରଣା

ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି ।

Congress
ଆକ୍ସନ ପରେ ରିଆକ୍ସନ; କାର୍ଯ୍ୟକାରିଣୀ ବୈଠକ ପରେ ଉଠିବ କି ସସପେଣ୍ତ ଅର୍ଡର ?

ଛିଡ଼ିବ କଣ ଦିନକୁ ଦିନ ବଢ଼ିବାରେ ଲାଗିଛି କଂଗ୍ରେସ କନ୍ଦଳ। ଦଳରୁ ଦୁଇ ଟାଣୁଆ ନେତା ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ ପରେ ରାସ୍ତାକୁ ଓହ୍ଲାଇଲେଣି ତାଙ୍କ ସମର୍ଥକ। ଆଜି ସିଧା କଂଗ୍ରେସ ଭବନକୁ ଆସି ହଙ୍ଗାମା କରିବା ସହ ଶୀଘ୍ର ସସପେନସନ ନଉଠିଲେ ଆଗକୁ ପରିଣାମ ଉଗ୍ର ହେବାର ଚେତବାନୀ ବି ଦେଇଛନ୍ତି। ସେପଟେ ଆଜି ପିସିସି ଶୃଙ୍ଖଳା କମିଟି ବୈଠକରେ ଏ ପ୍ରସଙ୍ଗ ଉଠିନଥିବାବେଳେ କାଲିଠୁ ଆରମ୍ଭ ହେବାକୁ ଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏକଥା ଉଠାଇବାର ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର।

congress
ଆକ୍ସନ ମୋଡରେ କଂଗ୍ରେସ, ୨୪ ଭୋଟ୍ ପୂର୍ବରୁ ବିଶୃଙ୍ଖଳାକାରୀଙ୍କ ପାଇଁ ସତର୍କଘଣ୍ଟି

ଟପ୍ ଲିଡର ମୋକିମ୍ ଓ ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ସସପେଣ୍ଡ କଲା AICC

Show Cause Notice To Congress MLA Mohammed Moquim And Sura Routray
କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଓ ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌

ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି।

Mohammed Moquim
‘ନୋଟା ସହ କଂଗ୍ରେସର ଭୋଟ ହାର ସମାନ’

ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

Mohammed Moquim, Congress
ରହିଲା ମୋକିମଙ୍କ ବିଧାୟକ ପଦ, ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶରେ ହାଇକୋର୍ଟଙ୍କ ରୋକ୍

ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ।

Mohammed Moquim
ହାଇକୋର୍ଟରେ ମୋକିମଙ୍କ ଆବେଦନ ଗୃହିତ, ଜାମିନ ମଞ୍ଜୁର

୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି ।

ORHDC corruption case: Congress MLA Mohammed Moquim moves Orissa High Court
ହାଇକୋର୍ଟ ଗଲେ ବିଧାୟକ ମହମ୍ମଦ ମୋକିମ୍

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମ୍‌ଙ୍କୁ ଦଣ୍ଡାଦେଶ ଦେଇଥିଲେ। ଫଳରେ ମୋକିମ୍‌ଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି।

Mohammed Moquim
ବଡ଼ ଖବର ! ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌

ମୋକିମ୍‌ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ ।

Tara Prasad Bahinipati, Mohammed Moquim
‘ମୋ ଉତ୍ତର ନ ମିଳିଲେ ମୁଁ କଂଗ୍ରେସ ଭବନ ଯିବିନି’

ଦଳୀୟ ରାଜନୀତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ତାରା-ମୋକିମ ।

Special story
ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ : ମୋକିମଙ୍କ କ୍ଷେତ୍ରରେ କାମ କଲା କି ନବୀନଙ୍କ ଅପିଲ?

ମହମ୍ମଦ ମୋକିମଙ୍କ ପଦକ୍ଷେପକୁ ବିଜେପି ଓ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି ।

Congress MLA Mohammed Moquim votes for NDA's Prez candidate Draupadi Murmu
ମୋକିମଙ୍କ ପାଇଁ ମହଙ୍ଗା ପଡ଼ିବ କି କ୍ରସ୍‌ ଭୋଟିଂ ?

ଦଳର ନିର୍ଦ୍ଦେଶ ଫାଙ୍କି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଏନେଇ କଂଗ୍ରେସ ନେତାମାନେ ନିନ୍ଦା କରିଛନ୍ତି।