• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyclone Impact In Odisha

Cyclone Mandous
ବାତ୍ୟା ମାଣ୍ଡୋସ୍ ତାଣ୍ଡବ, ରାତିଅଧରେ ଲ୍ୟାଣ୍ଡଫଲ୍ ପରେ ବ୍ୟାପକ କ୍ଷୟକ୍ଷତି

ଘୁଘୁ ପବନ... ତୁହାକୁ ତୁହା ବର୍ଷା। ତାମିଲନାଡୁର ମାମଲାପୁରମ ନିକଟରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଉପୁଡି ପଡିଛି ବର୍ଷ ବର୍ଷ ଧରି ଠିଆ ହୋଇଥିବା ବିରାଟ ଗଛ କେଉଁଠି ଗାଡି ଉପରେ ବିଶାଳ ଗଣ୍ଡି ମାଡି ବସିଛି ତ କେଉଁଠି ଗଛ ପଡି ରାସ୍ତା ବନ୍ଦ ଗାଡିମୋଟର। କାନ୍ଥ ଭୁଶୁଡି ମାଟି ତଳେ ଚାପି ହୋଇରହିଛି ଏକାଧିକ ଗାଡି ମୋଟର ପବନ ମାଡରେ ଉଡିଯାଇଛି। ପେଟ୍ରୋଲ ପମ୍ପର ଛାତ ବଡ ବଡ ବିଲଡିଂ ବି କ୍ଷତିଗ୍ରସ୍ତ ହୋଇଛି

Cyclone Mandous
ବାତ୍ୟା ମାଣ୍ଡୋସ୍ ତାଣ୍ଡବ, ରାତିଅଧରେ ଲ୍ୟାଣ୍ଡଫଲ୍ ପରେ ବ୍ୟାପକ କ୍ଷୟକ୍ଷତି

ବାତ୍ୟା ମାଣ୍ଡୋସ୍‌ର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ।

Cyclone
ପୁଣି ବାତ୍ୟା ! ଉତ୍ତର ଆନ୍ଧ୍ର କିମ୍ବା ଉତ୍ତର ଓଡ଼ିଶା ଉପକୂଳରେ ମାଡ଼ ଆଶଙ୍କା

୨୩ କିମ୍ବା ୨୪ରେ ବଙ୍ଗୋପସାଗରରେ ସାଇକ୍ଲୋନ୍ ଆଶଙ୍କା । ଆଇଏମଡିର ସୂଚନା, ସ୍ପଷ୍ଟ ହୋଇନି ଲ୍ୟାଣ୍ଡଫଲ୍ ସ୍ଥଳ । ବିଭିନ୍ନ ପାଣିପାଗ ମଡେଲର ଆକଳନକୁ ନେଇ ନାନା ଚର୍ଚ୍ଚା ।

Waterl logging in Bhubaneswar
ତଳି ଅଞ୍ଚଳରେ ଜଳ ଜମିଲେ ହେବ ନିଷ୍କାସନ ବ୍ୟବସ୍ଥା: ମେୟର

ଉପକୂଳ ଦେଇ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଯିବାର ସମ୍ଭାବନା ରହିଛି। 

TWC Met Team
ଅସାନି ସାଥୀରେ ଆଉ ଏକ ବାତ୍ୟା 'କରିମ୍‌' !

୨୦୧୯ରେ ବଙ୍ଗୋପସାଗରେ ବାତ୍ୟା ଫନି ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସଗରରେ ବାତ୍ୟା ଲୋର୍ଣ୍ଣା ସୃଷ୍ଟି ହୋଇଥିଲା।

Cyclone Alert
ଆନ୍ଧ୍ର ମୁହାଁ ଅସାନି: ପରୀକ୍ଷା ସ୍ଥଗିତ, ବିମାନ ଉଡାଣ ବାତିଲ

ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୭୦ରୁ ୮୦ କିମି ରହିବ।

Cyclone Alert
ଦୁର୍ବଳ ହେଲା ସିଭିୟର ସାଇକ୍ଲୋନ୍ ଅସାନି

ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ।

Sea Beach
ସମୁଦ୍ରକୁ ଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: SRC

ବାତ୍ୟା ନେଇ ଆଲର୍ଟ କରାଯାଇଥିଲେ ବି ଅନେକ ବେପରୁଆ ଭାବେ ସମୁଦ୍ରକୁ ଯିବାର ଦେଖିବାକୁ ମିଳୁଛି।

Cyclone Asani
ଦୃଶ୍ୟମାନ ହେଲା ବାତ୍ୟା ଅସାନିର ଆଖି

ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଛି।

Gopalpur Sea beach
ସମୁଦ୍ର ଉପକୂଳ ନଯିବାକୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

୧୨ ତାରିଖ ଦିନ ୧୧.୩୦ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା।

cyclone Alert
ଆଜିଠୁ ୩ ଦିନ ଯାଏ ପ୍ରବଳ ବର୍ଷିବ, ୫୦ କିମି ବେଗରେ ବହିବ ପବନ

୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ।

Cyclone Alert
ଭୀଷଣ ବାତ୍ୟାରେ ପରିଣତ ହେଲା ଅସାନୀ

ଏହା ପୁରୀରୁ ୧୦୦ କିଲୋମିଟର ଦୂରରେ ଯିବ।

cyclone
୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ବର୍ଷିବ

ବଙ୍ଗୋପସାଗରରେ ସୃୃଷ୍ଚ ବାତ୍ୟା ଅସାନି ପ୍ରବଳ ବାତ୍ୟାର ରୂପ ନେଇଛି। ହେଲେ ଏହା ଉପକୂଳ ଅତିକ୍ରମ କରୁ ନଥିବାରୁ ବାତ୍ୟା ଭୟ ତ ଟଳିଛି, ହେଲେ ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

SRC Pressmeet
୧୧ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। 

Cyclone Alert
ଆସୁଛି ବାତ୍ୟା !

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି ।

Deep Depression
ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

୧୦ ତାରିଖ ସଂଧ୍ୟାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।

Cyclone Alert
ଲ୍ୟାଣ୍ଡଫଲ୍ ନକରି ସମୁଦ୍ର ଭିତରେ ଦିଗ ଭାଙ୍ଗି ଚାଲିଯିବ ସାମୁଦ୍ରିକ ଝଡ଼

ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ କାଲି ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେଲେ ବି ସେଇ ରୂପରେ ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। ଏମିତିକି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ କେଉଁଠି ବି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍‌ଡି ଡିଜି। 

Windy Forecast
ଦୁଇ ପାଣିପାଗ ସଂସ୍ଥାର ପୂର୍ବାନୁମାନ: ପାରାଦୀପ ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା

୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

Heavy Rainfall
ଆସୁଛି ବାତ୍ୟା: ୪ ଜିଲ୍ଲାରେ ପ୍ରବଳ ବର୍ଷିବ

୧୦ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରୁ ସ୍ଥଳଭାଗକୁ ଫେରି ଆସିବାକୁ ପରାମର୍ଶ।

Cyclone Alert
ଦିଗ ବଦଳାଇବା ପରେ ଦୁର୍ବଳ ହୋଇଯିବ ବାତ୍ୟା !

ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Cyclone
ମେ ମାସରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ। ସମ୍ଭାବ୍ୟ ବାତ୍ୟା ନେଇ ଦେଉଛି ସଙ୍କେତ। ମେ ମାସ ପ୍ରଥମ ସପ୍ତାହରେ ଆସିପାରେ। ସାଇକ୍ଲୋନ ମେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତାପରେ ତାହା ସାଇକ୍ଲୋନର ରୂପ ନେବାର ସମ୍ଭାବନା ରହିଛି।