ରାନ୍ୟାଙ୍କ ନିକଟରୁ ଦୁବାଇରୁ ଅଣାଯାଇଥିବା ପ୍ରାୟ ୧୪.୨ କିଲୋଗ୍ରାମ ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ ।ଏହାପରେ ରାନ୍ୟାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା ।
ବନ୍ଧୁକ ଦେଖାଇ ମାତ୍ର ୩ ମିନିଟ୍ ୪୫ ସେକେଣ୍ଡରେ ଲୁଟି ନେଲେ ଗହଣା ଦୋକାନ। ଗତ ଜୁନ୍ ୨୫ ତାରିଖ ସନ୍ଧ୍ୟା ସମୟରେ କେନ୍ଦୁଝର ଜିଲ୍ଲା ଜନଗହଳିପୂର୍ଣ୍ଣ ହରିଚନ୍ଦନପୁର ବଜାରରେ ଘଟିଥିଲା ଏ ଲୁଟ୍ ଘଟଣା। ଆଜି ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।
ବ୍ରିଟିଶ ଶାସନ କାଳରେ ସୁନାର ସବୁଠୁ ବଡ଼ ଭଣ୍ଡାର ଥିଲା । ୧୨୦ବର୍ଷ ଭିତରେ ପାଖାପାଖି ୯୦୦ଟନ ସୁନା ବାହାର କରାଯାଇଛି । ୨୦୨୧ ମସିହାରେ ଏହି ଖଣିକୁ ବନ୍ଦ କରିଦିଆଯାଇଥିଲା ।
ପରିବେଶବିତଙ୍କ କହିବା କଥା ଏଣ୍ଡିଜରେ ଖନନ କରିବା ସୁରକ୍ଷିତ ନୁହେଁ । ଏହା ପରିବେଶକୁ ପ୍ରଭାବିତ କରିପ।ରେ । ଏଣ୍ଡିଜରେ ଏବେବି ବହୁତ କିଛି ଲୁଚି ରହିଥିବା ମାଇନିଂ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା କିଛି ଲେ।କ କହୁଛନ୍ତି ..
ଦିନକୁ ଦିନ ସୁନା ମହଙ୍ଗା ହେଉଛି। ସୁନା କିଣିବାକୁ ଲୋକଙ୍କୁ ଭୟ ଲାଗୁଛି। ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସୁନା ଦର ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୨୦ଟଙ୍କା ବୃଦ୍ଧି ପାଇଛି।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୬୯୦ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୧,୩୦୦ଟଙ୍କା ହୋଇଛି। ସେହିପରି ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୬୯୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୯,୫୫୦ଟଙ୍କା ହୋଇଛି।
ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏମିତିକି ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରୁଥିଲେ ଗ୍ରାହକ । କିନ୍ତୁ, ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଭାରତରେ ପ୍ରତ୍ୟେକ ଘରେ ଜନ୍ମଦିନ ହେଉ କି ବିବାହ କିମ୍ବା କୌଣସି ଉତ୍ସବ, ଉପହାର ଦେବା ପାଇଁ ପ୍ରଥମେ ମନରେ ସୁନା ହିଁ ଆସିଥାଏ। ତେବେ ହୁ ହୁ ହୋଇ ବଢୁଥିବା କାରଣରୁ ସୁନା କିଣିବା ପାଇଁ ଲୋକଙ୍କ ମନରେ ଛନକା ପଶିଛି ।
ପାର୍ କରିଥିଲା । ହେଲେ ଏଇ କିଛି ଦିନ ହେବ ଏଥିରେ ବ୍ରେକ୍ ଲାଗିବା ସହ ଧୀରେ ଧୀରେ ଦର ହ୍ରାସ ପାଇବାରେ ଲାଗିଲାଣି ।
ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁନା ଦର ବହୁତ ଗୁରୁତ୍ୱ ବହନ କରିଥାଏ । ବିଶେଷ କରି ଭାରତୀୟଙ୍କ ମନରେ ଉପହାର ଦେବା ପାଇଁ ପ୍ରଥମେ ସୁନାକୁ ହିଁ ବାଛିଥାନ୍ତି । କିନ୍ତୁ ଭୂ-ରାଜନୈତିକ ସମସ୍ୟା ଓ ଯୋଗାଣରେ ବାଧା ହେତୁ ସୁନା ଦର ବୃଦ୍ଧି ପାଉଛି ।
ପ୍ରତିଦିନ ମହଙ୍ଗା ହେଉଛି ସୁନା, ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଦର ଆସି ଲକ୍ଷେ ଛୁଇଁବାକୁ ବସିଲାଣି। ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି।
ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୯୫୦ ଟଙ୍କା ହ୍ରାସ ପାଇଛି।
ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୬୫୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୧୮୦୦ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮,୬୮୦ ଟଙ୍କା ରହିଥିଲା ।
ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୫,୫୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୨୦ ଟଙ୍କା ବୃଦ୍ଧି ପାଇ ୯୫,୭୩୦ ଟଙ୍କା ରହିଛି ।
ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୨୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୭୩୦ଟଙ୍କା ରହିଥିଲା।
ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୧୮୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୯୧୦ ଟଙ୍କା ରହିଥିଲା।
ଲୋକମାନେ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ବିଚାର କରିଥାଆନ୍ତି। ବର୍ଷକରେ ଥରେ ଏଥିପାଇଁ ଏହିଦିନକୁ ସମସ୍ତେ ଅନାଇ ବସିଥାନ୍ତି। ଏଥିସହ ଗହଣା ଦୋକାନୀମାନେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଅଫର ରଖିଥାନ୍ତି।
ଆସୁଛି ଅକ୍ଷୟ ତୃତୀୟା । ସୁନାଦର ୧୦ ଗ୍ରାମ ପିଛା ରହିଛି ପାଖାପାଖି ଲକ୍ଷେ ଟଙ୍କା । ଦର ବଢ଼ିଥିବା ବେଳେ ଏ ସମୟରେ ଅନେକ ଲୋକ ଭାବୁଛନ୍ତି, ସୁନାରେ ନିବେଶ କରିବା ଠିକ୍ ହେବ କି ନାହିଁ ? କ’ଣ ରହିଛି ବିକଳ୍ପ, ଜାଣନ୍ତୁ ।
ସୁନାଦର ଆଗକୁ କମିବ ବୋଲି ଆକଳନ କରାଯାଉଛି । କେତେ କମିବ, କେତେ ଦିନ ଭିତରେ କମିବ ଓ କାହିଁକି କମିବ ? ଏହା ଉପରେ କହିଛନ୍ତି ସୁନା ଖଣି କଂପାନୀର ଜଣେ ସିଇଓ ।
ସମୟ ବଦଳି ଯାଇଛି, କିନ୍ତୁ ସୁନାର ଚମକ ଏବଂ ଗୁରୁତ୍ୱ ଆଜି ମଧ୍ୟ ସମାନ ରହିଛି। ତେବେ ଆଜି ଆପଣଙ୍କୁ ଆମେ ସୁନା ବିଷୟରେ ଏମିତି କଥା କହିବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ସୁନା ଦର ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି।
ସୁନା ଦର ଶୁଣି ଗ୍ରାହକ ଛାନିଆ...ହଜାରେ ନୁହେଁ ଏବେ ଲକ୍ଷେ ମୁହାଁ ସୁନା ଦର । ଓଡ଼ିଶା ବଜାରରେ ବୁଧବାର ସର୍ବକାଳୀନ ଉଚ୍ଚା ଦରରେ ବିକ୍ରି ହୋଇଛି ସୁନା ।
ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ଦର ୯୬ ହଜାର ୧୭୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୫୦ ଟଙ୍କା ବଢ଼ି ୮୮ ହଜାର ୧୫୦ ଟଙ୍କା ହୋଇଛି।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର । ଆଜି ପୁଣିଥରେ ଶସ୍ତା ହୋଇଛି ସୁନା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୮୦ ଟଙ୍କା ହ୍ରାସ ପାଇବା ସହ ୨୨ କ୍ୟାରେଟ୍ ଦର ମଧ୍ୟ କମିଛି ।
ଲଗାତାର ଉପର ମୁହାଁ ହେଉଥିବା ଦରରେ ବ୍ରେକ୍ ପରେ ଏବେ ତଳମୁହାଁ ହଳଦିଆ ଧାତୁର ମୂଲ୍ୟ। ଖାଲି ସେତିକି ନୁହେଁ, ଆଗାମୀ ଦିନରେ ଆହୁରି ଶସ୍ତା ହେବାକୁ ଯାଉଛି ସୁନା।