• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gold

Gold Price
Gold Price Spikes: ସୁନା ଦାମ୍‌ ଶୁଣି ଗ୍ରାହକ ଛାନିଆ; ସପ୍ତାହେରେ ବଢିଲାଣି ୪ ହଜାର ଟଙ୍କା !

ବିବାହ ସିଜିନ ପୂର୍ବରୁ ଉପରମୁହାଁ ସୁନା ଦର। ସପ୍ତାହେ ଭିତରେ ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୫ ଦିନ ତଳେ ୨୨ କ୍ୟାରେଟ୍ ସୁନା ଦାମ୍ ଥିଲା ୭୧ ହଜାର ଟଙ୍କା। ଏବେ ୭୪ ହଜାର ପାଖାପାଖି ପହଞ୍ଚିଗଲାଣି।

Ancient Timbuktu City
Ancient City Timbuktu: ଏମିତି ରାଜା.. ଯେଉଁ ସହର ଦେଇ ଯାଉଥିଲେ ସେଠାରେ କମି ଯାଉଥିଲା ସୁନା ଦର

ଏଠାରେ ଜଣେ ପ୍ରସିଦ୍ଧ ବାବା ଥିଲେ ଯାହାଙ୍କ ନାଁ ଅହମ୍ମଦ ବାବା । ସେତେବେଳେ ସେ ପ୍ରାୟ ୪୦ରୁ ଅଧିକ ପୁସ୍ତକ ଲେଖିଥିଲେ । ତାଙ୍କର ନିଜର ଏକ ଲାଇବ୍ରେରୀ ଥିଲା ଯେଉଁଥିରେ ହଜାରେ ପୁସ୍ତକ ଥିଲା । ଏଠି କହି ରଖିବୁ, ଯେତେବେଳେ ୟୁରୋପୀୟମାନେ ୧୦୦ରୁ ଅଧିକ ବହି ରଖିବାର କଳ୍ପନା କରିପାରୁ ନ ଥିଲେ ସେତେବେଳେ ଅହମ୍ମଦ ବାବା ହଜାରେ ପୁସ୍ତକ ନିଜ ଲାଇବ୍ରେରୀରେ ରଖୁଥିଲେ ।

ହଲମାର୍କ ଲୋଗୋ ସୁନା ନକଲି
Video: ବଜାରରେ ମିଳୁଛି ନକଲି ସୁନା

ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ହଲମାର୍କ ଲୋଗୋ ସୁନା ନକଲି
Fake Gold in Market: ସାବଧାନ ! ହଲମାର୍କ ନାଁରେ ବଜାରରେ ବିକ୍ରି ହେଉଛି ନକଲି ସୁନା

ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Dhanteras
ଆଜି ଧନତେରସ, ସୁନା କିଣିବାକୁ ଗହଣା ଦୋକାନରେ ଗହଳି

ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ବିଶ୍ବାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଛି।

Loot Homeowner of Gold & Cash
ଭଡ଼ା ନେଇ ଘରେ ରହିଲେ; ରାତି ଅଧରେ ମାରଣାସ୍ତ୍ର ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା 

ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ଜୟଦେବ ରାଉତ। 

Gold Exploration
ରତ୍ନଗର୍ଭା କେନ୍ଦୁଝର ମାଟିରେ ଚାଲିଛି ସୁନାର ସନ୍ଧାନ

ରତ୍ନଗର୍ଭା କେନ୍ଦୁଝର ମାଟିରେ ଚାଲିଛି ସୁନାର ସନ୍ଧାନ। ତେଲକୋଇ ଓ ବାଂଶପାଳ ବ୍ଲକର କିଛି ସ୍ଥାନରେ ସୁନାର ସନ୍ଧାନ ନେଇ ସଂକେତ ମିଳିବା ପରେ, ସେଠାରେ ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ଭେ ଜାରି ରହିଛି। ତେବେ କେମିତି ହୁଏ ସୁନାର ସନ୍ଧାନ, ସୁନାଖଣି ଜଙ୍ଗଲକୁ ଯାଇ ଏହି ପ୍ରକ୍ରିୟାକୁ କ୍ୟାମେରାରେ କଏଦ କରିଛି ଓଟିଭି । ଦେଖନ୍ତୁ ଏହି ବିଶେଷ ରିପୋର୍ଟ ।...  

Gold Exploration
ରତ୍ନଗର୍ଭା କେନ୍ଦୁଝର ମାଟିରେ ସୁନାର ସନ୍ଧାନ; ନମୁନା ସଂଗ୍ରହ କରୁଛି GSI 

ଜଙ୍ଗଲ ଭିତରେ ମେସିନର ଗର୍ଜନ । ଏମିତି ସେମିତି ମେସିନ ନୁହେଁ, ସୁନା ଖୋଜା ମେସିନ୍ । ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ । 

Gold Price
ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର

କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି।

Gold Price
ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର, ଦେଢ଼ ମାସରେ ବଢ଼ିଲାଣି ୫ ହଜାର ୪ ଶହ ଟଙ୍କା

କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି। ଦେଢ଼ ମାସରେ ଦର୍ ପାଖାପାଖି ସାଢ଼େ ୫ ହଜାର ଟଙ୍କା ବଢ଼ିଗଲାଣି।

Subhadra Yojana
ଅଭାବନୀୟ ଘଟଣା: ‘ସୁଭଦ୍ରା’ପାଇଁ ବନ୍ଧା ପଡ଼ିଲା ପତ୍ନୀର ସୁନା, କିଣିଲେ ମୋବାଇଲ... 

ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ଲାଭ ପାଇବା ପାଇଁ ଜଣେ ଆଦିବାସୀ ଯୁବକ ନିଜ ପତ୍ନୀଙ୍କ ସୁନା ବନ୍ଧା ପକାଇ ସେଥିରେ ଗୋଟିଏ ମୋବାଇଲ୍‌ କିଣିଛନ୍ତି ।

Gold Shop
ସୁନା କିଣୁଥିଲେ ସାବଧାନ, ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ

ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଠକେଇ ହୋଇଛି । ଗତବର୍ଷ ମଧ୍ୟ ୪୯୫ ସୁନା ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିଲେ ।

Raid in Bhubaneswar
ଏୟାରପୋର୍ଟ ପରିସରରୁ ଜବତ ସୁନା-ରୁପାକୁ ନେଇ ତନାଘନା

ଭୁବନେଶ୍ୱର ବିମାନ ବନ୍ଦର ପରିସରରୁ ଦୁଇ ଦୁଇଟି ଭ୍ୟାନରୁ ମିଳିଥିବା ବିପୁଳ ସୁନା, ରୁପା ଗଣତିରେ ଯବନିକା ପଡ଼ିଛି ସତ । କିନ୍ତୁ, ଫିଟୁନି ପ୍ରେରକ ଓ ଗ୍ରାହକଙ୍କ ସଂପର୍କିତ ରହସ୍ୟ ।

gold silver seized
ଚାଞ୍ଚଲ୍ୟକର ଖବର; ଏତେ ସୁନା କାହାର, ଯାଉଥିଲା କୁଆଡେ ?

ଭୁବନେଶ୍ୱରରେ କଣ୍ଟେନରରୁ ୫୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ କଲା ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଛି ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । 

Gold- RBI
ବଡ଼ ନିଷ୍ପତ୍ତି: ବିଦେଶରୁ ସୁନା ଫେରାଇ ଆଣୁଛି RBI, ଆସିଲା ଲକ୍ଷେ କେଜି...!

୧୯୯୧ ପରେ ପ୍ରଥମ ଥର ପାଇଁ ଭାରତ ଏଭଳି ଏକ ବଡ଼ ପଦକ୍ଷେପ ନେଇଛି । ୧୯୯୧ ପରେ ଏତେ ପରିମାଣର ସୁନା କେବେ ଭାରତକୁ ଆଣାଯାଇନଥିଲା।

Gold
୭୦ ହଜାର ଛୁଇଁଲା ଖାଣ୍ଟି ସୁନା ଦର, ମାସକରେ ମହଙ୍ଗା ହେଲାଣି ୫ ହଜାର ଟଙ୍କା

ରେକର୍ଡ ସ୍ତରରେ ସୁନା ଦର । ୭୦ ହଜାର ଛୁଇଁଲା ଖାଣ୍ଟି ସୁନା । ୨୨ କ୍ୟାରେଟ୍ ୬୩ ହଜାର ପାର୍ । ସୁନାର ଏମିତି ଦର ଦେଖି ସୁନାଗହଣା କିଣିବାକୁ ଡରିଲେଣି ଗ୍ରାହକ ।

Bhubaneswar Aparatment Loot
ଅସୁରକ୍ଷିତ ରାଜଧାନୀ ଆପାର୍ଟମେଣ୍ଟ; ଲୁଟ୍‌ ପରେ ହେଉଛି ଲୁଟ୍‌, ପୋଲିସକୁ ଚାଲେଞ୍ଜ

ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କରାଜ୍...ଚୋରି କରୁଛନ୍ତି ନନଷ୍ଟପ୍...ବୁଲାଉଛନ୍ତି କଳାକନା, ନା ପୋଲିସକୁ ଖାତିର କରୁଛନ୍ତି ଆଉ ନା ସିସିଟିଭି ପ୍ରତି ପରବାୟ... ଦୁଇ ଦିନ ଭିତରେ ଲଗାତର ତିନି ତିନିଟି ଆପାର୍ଟମେଣ୍ଟରୁ ଚୋରି ।

IT Raids
୫ ଦିନରେ ୩୩୦ କୋଟି ହାର୍ଡ କ୍ୟାସ୍ ସିଜ୍; ବ୍ୟାଙ୍କ ଲକରରୁ ମିଳିଲା ବ୍ୟାଗ୍ ଭର୍ତ୍ତି ଅଳଙ୍କାର

୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି ।

Dhanteras 2023
କାହା ଜନ୍ମଦିନକୁ ପାଳନ କରାଯାଏ ଧନତେରାସ ? ଜାଣନ୍ତୁ...

ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।

Paralympic Athlete Mark Dharmai
ୱାଲ୍ଡ ଡ୍ୱାର୍ଫ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ହେଲେ ମାର୍କ ଧର୍ମାଇ

ୱାଲ୍ଡ ଡ୍ୱାର୍ଫ ଗେମ୍ସରେ ମାର୍କ ଧର୍ମାଇ ଜିତିଲେ ସ୍ୱର୍ଣ୍ଣ ପଦକ..ଏପରି ସଫଳତା ହାସଲ କରିଥିବା ସେ ପ୍ରଥମ ଭାରତୀୟ ହୋଇଛନ୍ତି ।

How much gold can be kept at home legally in india
ଆଇନ ଅନୁସାରେ ନିଜ ପାଖରେ କେତେ ସୁନା ରଖିପାରିବେ, ଜାଣନ୍ତୁ...

ଆପଣ ଜାଣନ୍ତିକି ? ଆଇନ ଅନୁସାରେ ଆପଣ, ଆପଣଙ୍କ ଘରେ କେତେ ସୁନା ରଖିପାରିବେ ? ଆସନ୍ତୁ ଜାଣିବା...

akshaya tritiya
ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଗହଣା ଦୋକାନରେ ଖଚାଖଚ୍ ଭିଡ଼

ଆଗକୁ ମ୍ୟାରେଜ୍ ସିଜିନ୍ କୁ ଦେଖି ବ୍ୟବସାୟୀ ଦେଉଛନ୍ତି ଭଳିକି ଭଳି ଅଫର୍। ବଜାର ବିଶେଷଜ୍ଞ ମତ, ସୁନାରେ ନିବେଶ ସବୁଠୁ ଉକୃଷ୍ଟ। 

Stunning photo of forest
ଏମିତି ଏକ ଜଙ୍ଗଲ; ଦେଖିଲେ ଲାଗିବ କେବଳ ସୁନା ହିଁ ସୁନା

ପେରୁରେ ସୁନାଖଣି ରହିଥିବା ନେଇ ପ୍ରାୟ ସମସ୍ତେ ଜଣନ୍ତି । ପୂରା ଦୁନିଆ ପେରୁର ସୁନାଖଣି ଉପରେ କିଛିନା କିଛି ନିଶ୍ଚୟ ଜାଣିଥିବେ । ହେଲେ ଜଙ୍ଗଲରେ ସୁନାଖଣ୍ଡ ପଡ଼ିଥିବା ନେଇ କେହି ଜାଣିନଥିବେ ।

Give plastic, take gold
ଦେଶର ଏକମାତ୍ର ଗାଁ : ଯେଉଁଠି ପ୍ଲାଷ୍ଟିକ୍‌ ଦେଲେ ମିଳୁଛି ସୁନା

ଲୋକଙ୍କୁ ସଚେତନ କରିବା ପାଇଁ ସରପଞ୍ଚ ବାବୁଙ୍କ ନିଆରା ପଦକ୍ଷେପ । ପ୍ଲାଷ୍ଟିକ୍‌ ବଦଳରେ ଦେଉଛନ୍ତି ସୁନା ।

Borewell
ବଲାଙ୍ଗିରରେ ବୋରୱେଲ୍‌ରୁ ବାହାରୁଛି ସୁନା ଗୁଣ୍ଡ...!

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ନମୂନା ସଂଗ୍ରହ । ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ।