ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ ଉପରକୁ ପ୍ରଶ୍ନ ଉଠାଇଲା ବିଜେପି । ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ବିଜେପି ।
ଆଉ କିଛି ଅଧିକ କହିବା ପୂର୍ବରୁ ପୋଲିସ ତାଙ୍କୁ ନେଇଗଲା ।
ସ୍ୱାମୀଙ୍କ ଭଡ଼ା ଘରେ ବୋହୂର ରହସ୍ୟଜନକ ମୃତ୍ୟୁ ମାମଲାରେ ଶାଶୂଙ୍କୁ ପୋଲିସ୍ ଗିରଫ କରିଛି। କିନ୍ତୁ ଏଯାଏ ସ୍ୱାମୀ ଏବଂ ଶ୍ୱଶୁର କେଉଁଠି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ଚିଟ୍ଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନ ଖାରଜ ସହ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଗକୁ ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଜାଣନ୍ତୁ ଆଜି କେତେ ରହିଛି ସୁନା ମୂଲ୍ୟ ?
ପାର୍ବଣ ପୂର୍ବରୁ ସାଇବର ଫ୍ରଡ୍ରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂ ଭିଡିଓ ବାର୍ତ୍ତା ଜାରି କରିଥିଲେ। ହେଲେ ଏସବୁ ସତ୍ତ୍ୱେ ଲୋକମାନେ ସାଇବର ଠକଙ୍କ ପ୍ରଲୋଭନରେ ପଡ଼ି ଠକାମିର ଶିକାର ହୋଇଛନ୍ତି।
ଧଉଳିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପୁଣି ବଳି ପଡିଛି ଶହ ଶହ ଗଛ। ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି ଅଭିଯୋଗ ଆଣିଛନ୍ତି। ଶାନ୍ତି ସ୍ତୁପର ୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ ଗଛ କଟାକୁ ନେଇ ଏବେ ରାଜନୀତି ଜୋର ଧରିଛି।
ସୌର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଲୋକେ ଅନେକ କିଛି ଆପଣେଇ ନେଉଛନ୍ତି। ଡାଏଟିସିଆନଙ୍କ ବିନା ପରାମର୍ଶରେ ଜିମ୍ ପ୍ରଶିକ୍ଷକଙ୍କ କହିବାନୁସାରେ ସେମାନେ ଯାଉଛନ୍ତି। ଆଧୁନିକ ଖାଦ୍ୟାଭ୍ୟାସକୁ ମାନି ଚଳିବାକୁ ଉଚିତ ମନେ କରୁଛନ୍ତି। ଏହା କେତେଦୂର ଠିକ୍ ଆସନ୍ତୁ ଜାଣିବା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବର୍ଷ ବର୍ଷ ଧରି କୋଟି କୋଟି ମାରୁଛନ୍ତି ଟିକେଟ୍ ରାକେଟ୍। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମାସକୁ ୫୦ ଲକ୍ଷ ଚଳୁ ଅଭିଯୋଗ।
ଧିମେଇଲା ହ୍ୱାଟ୍ସ ଆପ୍, ବଢିଲା ଟେନ୍ସନ । ମାତ୍ର କିଛି ସମୟ ସର୍ଭର ଡାଉନ୍କୁ ନେଇ ବିଶ୍ୱବ୍ୟାପି ହଲଚଲ ।
ପୋଲିସ ସଂଗୀତାଙ୍କ ମୋବାଇଲକୁ ଜବତ କରିବା ସହ ଏନେଇ ଖୋଳତାଡ଼ ଜାରି ରଖିଛି।
ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଯେତିକି ଜମୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗା ରାଜନୀତି ସେତିକି ବଢୁଛି ।
ଆକାଶରେ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ । ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ । ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ଦୃଶ୍ୟମାନ ହୋଇଛି ସୂର୍ଯ୍ୟୋପରାଗ ।
ଓଡ଼ିଶାର କେଉଁ କେଉଁ ସ୍ଥାନରେ ସୂର୍ଯ୍ୟୋପରାଗ କେତେ ସମୟ ହେବ ଦେଖନ୍ତୁ, ତାଲିକା . . .
ଗୋଟିଏ ପଟେ ଧର୍ମୀୟ ଭାବନା ଏବଂ ଅନ୍ୟପଟେ ବୈଜ୍ଞାନିକ ତଥ୍ୟ । ଏହାରି ମଧ୍ୟରେ ଛନ୍ଦି ହୋଇ ରହିଯାଉଛନ୍ତି ଲୋକେ । ସୂର୍ଯ୍ୟୋପରାଗ ପୂର୍ବରୁ ଚିକେନ୍ ବିରିୟାନୀ ଖାଇ ଅଭିନବ ପ୍ରତିବାଦ କଲେ ହେତୁବାଦୀ ।
ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏସିଆ ଓ ୟୁରୋପ ମହାଦେଶରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।
ନୂଆଗାଁ ଗୋବିନ୍ଦପୁରରୁ ଏଭଳି ଅଭିଯୋଗ ଆସିଛି ।
ପିଶାଚ ପୁଅର ନାରକୀୟ କାଣ୍ଡ । ଛୁରି ଭୁସି ନିଜ ବାପାକୁ ହତ୍ୟା କରି ଫେରାର ହୋଇଯାଇଛି ।
କୁହାଯାଉଛି କି ସମ୍ପୃକ୍ତ ସରପଂଚ ଜଣକ କୁଆଡେ ବିଧାୟକଙ୍କ ଖାସ୍ ଲୋକ
ଆଲୋକର ପର୍ବ ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ତ ପୁଣି କେଉଁଠି ବାଣ ଫୁଟାକୁ ନେଇ ବଚସାର କାହାର ଯାଇଛି ଜୀବନ।
ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରୁ ଦୀପାବଳି ଦିନ ଅନେକ ଅଘଟଣ ଖବର ସାମ୍ନାକୁ ଆସିଛି। ଦୀପାବଳି ଦିନ ଗୁଳିମାଡ଼ରେ ପୁରୀରେ ଜଣଙ୍କ ଜୀବନ ଚାଲି ଯାଇଛି।
ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ।
୭୫ ବର୍ଷୀୟା ଭିଭିଆନା ଏକ ନିଆରା କ୍ୟାଣ୍ଡେଲ୍ ଚିତ୍ରକଳାର ପଥପ୍ରଦର୍ଶିକା। ସେ ଏଇ କଳା କ୍ଷେତ୍ରରେ ଜଣେ ଅଭିଭାବକଙ୍କ ଦାୟିତ୍ଵ ମଧ୍ୟ ତୁଲାଇଥା'ନ୍ତି। ଗୋଟିଏ ପ୍ରାଚୀନ ବିବାହ ରୀତିନୀତିରୁ ଆରମ୍ଭ ହୋଇଥିବା ମହମବତୀ ତିଆରିର ଏଇ ଚିତ୍ରକଳା କେବଳ ଭିଭିଆନା ବା ତାଙ୍କ ପରିବାରର ଜୀବନ-ଜୀବିକା ସାଜିନି ବରଂ ନିଜ ସୌନ୍ଦର୍ଯ୍ୟରେ ତାଙ୍କ ସହରକୁ ଏକ ଦର୍ଶନୀୟସ୍ଥଳରେ ପରିଣତ କରିଦେଇଛି।