• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

OAS Result
ଏତେ ଖୁସି ଭିତରେ ବି ଗଭୀର ଦୁଃଖ ! ବାପାଙ୍କ ଆଶା ପୂରଣ ହେଲା, କିନ୍ତୁ ସେ ନାହାନ୍ତି..

ଜଗତସିଂହପୁରର ସ୍ୱର୍ଗତ ମନୋଜ ମହାନ୍ତିଙ୍କ ଝିଅ ସ୍ୱହା ମହାନ୍ତି । ସାରା ଓଡିଶାରେ ୩୪ ନମ୍ବର ରାଙ୍କ ରଖି ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

Elephant
ଟ୍ରେନ୍‌ ଲାଇନ୍‌କୁ ଯିବେନି ହାତୀ ! ବନ ବିଭାଗ ଲଗାଇଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ତାର

ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ ।  ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ ।

Farmer Protest
ଠକିଦେଲା ପ୍ରଶାସନ! ପ୍ରତିଶ୍ରୁତି ଦେଇ ବି ମିଳିଲାନି ବୀମା ଟଙ୍କା

ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମରୁଡି ହୋଇଥିଲା । ସେ ସମୟରେ ଜିଲ୍ଳାର ହଜାର ହଜାର ଚାଷୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ପ୍ରଧାନମନ୍ତ୍ରୀ ଫସଳ ବୀମା କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର ୧୦୪ ଟି ପଂଚାୟତର ଚାଷୀଙ୍କୁ କୃଷି ବୀମା ଟଙ୍କା ମିଳିନାହିଁ ।

Indian Army
ଯବାନଙ୍କ ଆଖିରେ ଆସିଲା ଲୁହ ! ପାଦ ଧୋଇଲେ-ଡିଜେ-ଦୁଲଦୁଲି-ନାଚଗୀତ କରି ଲୋକେ ପାଛୋଟି ନେଲେ

ଯବାନଙ୍କୁ ପାଛୋଟି ନେବା ପାଇଁ ପୂରା ଦମ୍‌ରେ ଲାଗିପଡିଥିଲେ ଗାଁର ପିଲାଠୁ ବୁଢ଼ା ।

Dog Bite
ବୁଲା କୁକୁର କାମୁଡ଼ାରେ ୩ ବର୍ଷର ଝିଅ ମୃତ, ୧୨ ଗୁରୁତର

ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ।

 BALI JATRA
ଐତିହାସିକ କଟକ ବାଲିଯାତ୍ରାକୁ ନେଇ ବିବାଦ : ପ୍ଲଟ ଆବଣ୍ଟନ ପ୍ରକ୍ରିୟାକୁ ବିରୋଧ

ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ପକ୍ଷରୁ ବିରୋଧ, ପୂର୍ବ ଅପେକ୍ଷା ଏଥର ପ୍ଲଟ୍ ଦାମ୍ ବୃଦ୍ଧି ଅଭିଯୋଗ

Tharhi Achutya Ashram Demolition
ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ବୁଲିଲା ବୁଲଡୋଜର : ମାଟିରେ ମିଶିଲା ବେଆଇନ୍‌ କୋଠା

ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ଚଢିଲା ବୁଲ୍ ଡୋଜର

Archana Nag
‘ଅର୍ଚ୍ଚନାଙ୍କ ପାଇଁ ଅକଳରେ ଶାସକଦଳ’ : ସତ ସାମ୍ନାକୁ ଆସିଲେ ସରକାର ଭାଙ୍ଗିବ କହିଲେ ସାଲୁଜା

ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ‍‍ବୋଲି କଂଗ୍ରେସ କହିଛି ।

Archana Nag
ଲେଡି ବ୍ଲାକମେଲରଙ୍କ ନାଗଫାଶରେ ୧୮ଜଣ ବିଧାୟକ, ଅଧିକାଂଶ ଶାସକ ଦଳର

୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।

gold price today
Today Gold Price- 13th Oct: ଲକ୍ଷ୍ମୀଙ୍କ ବାରରେ କିଣନ୍ତୁ ସୁନା

ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି ।

Special Story
‘ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର’

ଲେଡି ବ୍ଲାକ୍‌ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।

ଏବର୍ଷ ଦୀପାବଳି ଦିନ ସୂର୍ଯ୍ୟୋପରାଗ
ଏବର୍ଷ ଦୀପାବଳି ଦିନ ସୂର୍ଯ୍ୟୋପରାଗ, କେତେବେଳେ ପାକତ୍ୟାଗ ଜାଣନ୍ତୁ

ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ହୋଇଛି ନିଷ୍ପତ୍ତି।

Special Story
ମହାକଳ୍ପବଟରେ କଅଁଳିଲା ପତ୍ର : ସତ ହେଲା ଉଦ୍ୟାନ ବିଭାଗର ଭବିଷ୍ୟବାଣୀ

ନେମାଳରୁ ଆସିଲା ଶୁଭଖବର…ମହାକଳ୍ପବଟରେ କଅଁଳିଲା ପତ୍ର….ହରିବୋଲ ହୁଳହୁଳିରେ କମ୍ପିଲା ପରିବେଶ

Dhamnagar politics
ବିଦ୍ରୋହୀ ସାଜିବେ ରାଜେନ୍ଦ୍ର ଦାସ ! ବଦଳିଯିବ କି ଧାମନଗର ରାଜନୀତିର ଚିତ୍ର ?

ଧାମନଗରରେ କିଏ ହେବେ ବିଜେଡି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ବାଜି ମାରି ନେଲେ ଅବନ୍ତୀ। 

3 youth drown in pattamundai canal
ଲକ୍ଷ୍ମୀପୂଜା ଭସାଣ ବେଳେ ଅଘଟଣ, ଜଣକ ପରେ ଜଣେ ଭାସିଗଲେ

ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

 Train Derails
ମାଲବାହୀ ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ

ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 13 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 13 October 2022
Chit Fund
ଘନେଇଲାଣି ଚିଟ୍‌ଫଣ୍ଡ ବାତ୍ୟା ! ସରକାର ଟଙ୍କା ଆଦାୟ କରୁଛନ୍ତି ହେଲେ ଲୋକଙ୍କୁ ଦେଉ ନାହାନ୍ତି

ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ ।

Dhamnagar
ଉପନିର୍ବାଚନ ଜିତିବାକୁ ସବୁ ଦଳଙ୍କ ଷ୍ଟ୍ରାଟେଜୀ ! ଏଥର ଟର୍ଣ୍ଣିଂ ପଏଣ୍ଟ କହିଲା ବିଜେପି

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ ।

football politics
ଫୁଟବଲ୍ ଫର୍ ସ୍କୁଲ ବନାମ ଫୁଟବଲ୍ ଫର ଅଲ୍ : ଗୋଟିଏ ଯୋଜନାକୁ ଭିନ୍ନ ନାଁ ଦେଇ ଶ୍ରେୟ ପ୍ରତିଯୋଗିତା

କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍

cyclone
‘ବାତ୍ୟା ଗୁଜବରେ ପୂର୍ଣ୍ଣଛେଦ, ସପ୍ତାହେ ଭିତରେ ଓଡ଼ିଶାକୁ ସାଇକ୍ଲୋନ୍ ବିପଦ ନାହିଁ ’

୧୭ରେ ଆଉ ଏକ ଘୂର୍ଣ୍ଣିବଳୟ, ୧୮ ବେଳକୁ ସ୍ପଷ୍ଟ ହେବ ଚିତ୍ର

Unemployed youth in the valley of addiction
ନିଶାର ଉପତ୍ୟକାରେ ବେରୋଜଗାର ଯୁବସ୍ରୋତ

ଡ୍ରଗ୍ସ୍ ମାଫିଆଙ୍କ ପାଇଁ ଓଡିଶା ଦ୍ରୁତ ଗତିରେ ସୁରକ୍ଷିତ ସ୍ଥାନ ପାଲଟିଛି, କାରଣ ବ୍ରାଉନ୍ ସୁଗର ଏବଂ ଗଞ୍ଜେଇ ଭଳି ନିଶା ଦ୍ରବ୍ୟ କ୍ରମାଗତଭାବେ ଜବତ ହେବାରେ ଲାଗିଛି। ଟଙ୍କା ଓ କ୍ଷମତା ପାଇଁ ସମଗ୍ର ଯୁବଶକ୍ତି ଦିଗଭ୍ରଷ୍ଟ ହେଉନି ତ?

Dhamnagar By Poll, Abanti Das
ଧାମନଗର ପାଇଁ ଅବନ୍ତୀଙ୍କ ନାଁ ଘୋଷଣା କଲା ବିଜେଡି

ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ ।

Special story
ମୂଷା ବନ୍ଦ କରିଦେଲା ବିଦ୍ୟୁତ୍‌ ସେବା, ଅନ୍ଧାରରେ ୮ଘଣ୍ଟା ରହିଲେ ୮ ପଞ୍ଚାୟତର ଲୋକେ

ନାକେଦମ୍‌ କଲା ମୂଷା, ଲାଗିଲା ନିଆଁ । ମୂଷା ପାଇଁ ୮ଘଣ୍ଟା ବିଦ୍ୟୁତ୍‌ ସେବା ଠପ୍‌ ହେଲା ।