ଓଡିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନେକ ସ୍କୁଲ ନିର୍ମାଣ କରିସାରିଲେଣି ।
ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପାଖ ଜଙ୍ଗଲକୁ ଯାଇ ଶାଳପତ୍ର, କେନ୍ଦପତ୍ର, ଜାଳେଣି କାଠ ସହ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଆଣି ବଜାରରେ ବିକ୍ରି କରୁଥିଲେ ।
ଭୁବନେଶ୍ୱର ମହିଳା ଥାନା ପୋଲିସ ଡାକ୍ତରଙ୍କୁ ଗିରଫ କରିଛି । ଗିରଫ ଡାକ୍ତରଙ୍କ ନାଁ ଜୟଦୀପ ଦାସଗୁପ୍ତା ।
ଅର୍ଚ୍ଚନାଙ୍କ ଲିଙ୍କରେ ବିଧାୟକ, ମନ୍ତ୍ରୀ, ପ୍ରଶାସକ ରହିଛନ୍ତି । ତେଣୁ ପୋଲିସ୍ ତଦନ୍ତ ସ୍ଥାଣୁ ପାଲଟିଛି । ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଂପର୍କିତ ମାମଲା । ଜବାବ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
କେଉଁ ଦିନ ଅଫିସ୍ କି ସ୍କୁଲ ଯିବାପାଇଁ ଇଚ୍ଛା ହୁଏନି ?
ଭୁବନେଶ୍ୱରରେ ହେବାକୁ ଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନରେ ଯୋଗ ଦେବାକୁ ଆସୁଥିବା ଲକ୍ଷାଧିକ ଚାଷୀଙ୍କୁ ପୋଲିସ୍ ପ୍ରଶାସନ ଅଟକାଇଛି। କଳବଳ କୌଶଳ ଲଗାଇ ଶହ ଶହ ଚାଷୀଙ୍କୁ ସରକାର ଅଟକାଇଛନ୍ତି।
୨୨ ତାରିଖ ପରେ ଅବପାତ ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତ ରହିବେ ? କ'ଣ ସବୁ କରିବା ଉଚିତ୍ ଓ କ'ଣ ସବୁ କରିବା ଅନୁଚିତ୍, ଜାଣନ୍ତୁ...
ଆସୁଛି ବାତ୍ୟା । ପାଣପାଗ ବିଭାଗର ସୂଚନା ପରେ ବାତ୍ୟା ଆଶଙ୍କା ବଢ଼ିଲା।
ପାଠ ସହ ଶାଠ ପାଇଁ ବି ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମାଟ୍ରିକ୍ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଏଭଳି ସଂସ୍କାର ଅଣାଯାଇଛି।
ବାପା ଭାବୁଥିଲା ପୁଅ ମୋର ନିଖୋଜ ଅଛି, ଆଉ ପତ୍ନୀ ଭାବୁଥିଲେ ସ୍ୱାମୀକୁ ହତ୍ୟା କରାଯାଇଛି। ହେଲେ ସମସ୍ତଙ୍କୁ ଚକ୍ମା ଦେଖାଇ ନିଖୋଜ ନାଟକ କରି ୫ ବର୍ଷ ହେଲା ଫେରାର ଥିଲା ପୁଅ।
ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ବିଜେଡିର ୨୬ ଜଣିଆ କମିଟି ଗଠନ କରିବା ପରେ ରାଜନୀତି ତେଜିଛି। ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଥିବା ନେଇ ଦାବି କରୁଥିବା ଛାତ୍ରଛାତ୍ରୀ ଏହାକୁ ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍ ମଧ୍ୟ ସାମିଲ ହେବ।
ସ୍ୱାମୀଙ୍କ ମୃତ୍ୟୁ ପରେ ଏଇ ବିଧବା ମହିଳା ମାନଙ୍କ କାନ୍ଧରେ ପଡ଼ିଥାଏ ପରିବାର ଚଳେଇବାର ସମ୍ପୂର୍ଣ୍ଣ ଦାୟିତ୍ଵ। ଏସବୁ ବାଦ୍ ପୁଣି ନିଜ ପତିଙ୍କୁ ଅକାଳରେ ହରାଇ ଥିବାରୁ ଏମାନଙ୍କୁ ଅନେକ ନିନ୍ଦା-ଅପବାଦର ମଧ୍ୟ ଶିକାର ହେବାକୁ ପଡ଼ିଥାଏ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଷ୍ଟେସନକୁ ଯିବା ଆସିବା ଲାଗି ୪ଟି ଏକ୍ସାଲେଟର୍ ରହିବ । ଯାତ୍ରୀଙ୍କ ସୂଚନା ପାଇଁ ଡିସପ୍ଲେ ବୋର୍ଡ ଓ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ ।
ଯୁବକଙ୍କୁ ସ୍କୁଟରରେ ବାନ୍ଧି ବିଚ୍ ରାସ୍ତାରେ ଦୌଡ଼ାଇଲେ ଅଭିଯୁକ୍ତ । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସର ଖୋଳତାଡ଼ । ବର୍ବରତାକୁ ସଭ୍ୟ ସମାଜର ନିନ୍ଦା ।
ପିଲାଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଉଦ୍ଦେଶ୍ୟ । ଉଭୟ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ । ୧୦୦ ମାର୍କର ହେବ ପରୀକ୍ଷା ।
ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି।
ଦୁନିଆ ସମ୍ପର୍କରେ କିଛି ଜାଣିବା ପୂର୍ବରୁ ଏମିତି ରୋଗ ଯନ୍ତ୍ରଣାରେ ଘାଂଟି ହେଉଛି ଯେ ତାର କଷ୍ଟକୁ ସେ ବୁଝିପାରୁଛି ନା ଅନ୍ୟ କାହାକୁ ବୁଝାଇ ପାରୁଛି ? ଆଉ ସେହି କଷ୍ଟ ଭିତରେ ବି ଖେଳରେ ମାତିଛି ସ୍ୱରୂପ ।
ଯୁବତୀଙ୍କ ବାପା ଦିବାକର ଦାସ ପୋଲିସ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ।