ବିଦେଶକୁ ମଧ୍ୟ ଲମ୍ବିଥାଇପାରେ ଅର୍ଚ୍ଚନାର ଟଙ୍କା କାରବାର ଚେର।
ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର ।
ନୟାପଲ୍ଲୀ ଥାନା ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।
ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଗିରଫ କଲା ଇଡି
ଅର୍ଚ୍ଚନା ଥିବା ବେଳେ ମାଗି ମାଗି ଦେଲେନି, ଏବେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ
ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲିଥିବା ସୂଚନା । ଗାଡ଼ି, ଘର ପରେ ଏବେ ସୁନା କିଣାର ଚାଲିଛି ଖୋଳତାଡ଼ ।
କଣ ପାଇଁ ଫୋରେନ୍ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ବିଳମ୍ବ କରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ।
ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ଆଉ ୬ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି । ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ।
ଶ୍ରଦ୍ଧାଞ୍ଜଳି ମୁହଁରେ ନାଗ ସାମ୍ରାଜ୍ୟର ଗୁମର । ସହଯୋଗୀ ଖୋଲିଦେଲେ ବ୍ଲାକମେଲ କ୍ୱିନ୍ର କଳା ଧନ୍ଦାର ପୁରା ପୋଲ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି ।
କମିଶନରେଟ୍ ପୋଲିସ ଉପରକୁ ନାଗ ଫଁ । ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ପୋଲିସ ବିରୋଧରେ ବିଷୋଦ୍ଗାର । ସାଙ୍ଘାତିକ ଅଭିଯୋଗ । ଗିରଫଦାରୀକୁ ନେଇ ପ୍ରଶ୍ନବାଣ । ଥାନାରେ ଅଟକ ରଖି ମାନସିକ ଚାପର ଅଭିଯୋଗ ଆଣି କମିଶନରେଟ୍ ପୋଲିସ ବିରୋଧରେ ବର୍ଷିଛି ଅଭିଯୁକ୍ତ ଅର୍ଚ୍ଚନା । କହିଛି, ୬୦ ଘଣ୍ଟା ଧରି ବାଲିଅନ୍ତା ଥାନାରେ ଆଣି ଅଟକ ରଖିଲା ପୋଲିସ । ୬ ଦିନ ଯାଏଁ କଣ ସବୁ ଘଟୁଥିଲା ମୁଁ ଜାଣିପାରିନଥିଲି । ଏପରିକି ପରିବାର ଲୋକଙ୍କୁ ବି ନଜର ଅନ୍ଦାଜ କରି ରଖାଯାଇଥିଲା । କିନ୍ତୁ ଜେଲ୍ ଭିତରକୁ ଆସିବା ପରେ ଜଣାପଡ଼ିଥିଲା ଗିରଫଦାରୀର କାରଣ । ଏମିତିକି ଅଭିଯୋଗକାରୀ କିଏ ମୁଁ ଜାଣିପାରିନଥିଲି ବୋଲି କହିଛି ଅର୍ଚ୍ଚନା ନାଗ୍ ।
ଅର୍ଚ୍ଚନା ନାଗକୁ ଗିରଫ ସବୁ ନିୟମ ଅନୁସାରେ କରିଛୁ କହିଲେ ଭୁବନେଶ୍ୱର ଡିସିପି ।
ମୋତେ ଫସାଇବା ପଛରେ ନେତା-ମନ୍ତ୍ରୀ କି କିଏ, ପ୍ରମାଣ ଦେବି କହିଲେ ଅର୍ଚ୍ଚନା । ଇଡିଠୁ ବି ବଡ଼ ଯାଞ୍ଚ ଏଜେନ୍ସିକୁ ସାମ୍ନା ପାଇଁ ପ୍ରସ୍ତୁତ ଅଛି ।
କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ଆସି ସେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ମୁଁ କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା ନାଗ। ସବୁ ଗୁମର ଖୋଲିବ, ମୁଁ କାହାକୁ ଛାଡ଼ିବିନି କହିଲେ ଅର୍ଚ୍ଚନା।
ଗତକାଲି କୋର୍ଟରେ ହାଜର ବେଳେ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି।
କୋର୍ଟ ହାଜିରା ବେଳେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ବିଷୋଦ୍ଗାର । କୁଆଡ଼େ ଗଲେ ସୋ କଲ୍ଡ଼ ଭିକ୍ଟିମ୍ ବୋଲି ପଚାରିଥିଲା ଅର୍ଚ୍ଚନା ।
୧୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ED । ହେଲେ ୭ ଦିନ ପାଇଁ ମିଳିଲା ଅନୁମତି ।
ପଚରାଉଚରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ସହ ଲିଙ୍କ୍ର ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ।
ଶ୍ରଦ୍ଧାଞ୍ଜଳି, ଡ୍ରାଇଭର ଚନ୍ଦନ ଓ ଖଗେଶ୍ୱରର ବୟାନ ଆଧାରରେ ତାଲିକା ପ୍ରସ୍ତୁତ
ଦ୍ୱିତୀୟ ଦିନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କଲା ED । ଡ୍ରାଇଭର ଚନ୍ଦନ ମୁହଁରୁ ED ଆଦାୟ କଲା ଅର୍ଚ୍ଚନାର ହିଷ୍ଟ୍ରି ।
ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କ୍ରେ ED ଜାଲରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ହନିଟ୍ରାପ୍ କୁଇନଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାଂଜାକ୍ସନ ଅଭିଯୋଗରେ ହରଡ଼ ଘଣାରେ ବିଜେଡି ବିଧାୟକଙ୍କ ଭାଇ ।
ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି ।