• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chilika

ଚିଲିକା ବିହଙ୍ଗ ଉତ୍ସବ
Chilika Bihanga Utsav: ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର

ଓଡିଶାର ପ୍ରାକୃତିକ ବୈଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ଏବଂ ଅତିଥି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ହେଉଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦେଶ୍ୟ । ଜାନୁଆରୀ 6ରୁ 12 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ଧରି ଚିଲିକା, ମଙ୍ଗଳାଯୋଡି ଓ ନନ୍ଦନକାନନରେ ଚାଲିବ ଏହି ଉତ୍ସବ । 6ରୁ 8 ତାରିଖ ମଧ୍ୟରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀ ମଙ୍ଗଳାଯୋଡି ଓ ନଳବଣରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ।

Dangerous Voyage Across Chilika
ଚିଲିକା ମଝିରେ ବିପଦଜନକ ଯାତ୍ରା

ଅକାତ ଅକାତ ପାଣି, ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ନୀଳ ଜଳରାଶି। ଆଉ ଏହାରି ଭିତରେ ଖୋଲା ବୋଟ୍‌ରେ ଯାଉଛନ୍ତି ଲୋକେ।

Dangerous Voyage Across Chilika
ଚିଲିକା ମଝିରେ ବିପଦଜନକ ଯାତ୍ରା; ପ୍ରତିଦିନ ଜୀବନକୁ ବାଜି ଲଗାଇ ଯାଉଛନ୍ତି ଲୋକେ

ଅକାତ ଅକାତ ପାଣି, ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ନୀଳ ଜଳରାଶି। ଆଉ ଏହାରି ଭିତରେ ଖୋଲା ବୋଟ୍‌ରେ ଯାଉଛନ୍ତି ଲୋକେ।

Chilika Signature Bridge
ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।

Union Minister
ଚିଲିକାରେ ୨ ଘଣ୍ଟା ଫସିଲେ କେନ୍ଦ୍ରମନ୍ତ୍ରୀ !

କେନ୍ଦ୍ର ମତ୍ସ୍ୟମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଅରଖକୁଦାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ଚିଲିକା ମଝିରେ ୨ ଘଣ୍ଟା ଧରି ଫସିରହିଥିଲେ।

Chilika Bird Census
ସରିଲା ପକ୍ଷୀ ଗଣନା; ଏଥର ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ

୧୦ ବର୍ଷ ପରେ ଏଥର ପାଲାସ ଫିସ୍ ଇଗଲ ପକ୍ଷୀ ଚିଲିକାରେ ଦେଖାଦେଇଛି।

Bird Census
ଆଜିଠୁ ଚିଲିକାରେ ପକ୍ଷୀ ଗଣନା, ୨୧ ଟିମ୍ ନିୟୋଜିତ

ପ୍ରତ୍ୟେକ ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ସକାଳ ସାଢେ ପାଞ୍ଚଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ।

Chilika: 60 people stranded after boat stuck in mid-sea
ଚିଲିକା ମଝିରେ ଫସିଲା ଡଙ୍ଗା, ଫସି ରହିଲେ ୬୦ ଜଣ ଯାତ୍ରୀ

ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅଟକିଲା । ଡଙ୍ଗାରେ ୬୦ ଜଣ ଯାତ୍ରୀ ଓ ୪୦ଟି ବାଇକ ଥିବା ସୂଚନା ।..

Chilika Boat Stuck
ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଫସିଛନ୍ତି ୬୦ ଯାତ୍ରୀ

ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଏମିତି ଡଙ୍ଗା ଫସି ରହିଛି । ମିଳିଥିବା ସୂଚନା ମୁତାବକ, ଡଙ୍ଗାରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିବା ଯୋଗୁଁ ଆଗକୁ ଆଉ ବଢ଼ି ପାରୁନି।

Chilika Fire
ଚିଲିକା କାଳୁପଡା ଜେଟି ନିକଟ ନଳଘାସରେ ନିଆଁ

ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି ।

kalijai
ଚିଲିକା ମଝିରେ ଫସିଲା ଡଙ୍ଗା, ପରେ ପ୍ରଶାସନର ପଶିଲା ଚେତା

ମକର ସଂକ୍ରାନ୍ତି ଯୋଗୁଁ ବାଲୁଗାଁରେ ଜମିଛି ଭକ୍ତଙ୍କ ଭିଡ଼ ।

Migratory birds start arriving in Chilika Lake as winter sets in
ଚିଲିକାରେ ବିଦେଶୀ ଅତିଥିଙ୍କ ସମାଗମ: ମଙ୍ଗଳାଯୋଡ଼ି, ନଳବଣରେ ୫୦ରୁ ଅଧିକ ପ୍ରଜାତିର ପକ୍ଷୀ

ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ଥିବାରୁ ଏଥିପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Drone Will Be Used To Guard Chilika And Bhitarkanika
ଏଣିକି ଚିଲିକା ଓ ଭିତରକନିକା ଜଗିବ ଡ୍ରୋନ୍‌ କ୍ୟାମେରା !

ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍‌ କ୍ୟାମେରା। ଏହି ସବୁ ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ୪ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Chilika Buffalo Milk
ଚିଲିକା ମଇଁଷି କ୍ଷୀରରୁ ହୋଇ ପାରିବ କ୍ୟାନସର ଔଷଧ

ଚିଲିକା ଅଞ୍ଚଳର ମଇଁଷୀ କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଆବଶ୍ୟକ ଅତି ଉପାଦେୟ ଉପାଦନ । ଏଠିକାର ମଇଁଷି କ୍ଷୀର ଓ ଦହିରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି ।

Chilika Buffalo Milk
କ୍ୟାନ୍‌ସର ଭଲ କରିଦେବ ମଇଁଷି କ୍ଷୀର ! ୬ ବର୍ଷ ଗବେଷଣା ପରେ ଆସିଲା ତଥ୍ୟ

ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ ।

Floating bridge vessel with 60 passengers on board stranded in Chilika
ଯାନ୍ତ୍ରିକ ତ୍ରୁଟିରୁ ଚିଲିକା ମଝିରେ ଅଟକିଲା ଭସାପୋଲ

ଭସାପୋଲରେ ଫସି ରହିଛନ୍ତି ୬୦ରୁ ଅଧିକ ଯାତ୍ରୀ...

Boat Tragedies
ଚିଲିକାରେ ବୋଟ୍ ବୁଡ଼ିବା ସତ୍ତ୍ୱେ ଅସୁରକ୍ଷିତ ଜଳଯାତ୍ରା ଜାରି

କାଲିର ଦୁର୍ଘଟଣା ସହ କିଛି ସମ୍ପର୍କ ନାହିଁ, କି ଆଜି କାଳେ କିଛି ଅଘଟଣ ଘଟିବ, ସେ ଆଶଙ୍କାକୁ ମଧ୍ୟ ପରୱା ନାହିଁ । ଆଗରୁ ଯେମିତି ଚାଲୁଥିଲା, ଏବେ ବି ସେମିତି ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି ।

Special Story | Boat tragedies in Chilika ignored by all, travel in life-threatening situation
ଆଉ କେତେ ଜୀବନ ଗଲେ ଚେତା ପଶିବ

ଚିଲିକାରେ ବୋଟ୍ ବୁଡ଼ି ସତ୍ତ୍ୱେ ଅସୁରକ୍ଷିତ ଜଳଯାତ୍ରା ଜାରି I ବିନା ଲାଇଫ୍ ଜ୍ୟାକେଟରେ ଜୀବନକୁ ବାଜି ଲଗାଇ ଯାଆସ। ନାଭାଲ ସେଣ୍ଟର ନିକଟରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

Chilika lagoon
ଏବର୍ଷ ଚିଲିକାକୁ ଆସିଛନ୍ତି କମ୍ ସଂଖ୍ୟକ ବିଦେଶୀ ପକ୍ଷୀ

ଚିଲିକାର ୫ଟି ରେଂଜ୍ ଯଥା ରମ୍ଭା, ବାଲୁଗାଁ, ଟାଙ୍ଗି, ଚିଲିକା ଓ ସାତପଡାରେ ପକ୍ଷୀଗଣନା କରାଯାଇଛି।

Fishermen Return To Chilika For Fishing
ଚଳଞ୍ଚଚଞ୍ଚଳ ହୋଇଉଠିଛି ଚିଲିକା

୩ ଦିନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଚିଲିକା । ଜୱାଦ ପାଇଁ ବନ୍ଦ ଥିବା ମତ୍ସ୍ୟଜୀବୀ ପୁଣି ଥରେ ଆରମ୍ଭ କରିଛନ୍ତି ନିଜ ଜୀବିକା । ଶୁଣନ୍ତୁ କଣ ରହିଛି ମତ୍ସ୍ୟଜୀବୀଙ୍କର ପ୍ରତିକ୍ରିୟା ।

Chilika
କେମିତି ଆସିଲେ ଏତେ ମାଛ ? କେହି ଆସୁ ନାହାନ୍ତି କି ନେଉ ନାହାନ୍ତି !

ରାଜ୍ୟରେ ଏବେ ବାତ୍ୟା ପରିସ୍ଥିତି । ରାଜ୍ୟ ପାଇଁ ବିଶେଷ ବିପଦ ନଥିଲେ ମଧ୍ୟ ପାଗ କୋହଲା ରହିଛି, ବର୍ଷା ମଧ୍ୟ ଜାରି ରହିଛି । ଏମିତି ପରିସ୍ଥିତିରେ ସମୂଦ୍ର କଳିଆ ଅଞ୍ଚଳ ବିପଦପୂର୍ଣ୍ଣ ବୋଲି କୁହଯାଇଛି । ତେଣୁ ମାଛ ବିକ୍ରି ହୋଇପାରିନି ।

Special Story | MLA Prashant Jagdev\'s Action Hints At Chilika BJD Infighting | Odisha
ଜଳଜଳ ଦିଶୁଛି ବିଜେଡିର ଫାଟ, ଢୋଲ ଭିତରେ ମୂଷା

ବିଜେଡି କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ମୁକୁଟ ପିନ୍ଧିବାକୁ ସମସ୍ତେ ହାଇଁପାଇଁ । ଆରମ୍ଭ ହୋଇଗଲାଣି ଗୋଛି କଟାକଟି।

chilika
ଚିଲିକାରେ ବିଦେଶୀ ପକ୍ଷୀଙ୍କ କଳରବ ! କିଚିରି ମିଚିରି ଶଦ୍ଦରେ ପୂରି ଉଠୁଛି ପରିବେଶ

ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ ।

Winged Guests Throng Odisha's Chilika
ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ

ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ । ଚିଲିକା ସ୍ଥିତ ମଙ୍ଗଳାଯୋଡି ଏବଂ ନଳବଣ ଭଳି ପକ୍ଷୀ ଅଭୟାରଣ୍ୟରେ ପ୍ରାୟ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏବଂ ପକ୍ଷୀ ସୁରକ୍ଷା ସମିତି ପକ୍ଷରୁ ଚିହ୍ନଟ କରାଯାଇଛି ।

Winged Guests Throng Odisha\'s Chilika
ଶୀତ ଆସିଲା ଆସିଲେ ବିଦେଶୀ ଅତିଥି

ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ। ହଜାର ହଜାର ମାଇଲ ଅତିକ୍ରମ କରି ଆସିଥିବା ଅତିଥି ବିହଙ୍ଗଙ୍କ କଳରାବରେ ମୁଖରିତ ହେଲାଣି ଚିଲିକା। ନଭେମ୍ବର ପୂର୍ବରୁ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଏସବୁ ଅଂଚଳରେ ଦେଖିବାକୁ ମିଳିଲେଣି ।