• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pradeep Panigrahi

Lok Sabha
ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର, ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ

ଶପଥ ନେଇଛନ୍ତି ଓଡ଼ିଆ ସାଂସଦ । ଲୋକସଭା ସଦସ୍ୟ ଭାବେ ଆଜି ଓଡ଼ିଶାର ୧୯ ଜଣ ସାଂସଦ ଶପଥ ନେଇଛନ୍ତି ।

Pradeep Panigrahi
‘ଲେଖା ଛିଡ଼ିଲା, କ୍ରୀତଦାସ ମାନସିକତାରୁ ଓଡ଼ିଶାବାସୀ ମୁକ୍ତି ପାଇଲେ’

ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇଦେଲେ । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ ତିଷ୍ଠିବନି ।

Pradeep Panigrahi
‘ବିଜେଡିର ଲେଖା ଛିଡ଼ି ଯାଇଛି, ଏଥର ନବୀନ ବାବୁ ହିଞ୍ଜିଳିରୁ ହାରୁଛନ୍ତି’

ବିଜେଡି ଯଦି ସ୍ୱଚ୍ଛ ତେବେ ଟଙ୍କା କାହିଁକି ବାଣ୍ଟୁଛି, ହିଂସା କାହିଁକି ସୃଷ୍ଟି କରୁଛି ବୋଲି ପ୍ରଶ୍ନ କରିନ୍ତି ପ୍ରଦୀପ ।

Odisha Election
ବାହାରିବା ପରେ ପ୍ରଦୀପ ଦେଲେ ବିସ୍ଫୋରକ ବୟାନ; କାହିଁକି ହୋଇଥିଲା ଆକ୍ରମଣ ?

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାଶ କାହିଁକି କଲେ ଆଟାକ୍ ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାଶ ନା ଆଉ କିଏ ?

Pradeep Panigrahi
ପ୍ରଦୀପଙ୍କ ଲେଖା ଛିଡେଇ ଦେବା ହୁଙ୍କାରରେ ଘାବରେଇ ଗଲା କି ବିଜେଡି ?

ପ୍ରଦୀପ ପାଣିଗ୍ରାହୀଙ୍କବଢୁଥିବା ଲୋକପ୍ରିୟତାରେ ଘାବରେଇ ଗଲା କି ବିଜେଡି ? ପ୍ରଦୀପଙ୍କ ବଳରେ ବିଜେପିର ଗଂଜାମ ଦଖଲ ରଣନୀତିକୁ ଦୁର୍ବଳ କରିବାକୁ ରଚିଲାକି ଷଡ଼ଯନ୍ତ୍ର ? ଗତ ୧୩ ତାରିଖରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଉଠିଛି ଏଭଳି ପ୍ରଶ୍ନ।

Pradeep Panigrahi
ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା କି ଶଙ୍ଖ ଦଳ ? ପ୍ରଦୀପଙ୍କ ପାୱାର ଦେଖି ଚିନ୍ତାରେ BJD !

ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି।

Pradeep Panigrahi
ପ୍ରଦୀପଙ୍କୁ ମାଡ଼ମାରି ଗିରଫ ହେଲେ ଶିବଶଙ୍କର; ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ପତ୍ନୀ ସୁଜାତା

ଆକ୍ରମଣ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେବେଳ ଅହିଂସା କଥା କହୁଛନ୍ତି, ମାତ୍ର ହିଂସା ଏବେ ଚରମ ସୀମାରେ ପହଞ୍ଚିଛି।

Pradeep Panigrahi
ପ୍ରଦୀପ-ଶିବଶଙ୍କର ହାତାହାତି; ଆହତ ପ୍ରଦୀପଙ୍କୁ ଏମସ୍‌ ସ୍ଥାନାନ୍ତର

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍‌ ସ୍ଥାନାନ୍ତର କରାଯାଇଛି।

Ganjam Politics
ଗୋଳମାଳ ଗଞ୍ଜାମ ରାଜନୀତି; BJD ହାତରୁ ଖସିଯିବ କି ଗଡ଼ ?

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।

Pradeep Panigrahi
ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ'

ପ୍ରଦୀପଙ୍କ ପାୱାର ସୋ' । ପଦ୍ମ ଧରୁ ଧରୁ ଗଞ୍ଜାମରେ ଦମ୍ ଦେଖାଇଲେ ପ୍ରଦୀପ ପାଣିଗ୍ରାହୀ..

Pradeep Panigrahi
ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ', ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଲେ ଗୋପାଳପୁର ବିଧାୟକ

ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Pradeep Panigrahi
ବ୍ରହ୍ମପୁର ସମାବେଶରେ ପ୍ରଦୀପଙ୍କ ହୁଙ୍କାର; କହିଲେ, ‘ଏଥର ଲେଖା ଛିଡ଼େଇ ଦେବା’

ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।

Pradeep Panigrahi
ପଦ୍ମ ପୋଖରୀକୁ ଡେଇଁଲେ ପ୍ରଦୀପ ପାଣିଗ୍ରାହୀ

ରୋଚକ ମୋଡ଼ରେ ଗଞ୍ଜାମ ରାଜନୀତି। କାହିଁକି ନା ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଦ୍ମ ଶିବିରରେ ସାମିଲ ହେଉ ହେଉ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଦୀପ।

Pradeep Panigrahi
ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସି ସାମିଲ ହେଲେ ପ୍ରଦୀପ।

Odisha vigilance
ପୁଣି ବଢ଼ିଲା ପ୍ରଦୀପଙ୍କ ଅଡ଼ୁଆ; ଚାର୍ଜଫ୍ରେମ୍ ଦାଖଲ କଲା ଭିଜିଲାନ୍ସ

ପୂର୍ବରୁ ୨୦୨୩ ଏପ୍ରିଲ୍‌ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ।

Pradeep Panigrahi
ଛିଡୁନି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମୀକରଣ ! ଅକଳରେ ପଡ଼ିଛି ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା

ଛିଡୁନି ପ୍ରଦୀପ ପାଣିଗ୍ରାହୀ ସମୀକରଣ । ଅକଳରେ ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା । ଗୋପାଳପୁର ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ନେଇ ବିଜେଡି ଆଗୁଆ ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା। ନିଜକୁ ସ୍ୱଚ୍ଛ କହୁଥିବା ବିଜେପି, ପ୍ରଦୀପଙ୍କ ଭଳି ଦାଗି ନେତାଙ୍କୁ କାହିଁକି ନିଜ ଦଳରେ ସାମିଲ କରିବାକୁ ଆତୁର ବୋଲି ଅଭିଯୋଗ ବି କରିଥିଲା ।

Pradeep Panigrahi
ଛିଡୁନି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମୀକରଣ ! ଅକଳରେ ପଡ଼ିଛି ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା

ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି !

Pradeep Panigrahi
ଦୀପାବଳି ପରଦିନ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରଣ

ବିଜେଡିରେ ଥିବା ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏସବୁ ଅଭିଯୋଗର ଜବାବ ରଖିଛି ବିଜେଡି।

Pradeep Panigrahi
ଗ୍ୟାଙ୍ଗ୍‌ ଅଫ୍‌ ଫାଇଭ୍‌ରେ ବିଜେଡିର କିଏ କିଏ ? ଦୀପାବଳି ବେଳେ ପ୍ରଦୀପଙ୍କ ବିସ୍ଫୋରକ ବୟାନ

ଘନଉଛି ଗଞ୍ଜାମ ପଲିଟିକ୍ସ । ଦୀପାବଳି ପୂର୍ବଦିନ ପ୍ରଦୀପଙ୍କୁ ବିଜେଡିର ଆକ୍ରମଣ, ଆଉ ଦୀପାବଳି ପରଦିନ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦୀପଙ୍କ ନିଶାନା । ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଓଡିଶାକୁ ଲୁଟୁଛନ୍ତି ଗ୍ୟାଙ୍ଗ ଅଫ୍ ଫାଇଭ୍ ।

Pradeep Panigrahi
'ଦୁର୍ନୀତିର ଏନ୍ତୁଡ଼ିଶାଳ CMO; ସଚ୍ଚୋଟ୍‌ ଯଦି କୋଟି କୋଟି ଟଙ୍କା ଆସୁଛି କେଉଁଠୁ'

ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି ଯେ, ବିଜେଡିର ଦଳୀୟ ପାଣ୍ଠିକୁ ଏତେ ଟଙ୍କା ଆସୁଛି କେଉଁଠୁ । ୫ ବର୍ଷରେ ୬୨୨ କୋଟି ଟଙ୍କା କେଉଁଠୁ ଆସିଲା ।

Pradeep Panigrahi
ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରୁଥିବା ଚର୍ଚ୍ଚାକୁ ନେଇ ଛାନିଆ ବିଜେଡି

ଗଞ୍ଜାମ ରାଜନୀତିରେ ହଲଚଲ । ଚର୍ଚ୍ଚା ହେଉଛି,ଖୁବ ଶୀଘ୍ର ବିଜେପିରେ ମିଶିପାରନ୍ତି ବିଜେଡିରୁ ବହିଷ୍କୃତ, ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ରୋଚକ କଥା ହେଉଛି ପ୍ରଦୀପଙ୍କ ଦଳବଦଳ ନହେଉଣୁ ଛାନିଆ ବିଜେଡି। ପ୍ରଦୀପ ଜନ ବିରୋଧୀ ଓ ତାଙ୍କ ନାଁରେ ଆର୍ଥିକ ହେରଫେର ମାମଲା ଥିବା ବେଳେ ବିଜେପି କେମିତି ତାଙ୍କୁ ଆପଣାଉଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଜଏନିଂ ଆଗରୁ ବିଜେଡି ନେତାଏ ପଚାରିଲେଣି। ତେବେ ପ୍ରଦୀପ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ବିଜେଡି ଭୟଭୀତ ବୋଲି କଟାକ୍ଷ କରିଛି ବିଜେପି..

Pradeep Panigrahi
ମୁହଁ ଖୋଲିନାହାନ୍ତି ପ୍ରଦୀପ; ଝାଳନାଳ ହେଲେଣି ବିଜେଡି ନେତା

ବିଜେପି ଘୋଷଣା କରିନି । ପ୍ରଦୀପ ପାଣିଗ୍ରାହୀ ବି ମୁହଁ ଖୋଲି କହି ନାହାଁନ୍ତି । ଏପଟେ ବିଜେଡି ଶିବିରରେ କିନ୍ତୁ କଂପନ ।

Gopalpur MLA Pradeep Panigrahi
ଅନୁଭବ ବଖାଣିଲେ ପ୍ରଦୀପ ପାଣିଗ୍ରାହୀ

ଅନୁଭବ ବଖାଣିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

Gopalpur MLA Pradeep Panigrahi
ପ୍ରଦୀପଙ୍କୁ ସୁରକ୍ଷା ଦେଇପାରିଲାନି ପୋଲିସ ! ଅଟକିଲେ ୩ ଘଣ୍ଟା, ଅଣ୍ଡା ସାଙ୍ଗକୁ ହେଲା ପଥର ମାଡ଼

ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ।

VK Pandian
ପ୍ରଦୀପ ପାଣିଗ୍ରାହୀଙ୍କୁ 5T ସଚିବଙ୍କ ଟାର୍ଗେଟ୍‌

ପ୍ରଦୀପଙ୍କ ନାଁ ନନେଇ ତାଙ୍କ ନିର୍ବାଚନମଣ୍ଡଳିରେ ହିଁ ତାଙ୍କୁ ଟାର୍ଗେଟ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।