• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crimes In Odisha

Crime
ଯୁକ୍ତଦୁଇ ଛାତ୍ରୀଙ୍କୁ ଗ୍ୟାଙ୍ଗରେପ୍, ଏସପି କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ବ୍ରହ୍ମପୁରରେ ପ୍ଲସ-ଟୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତେଜିଲା ପ୍ରତିବାଦ । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରୁଛି ବିଜେପି ।

Crime
ବର୍ବର... ନିଶା ଦେଇ ନାବାଳିକାଙ୍କୁ ଆଠ ଜଣ ସହପାଠୀଙ୍କ ଦୁଷ୍କର୍ମ!

ବ୍ରହ୍ମପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନିଶା ଦେଇ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ୮ ଜଣ ପୁରୁଷବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

Crime
ଭଡ଼ାଟିଆଙ୍କ ପ୍ରେମ ପାଇଁ ଗଲା ଘର ମାଲିକ ଜୀବନ, ବାଲେଶ୍ୱର ନେଇ କଲେ ହତ୍ୟା

ମୟୂରଭଞ୍ଜରେ ମର୍ଡର ପ୍ଲାନ, ବାଲେଶ୍ୱରରେ ହତ୍ୟା । ଘର ଭଡ଼ାଟିଆ ହାତରେ ଗଲା ମାଲିକର ଜୀବନ । ନୀଳଗିରି ଅଞ୍ଚଳରେ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Forest Department
ଅଭୟାରଣ୍ୟରେ ଥମୁନି ଶିକାରୀଙ୍କ ଆତଙ୍କରାଜ

ଅଭୟାରଣ୍ୟରେ ଜାରି ରହିଛି ମାଫିଆ ଏବଂ ଶିକାରୀଙ୍କ ଆତଙ୍କରାଜ। କୁଲଡିହା ହେଉ କିମ୍ବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ବନ୍ୟପ୍ରାଣୀ ମାଫିଆ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା।

Crime
ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼, ଆଇନ ହାତକୁ ନନେବାକୁ ପୁରୀ ଏସପିଙ୍କ ଅନୁରୋଧ

ପୁରୀ ସଦର ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ୩ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ଼ର ଭିଡିଓ ଭାଇରାଲ୍ । ପୁରୀ ସଦର ବ୍ଲକ ଶାସନ ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ଗଧିଆପାଟଣା ଓ ପିଳିପିଳା ଅଞ୍ଚଳରେ ଦୁଇ ଜଣ ଏବଂ ପୁରୀ ସଦର ଅନ୍ତର୍ଗତ କୋଇଲାଅଡା ଅଞ୍ଚଳରେ ଆଉ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଭିଡିଓ ଭାଇରାଲ୍ ହୋଇଛି ।

Crime
ଏକ ତରଫା ଭାଉଜ ପ୍ରେମରେ ଅନ୍ଧ, ଭାଇକୁ ମାରିଦେଲା ଭାଇ

ଭାଉଜକୁ ଏକ ତରଫା ପ୍ରେମ । ବିରୋଧ କରିବାରୁ ଭାଇକୁ ନିର୍ମମ ହତ୍ୟା । ରାଜଧାନୀ ଉପକଣ୍ଠରେ ଏଭଳି ହତ୍ୟାକାଣ୍ଡ ଘଟିଛି ।

man kills wife
ମଦ ପିଇ ମାତାଲ ହେଉଥିବା ପତ୍ନୀର ପ୍ରାଣ ନେଲା ସ୍ବାମୀ; ୨ ପିଲାଙ୍କୁ ଧରି ଶବ ସହ ରହିଲା ୩ ଦିନ !

ଭୁବନେଶ୍ବର ସାଲିଆସାହି ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ପିଇ ମାତାଲ ହେଉଥିବାରୁ ପତ୍ନୀର ପ୍ରାଣ ନେଲା ସ୍ବାମୀ ! ହତ୍ୟା ପରେ ୨ ପିଲାଙ୍କୁ ଧରି ପତ୍ନୀ ଶବ ସହ ରହିଲା ୩ ଦିନ ।

death after refusing to elope
ପ୍ରେମ ପାଇଁ ଦୋକାନ ମାଲିକାଣୀକୁ ହତ୍ୟା

ପ୍ରେମ ପାଇଁ ନିଜ ମାଲିକଙ୍କ ସ୍ତ୍ରୀକୁ ହତ୍ୟା କଲେ ଯୁବକ। କ୍ୟାପିଟାଲ ଥାନା ଝରଣା ବସ୍ତିରେ ହତ୍ୟାକାଣ୍ଡ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ତଦନ୍ତ .

Murder
ଟଙ୍କା ପାଇଁ ଭାଇ ସାଜିଲା ଭଗାରୀ

ଟଙ୍କା ପାଇଁ ଭାଇ ସାଜିଲା ଭଗାରୀ...୧ ଲକ୍ଷ ୭୦ ହଜାର ଟଙ୍କାର ସୁପାରୀ ଦେଇ କଲା ହତ୍ୟା

Crimes In Odisha
ଘର ଛାଡ଼ିବାକୁ କହିବାରୁ ମାଲିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଘର ଛାଡ଼ିବା ପାଇଁ କହିବାରୁ ମାଲିକଙ୍କୁ ପିଟି ପିଟି ହତ୍ୟା କଲା ଭଡ଼ାଟିଆ। ପରେ ଜଙ୍ଗଲରେ ଯାଇ ଲୁଚିଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ପୋଲିସ।

Firing
ସମ୍ବଲପୁରରେ ଫାୟାରିଂ ! ବ୍ୟବସାୟୀ‌‌‌ଙ୍କୁ ଗୁଳିମାଡ଼...

ଲକ୍ଷ୍ୟଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ । କ୍ଷେତରାଜପୁର ଥାନା ପୋଦ୍ଦାର କଲୋନୀରେ ଫାୟାରିଂ

Crimes In Odisha
ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ, ଏବେ ବିବାହ ଋତୁକୁ ଟାର୍ଗେଟ୍ । ଘରେ କଳା କନା ବୁଲାଉଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟ । ସପ୍ତାହକ ଭିତରେ ସାମ୍ନାକୁ ଆସିଲାଣି ୭ଟି ମାମଲା । ଅପରାଧ ସମୀକ୍ଷା ବୈଠକରେ ସମସ୍ତ ଥାନା ଅଧିକାରୀଙ୍କୁ ତାଗିଦ କରିବା ସହ ଗ୍ୟାଙ୍ଗକୁ କିପରି କାବୁ କରିହେବ ଟିପ୍ସ ଦେଇଛନ୍ତି ଡିସିପି ।

Crimes In Odisha
ନୂଆବର୍ଷ ପୂର୍ବରୁ ବଞ୍ଜରା ଗ୍ୟାଙ୍ଗର ଉତ୍‌ପାତ୍‌; ନଜର ହଟିଲେ ବୁଲାଉଛନ୍ତି କଳାକନା

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ପାର୍ବଣ ବେଳେ ଲୁଟିଲେ ଏବେ ବିବାହ ଋତୁକୁ ଟାର୍ଗେଟ୍ ।

Firing
ମୁଖା ପିନ୍ଧି ଆସିଲେ; ପେଟକୁ ଗୁଳି ଫୁଟାଇଲେ

ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Crimes In Odisha
କୁତ୍ସିତ ମାନସିକତା; ସ୍ୱାମୀ ପାଖରୁ ଟାଣିନେଲେ, ଗଣଦୁଷ୍କର୍ମ କଲେ

ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ।

Odia Jawan Attacjked SI
SI ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯବାନ

ପୁଣି ଆତଙ୍କ ଖେଳାଇଲେ କଟକ ବାଙ୍କୀ ହରିରାଜପୁରର ଯବାନ ସରୋଜ ଦାସ।

Fake Brand Garments
ନକଲି ଜିନ୍ସରେ ଅସଲି ବ୍ରାଣ୍ଡର ଲୋଗୋ; ମାଡ଼ି ବସିଲା ପୋଲିସ..

ଘର ଭର୍ତ୍ତି ପ୍ୟାଣ୍ଟ୍ ସାର୍ଟ । ପୁଳାପୁଳା ରେଡିମେଡ୍ ଗାର୍ମେଣ୍ଟ । ସବୁ ଛିନଛତ୍ର ଅବସ୍ଥାରେ ଖେଳେଇ ହୋଇପଡ଼ିଛି । ଏହା କୌଣସି ସୋରୁମ୍ ନୁହେଁ କି କପଡା ଦୋକାନ ନୁହେଁ । ଅସଲି ନାଁରେ ନକଲି ମାଲ୍ ବିକୁଥିବା କପଡା ଶୋରୁମର ଚୋରା ଗୋଦାମ ।

Crimes In Odisha
ଏଣିକି ପୁରା ରାଜଧାନୀ ରହିବ ସିସିଟିଭି ସର୍ଭେଲାନ୍ସରେ..

ସବୁ ଘଟଣା, ଦୁର୍ଘଟଣା, ଅପରାଧ ରେକର୍ଡ ହୋଇ ରହୁଛି କ୍ୟାମେରାରେ, ଅଭିଯୁକ୍ତର ଅଜାଣତରେ । ପୋଲିସ ତଦନ୍ତ ବେଳେ ଏଥିରୁ ମିଳୁଛି ଠୋସ୍ ପ୍ରମାଣ । ଅପରାଧ ରୋକିବାକୁ, ଅପରାଧୀଙ୍କୁ ଚିହ୍ନଟ କରିବାକୁ ବେଶ୍ କାମରେ ଆସୁଛି ସିସିଟିଭି ସର୍ଭେଲାନ୍ସ ।

Crimes In Odisha
ରାଜଧାନୀରେ ଖୁଲମଖୁଲା ବୁଲୁଛି ଖଣ୍ତା; ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି ଦୁର୍ବୃତ୍ତ

ରାଜଧାନୀର ଶିଶୁପାଳଗଡ଼ରେ ହାତରେ ମାରଣାସ୍ତ୍ର ଧରି ୩ଟି ବାଇକରେ ମାଡ଼ି ଆସୁଛନ୍ତି ୯ ଜଣ ଆସାମାଜିକ ଯୁବକ । ଆଉ, ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି ।

Murder
ଭାଇର ବଂଶ ବୁଡାଇଦେଲା ଭାଇ; ପରିବାରର ୪ ଜଣଙ୍କୁ ବିଭତ୍ସ ହତ୍ୟା

ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

Brahmapur News
ସିସିଟିଭିରେ କଏଦ ହେଲା ବୀଭତ୍ସ ଦୃଶ୍ୟ ! ପ୍ରଥମେ ପିଟିଲେ ଆଉ ବିଚ୍ ରାସ୍ତାରେ ୩ ଜଣଙ୍କୁ ହାଣିଲେ

ଏହି ଘଟଣା ଗତକାଲି ରାତି ୧୦ଟା ବେଳେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ଘଟିଛି । ଏହି ଆକ୍ରମଣରେ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣଗ୍ରାହୀ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Minor Boy Death
୯୦ ଲକ୍ଷ ମାଗିଥିଲେ, ହେଲେ ଜାଳିପୋଡ଼ି ମାରିଦେଲେ କାହିଁକି ?

ପ୍ରଥମେ କିଡନ୍ୟାପ୍ ଆଉ ତା’ପରେ ହତ୍ୟା କରି ସମର୍ଥଙ୍କୁ ମରଣଶେଷରେ ଶୁଆଇଦେଲେ ଦୁର୍ବୃତ୍ତ । ଆଜି ନୀରବି ଯାଇଛି ସାରା ଝାରସୁଗୁଡ଼ା । ସ୍ତବ୍ଧ ହୋଇଯାଇଛନ୍ତି ଆତ୍ମୀୟ ସ୍ୱଜନ ପରିବାର ।

Murder
୫୦ ଲକ୍ଷ ଟଙ୍କା ପାଇଁ ୧୫ ବର୍ଷର ପିଲାକୁ ଜାଳିପୋଡ଼ି ଦେଲେ

ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ ।

Gopal Das
ଭୟରେ ଗୋପାଳ; ଚୌଦ୍ୱାର ଜେଲ୍‌ ଏବେ ନୂଆ ଠିକଣା

ଗୋପାଳ ଜୀବନ ପ୍ରତି ବିପଦ ଥିବା ଆଶଙ୍କା !

Cock Fight
ମାଲିକ ଭୁଲ୍‌ କଲା; ନିରୀହ ଜନ୍ତୁ ଥାନାରେ ବନ୍ଧା ହେଲା

ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ ।