• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Homeopathy

ନକଲି ମେଡିକାଲ ଡିଗ୍ରୀ ରାକେଟ
Fake Medical Degree Racket Busted: ୭୦ ହଜାରରେ ମେଡିକାଲ ଡିଗ୍ରୀ, ବନ୍ଧାହେଲେ ୧୪ ନକଲି ଡାକ୍ତର

୭୦ ହଜାର ଟଙ୍କା ଦେଲେ ମିଳୁଥିଲା ଡାକ୍ତରୀ ସାର୍ଟିଫିକେଟ୍ । ଗୁଜରାଟର ସୁରଟରୁ ଅପରେଟ କରୁଥିଲା ଏହି ଗ୍ୟାଙ୍ଗ୍ । ପ୍ରାୟ ୧୨୦୦ ନକଲି ସାର୍ଟିଫିକେଟ୍ ଇସ୍ୟୁ ହୋଇଥିବା ଏକ ଡାଟାବେସ୍ ପୋଲିସ୍ ହାତରେ ଲାଗିଛି ।

homeopathy facility
କୋରାପୁଟରେ ନାହିଁ ହୋମିଓପାଥି ସୁବିଧା

ହୋମିଓ ପାଥିର ଆବଶ୍ୟକତା ଏବେବି ରହିଛି । ଅନେକ ଜଣ ତା ଉପରେ ଭରଷା ମଧ୍ୟ କରୁଛନ୍ତି । ହେଲେ କୋରାପୁଟରେ ଅନ୍ଧାର ଭିତରେକୁ ଠେଲି ହୋଇଯାଇଛି ହୋମିଓପାଥିର ଭବିଷ୍ୟତ

Mallikarjun Kharge
ପ୍ରତି ଗାଁକୁ ଏମିତି ଜଣେ ଦିଗା ଭାଇନା ଲୋଡ଼ା, ଲୋକଙ୍କର ରହିବନି ଅସୁବିଧା..!

ଔଷଧ ଦେଇ ଦେଇ ବାଣପୁର ଅଂଚଳରେ ସିଏ ଏତେ ପ୍ରସିଦ୍ଧ ଯେ ସମସ୍ତେ ତାଙ୍କୁ ଦିଗାଭାଇନା ବୋଲି ଡାକନ୍ତି । ଆଉ ଲୋକଙ୍କ ସହ ବେଶ୍‌ ସହଜରେ ମିଶିପାରନ୍ତି ଦିଗା ।