• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 25 October 2022
utkalmani gopabandhu das's sathighar fire mishap at satyabadi
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଲାଗିଲା ନିଆଁ

ଆକାଶ ଦୀପ ଉଡ଼ି ଉଡ଼ି ଆସି ଚାଲ ଘର ଉପରେ ପଡ଼ିଥିଲା।

PM Modi
ଭାରତକୁ କେହି ନଜର ପକାଇଲେ ତିନି ସେନା ମୁହଁତୋଡ଼ ଯବାବ ଦେବେ: ମୋଦି

ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଖୁବ୍ ଉତ୍ସାହିତ ଥିଲେ ଯବାନ।

Dhamnagar bypoll
ମୁଖ୍ୟମନ୍ତ୍ରୀଙ୍କ ନାଁରେ ନୋଟ୍ ଅଫର୍: ଅଧିକ ଭୋଟ୍ ଦେଇଥିବା ପଞ୍ଚାୟତକୁ କୋଟିଏ

ନିର୍ବାଚନର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Special story
ଆସନ୍ତାକାଲି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯୋପରାଗ : ସନ୍ଧ୍ୟା ୬ଟା ୨୬ରେ ସର୍ବମୋକ୍ଷ

ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ, ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ

Firing
ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର।

Youth Death
ପ୍ରେମିକ ପାଇଁ ଶେଷ ଚିଠି ଲେଖି ଜୀବନ ହାରିଦେଲେ +୨ ଛାତ୍ରୀ

ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି।

Special story
ବାଘ ପାଇଁ ଗାଁରେ ପଡ଼ିଛି ତାଟିକବାଟ ! ଡରି ଡରି ବଞ୍ଚୁଛନ୍ତି ଲୋକେ

ବାରମ୍ବାର ଗୃହପାଳିତ ପଶୁଙ୍କୁ ମାରି ଖାଉଥିବାରୁ ଚିନ୍ତାରେ ଗାଁ ଲୋକ।

  • Monday, 24 October 2022
BJD
ପ୍ରତି ପଞ୍ଚାୟତକୁ ଶାସକ ଦଳର କୋଟିଏ ଅଫର୍‌!

ଧାମନଗରରେ ଚାଲିଥିଲା ନିର୍ବାଚନୀ ସଭା । ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା କାର୍ଯ୍ୟକ୍ରମରେ ଭାଷଣରେ ବିଜେଡି କର୍ମୀ ଜଣଙ୍କ ଭୋଟର୍‌ଙ୍କୁ ଦେଲେ ଲୋଭନୀୟ ଅଫର୍‌ ।

Pratap Chandra Sarangi
ନିର୍ବାଚନ ପ୍ରଚାରରେ ଯାଇଥିଲେ ପ୍ରତାପ ଷଡ଼ଙ୍ଗୀ, ଗାଡ଼ିରୁ ମିଳିଲା ଏହି ସବୁ ସାମଗ୍ରୀ

ବ୍ରହ୍ମଚାରୀଙ୍କ ଗାଡ଼ିରୁ ବାହାରିଲା ବ୍ରାହ୍ମୀ ପତ୍ର । ଗାଡ଼ି ଯାଞ୍ଚ ବେଳେ ସାଂସଦଙ୍କ ଗାଡ଼ିରୁ ମିଳିଲା ବ୍ରାହ୍ମୀପତ୍ର ସହ ଫଳ ଓ ବିସ୍କୁଟ

Archana Nag
ହନିଟ୍ରାପ୍‌ ଦମ୍ପତିଙ୍କ ଆକାଉଣ୍ଟକୁ ଖୋଳତାଡ଼ କରିବ ED

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ନେତା, ମନ୍ତ୍ରୀ ଏବଂ ବଡବଡିଆଙ୍କଠାରୁ ଆସିଛି କି ଟଙ୍କା ? ତେଣୁ କିଏ କାହିଁକି ଟଙ୍କା ଦେଇଛି, ସେନେଇ ତଦନ୍ତ କରିପାରେ ଇଡି । 

elephant
ଅମଳ ସମୟରେ ଉତ୍ପାତ କରୁଛନ୍ତି ଗଜରାଜ : ଚାଷୀ ଆଖିରେ ଲୁହ

ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ହାତୀ ଚିନ୍ତା । କାରଣ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଠିକ ଧାନ ଅମଳ ସମୟରେ ଅରମ୍ଭ ହୋଇଗଲାଣି ହାତୀ ଉପଦ୍ରବ ।

Special story
ପେଷାରେ ଜଣେ ବ୍ୟବସାୟୀ ! ନିଶା ବିଭିନ୍ନ ଦେଶର ମୁଦ୍ରା ଓ ନୋଟ ସଂଗ୍ରହ

ପ୍ରତିଦିନ ବ୍ୟବସାୟ କରିବା ସହିତ ମୁଦ୍ରା ଓ ନୋଟ ସଂଗ୍ରହ କରିବା ପାଇଁ ମଧ୍ୟ ସମୟ ବାହାର କରନ୍ତି ପି.ବାଲଜି ସୁବୁଦ୍ଧି ।

Kotagarh police station IIC Dhiraj Lenka in Vigilance net
ପୁଳା ପୁଳା ଟଙ୍କା ଧରି ପତ୍ନୀଙ୍କ ପାଖକୁ ଯାଉଥିଲେ ପୋଲିସ୍‌ ବାବୁ, ମାଡ଼ି ବସିଲା ଭିଜିଲାନ୍ସ...

ଅଭିଯୋଗ ଆଧାରରେ, ଭିଜିଲାନ୍ସ ଟିମ୍‌ IICଙ୍କ ଗାଡ଼ିକୁ ଅଟକ ରଖି ତାଙ୍କୁ ଏବଂ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧ଲକ୍ଷ ୪୫ ହଜାର ୮ଶହ ଟଙ୍କା ମିଳିଥିଲା। 

Drunk Doctor
ଦି ପେଗ୍‌ ମାରିଲେ, ମଦର ଗୁଣଗାନ କଲେ

ଜଣେ କାର୍ଯ୍ୟରତ ଡାକ୍ତର ସରକାରୀ ଡାକ୍ତରଖାନା ଭିତରେ ମଦ କେମିତି ପିଉଛନ୍ତି ? ସ୍ଥାନୀୟ ଲୋକେ ଏହାର୍ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

Cyclone Sitrang Heavy rainfall alert leaves Odisha farmers in lurch
ବର୍ଷାକୁ ନେଇ ଚାଷୀ ଛାନିଆ, ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ

ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ। 

Special Rituals In Puri Srimandir On The Occasion Of Diwali
ଦୀପାବଳି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି...

ଶ୍ରୀମନ୍ଦିର ମଧ୍ୟ ଦୀପାବଳି ଅମାବାସ୍ୟ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ମଙ୍ଗଳବାର ସୂର୍ଯ୍ୟପରାଗ ପଡ଼ୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ। 

Cyclonic Storm Si-Trang Intensify Into A Severe Cyclonic Storm During Next 12 Hours
୧୨ ଘଣ୍ଟାରେ ଭୀଷଣ ବାତ୍ୟା ! ଆଜି ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 24 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 24 October 2022
Sun Temple
ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ, କଳାହାଣ୍ଡି ତେନ୍ତୁଳିପଦା ସୌରଶକ୍ତି ପ୍ରକଳ୍ପରୁ ଆସିବ ବିଜୁଳି 

ଗ୍ରୀଡ୍‌କୋ ଓ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି । ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ।

Diwali
ସୂର୍ଯ୍ୟୋପରାଗ ଯୋଗୁଁ ଆଗୁଆ ଦୀପାବଳି ! ବାଣ ଫୁଟାଇବା ପାଇଁ ରହିଛି ଏହି ସବୁ କଟକଣା

ଆସନ୍ତାକାଲି ପାଳନ ହେବ ଅାଲୋକର ପର୍ବ ଦୀପାବଳି  । ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦର ବାଣ ମନା ।

  • Sunday, 23 October 2022
  • Diwali
Dhamnagar
ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟା ! ‘ରାଲିରେ ଯିଏ ଯିଏ ଯାଇଥିଲ ସେମାନଙ୍କ ପାଇଁ ଟଙ୍କା ପଠାଇଛନ୍ତି ଚେୟାରମ୍ୟାନ୍’

ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ । ସଂଖ୍ୟାଲଘୁ ଭୋଟ୍ ହୋଇପାରେ ନିର୍ଣ୍ଣାୟକ ।

Archana Nag - Jagabandhu Chand
ଜେଲ୍‌ରେ କ’ଣ ଥିଲା ଅର୍ଚ୍ଚନା-ଜଗବନ୍ଧୁର କଥାବାର୍ତ୍ତା ? ଜାଣନ୍ତୁ...

୪୮ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ । ଝାରପଡ଼ା ଜେଲ୍‌ରେ ନାଗ ଦମ୍ପତ୍ତିଙ୍କ ୨୦ ମିନିଟିଆ ଦେଖାସାକ୍ଷାତ ।

Yojanara Na Hariloot
ଜଙ୍ଗଲରେ ଟ୍ରେଞ୍ଚ କରିବା ନାଁରେ ୧୦ ଲକ୍ଷ ଟଙ୍କା ଗଫଲତି

ଗଛ ବଢିବା ପାଇଁ ହୋଇଥିବା ଟ୍ରେଞ୍ଚ ପ୍ରକଳ୍ପ କାମ କରୁଛନ୍ତି ଠିକାଦାର ସବିତା ମିଞ୍ଜ । ତାଙ୍କୁ ପଚାରିଲେ ସେ କାମ ସରିନଥିବା କଥା ସଫେଇ ଦେଉଛନ୍ତି