• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

schools in Bengaluru get bomb threat
ବେଙ୍ଗାଲୁରୁରେ ୪୪ ସ୍କୁଲ୍‌କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ତୁରନ୍ତ ସ୍କୁଲ୍‌କୁ ଖାଲି କରାଯାଇ ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ଙ୍କୁ ବାହାରକୁ ଅଣାଯାଇ ଛାନ୍‌ଭିନ୍‌ କରାଯାଇଥିଲା । ହେଲେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା । 

Couple ties the knot again
ସମ୍ପର୍କ ଭାଙ୍ଗି ଯାଇଥିଲା, କିନ୍ତୁ ହୃଦଘାତ ପୁଣି ଥରେ ଯୋଡ଼ି ଦେଲା

ହୃଦଘାତ ଯୋଡ଼ିଲା ହୃଦୟ, ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ସ୍ୱାମୀ ସ୍ତ୍ରୀ । ବାହାଘରକୁ ବର୍ଷେ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖା ଦେଲା ।

Tata Tech IPO
ଦୁଇ ଗୁଣା ହେଲା ଟାଟା ଟେକ୍‌ର IPO, ନିବେଶକଙ୍କ ମଧ୍ୟରେ ଖୁସିର ଲହର

ଟାଟା ଟେକ୍ ସହ ଇନଭେଷ୍ଟମେଣ୍ଟ କରିଥିବା ନିବେଶକଙ୍କ ଖୋଲି ଯାଇଛି ଭାଗ୍ୟ । ଗତକାଲି ଅର୍ଥାତ ନଭେମ୍ବର ୩୦ ରେ ଟାଟା ଟେକ୍ନୋଲୋଜି ଷ୍ଟକରେ ସେୟାର ଇନଭେଷ୍ଟ କରିଥିଲା ।

  • Thursday, 30 November 2023
  • IPO
Tunnel Collapse
ଶ୍ରମିକଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ, ଫେରିବା ଅପେକ୍ଷାରେ ପରିବାର ଲୋକ

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଅପରେସନକୁ ନେଇ ଆଶ୍ବସ୍ତ ଦେଶ । ଦୀର୍ଘ ୧୭ ଦିନ ପରେ ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି ।

Odia girl Manisha Padhi
ଓଡ଼ିଶା ପାଇଁ ଗୌରବ, ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ADC

ମିଜୋରାମ ରାଜ୍ୟପାଳ ତାଙ୍କୁ ADC ଭାବେ ଦେଲେ ନିଯୁକ୍ତି... ସ୍କ୍ୱାର୍ଡନ ଲିଡର ମନୀଷା ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ ....ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି...

  Guinness World Record
ଲମ୍ବା କେଶ ପାଇଁ ଗିନିଜ ରେକର୍ଡ: ଚର୍ଚ୍ଚାରେ ୟୁପି ମହିଳା

ଲମ୍ବା କେଶ ରଖିବା ନିଶାରେ ୧୪ ବର୍ଷ ବୟସରୁ କାଟି ନାହାନ୍ତି ଚୁଟି ... ବିନ୍ୟାସ ପାଇଁ ସପ୍ତାହକୁ ଦୁଇ ଥରରେ ଦିଅନ୍ତି ୬ ଘଣ୍ଟାରୁ ଅଧିକ ସମୟ ...

Uttarkashi tunnel rescue
ପରଦାକୁ ଆସିବ 'ଟନେଲ୍' ଷ୍ଟୋରି ! କିଏ ହେବେ ନାୟକ ?

ଟନେଲ୍ ରେସ୍କ୍ୟୁକୁ ନେଇ ନିର୍ମାଣ ହୋଇପାରେ ଫିଲ୍ମ....ନାଁ ପଞ୍ଜୀକରଣ ଲାଗି ଭିଡ଼ ଲଗାଇଲେ ବହୁ ନିର୍ମାତା....ହିରୋ ଭାବେ ଚର୍ଚ୍ଚାରେ ଅକ୍ଷୟ, ଅଜୟ ଓ ଭିକିଙ୍କ ନାଁ...

Telangana Assembly Elections
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ସରିବ ଭୋଟିଂ, ଭାରତ ରାଷ୍ଟ୍ରୀୟ ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର...

Tunnel Tragedy
ଗବ୍ବର ସିଂହ କିଏ ? ଟନେଲରୁ ବାହାରିବା ପରେ କାହିଁକି କୁଣ୍ଢେଇ ପକେଇଲେ ଧାମୀ ?

ଉତ୍ତରକାଶୀ ସଫଳ ଟନେଲ୍ ଅପରେସନକୁ ନେଇ ଆଶ୍ୱସ୍ତ ଦେଶ । 'ଚିନୁକ'ରେ ଶ୍ରମିକଙ୍କୁ ନିଆଗଲା ରିଷିକେଶ AIIMS ।

  • Wednesday, 29 November 2023
Alia Bhatt's deepfake video goes viral after Rashmika and Katrina
ଭାଇରାଲ ହେଲା ଆଲିଆଙ୍କ ଡିପ୍‌ଫେକ୍ ଭିଡିଓ

ଭଇରାଲ ହେଉଥିବା ଡିପ୍‌ଫେକ୍ ଭିଡିଓରେ ଆଲିଆଙ୍କୁ ଅଜବ ତରିକାରେ ପ୍ରସାରିତ କରାଯାଇଛି । ପୂର୍ବରୁ ଅଭିନେତ୍ରୀମାନଙ୍କ ଡିପ୍‌ଫେକ୍ ଭିଡିଓ ଭାଇରାଲ ହେବାପରେ କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।

  • Wednesday, 29 November 2023
Mobile Number Ban
ବଡ଼ ପଦକ୍ଷେପ ! ଦେଶରେ ୭୦ ଲକ୍ଷ ମୋବାଇଲ ନମ୍ବର ବନ୍ଦ କଲା କେନ୍ଦ୍ର

ଆଧାର ଜନିତ ପେମେଣ୍ଟ ସେବା ଫ୍ରଡ୍‌ ବାବଦକୁ ନେଇ ମଧ୍ୟ କହିଛନ୍ତି ଶ୍ରୀ ଜୋଶୀ । ସେ କହିଛନ୍ତି ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି । ଲୋକଙ୍କ ତଥ୍ୟ ଯେପରି ଚୋରି ନହୁଏ, ସେଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

PM MODI
କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ଲୋକଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢ଼ିଲା । ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ ।

CHINUK HELICOPTOR
ପୁଣି ହେବ ସ୍ୱାସ୍ଥ୍ୟ ପରୀକ୍ଷା, ଚିନୁକ ହେଲିକପ୍ଟରରେ AIIMS ସ୍ଥାନାନ୍ତର ହେଲେ ଶ୍ରମିକ

ଶ୍ରମିକଙ୍କମାନଙ୍କର ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

  • Wednesday, 29 November 2023
Uttarkashi Tunnel Rescue
ଜୀବନ ଜିତାଇଲେ ରାଟ୍‌ ହୋଲ୍‌ ମାଇନର୍ସ: ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ...

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏହି ମହା-ଅପରେସନ୍‌ରେ ରାଟ୍‌ ହୋଲ୍‌ ମାଇନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ୧୦ରୁ ୧୨ ମିଟରକୁ ହାତରେ ଖୋଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ରାଟ୍‌ ହୋଲ୍‌ ମାଇନର୍ସ । 

  • Wednesday, 29 November 2023
Nitin Gadkari
କେମିତି ଭୁଶୁଡ଼ିଲା ଟନେଲ ? କ’ଣ ଥିଲା କାରଣ ? ପୁରା ଘଟଣାର ହେବ ସେଫ୍‌ଟି ଅଡିଟ୍

ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ।

Tunnel Tragedy
୧୭ ଦିନ ପରେ ଉଦ୍ଧାର ହେଲେ ଶ୍ରମିକ, ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ

 ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଛନ୍ତି ଶ୍ରମିକ । ସଫଳ ହୋଇଛି ରେସ୍କ୍ୟୁ ଅପରେସନ୍‌ । 

  • Tuesday, 28 November 2023
5 Odia Worker Rescued
୧୭ ଦିନ ପରେ ଟନେଲ ଭିତରୁ ଉଦ୍ଧାର ପାଇଲେ ୫ ଓଡ଼ିଆ ଶ୍ରମିକ

ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ । 

  • Tuesday, 28 November 2023
Tunnel Tragedy, Worker Evacuated
ଅନ୍ଧାରୀ ଟନେଲରୁ ଫେରିଲା ଜୀବନ, ଜଣକ ପରେ ଜଣେ ୪୧ ଶ୍ରମିକ ଉଦ୍ଧାର

ଟନେଲ୍‌ ଭିତରୁ ଶ୍ରମିକକୁ କରାଯାଉଛି ଉଦ୍ଧାର । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା ବାହାରକୁ ।

  • Tuesday, 28 November 2023
Rescue Operation
ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: କିଛି କ୍ଷଣର ଅପେକ୍ଷା, ବାହାରିବେ ୪୧ ଶ୍ରମିକ

ବିଦେଶୀ ଟନେଲ୍‌ ଏକ୍ସପର୍ଟ କ୍ରିସ୍ କୁପରଙ୍କ ବଡ଼ ସୂଚନା... ଆମେ ଏବେ ଖୋଳା ଜାରି ରଖିଛୁ, ଆଉ କିଛି ମିଟର ବାକି ଅଛି’

security guard passes MSc exam at 56
୨୫ ବର୍ଷରେ ୨୩ ଥର ଅସଫଳ, ଶେଷରେ ୫୬ ବର୍ଷ ବୟସରେ MSc ପାସ୍‌ କଲେ ଏହି ବ୍ୟକ୍ତି

ବାରମ୍ବାର ଅସଫଳ ହେବା ପରେ ମଧ୍ୟ ସେ ହାର୍‌ ମାନି ନଥିଲେ । ଲଗାତାର କାମ ସହ ପାଠପଢ଼ା ଜାରି ରଖିଥିଲେ ।

  • Tuesday, 28 November 2023
Tunnel Collapsed
ଆଉ ମାତ୍ର ୫ ମିଟର, ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ହାତରେ ଖୋଳା ଚାଲିଛି ଟନେଲ

ଉତ୍ତରକାଶୀ ଟନେଲରେ ୧୭ ଦିନରେ ରେସ୍କ୍ୟୁ ଅପରେସନ...ହାତରେ ଖୋଳା ଚାଲିଛି ଟନେଲ...ଏବେ ସୁଦ୍ଧା ଖୋଳା ସରିଲାଣି ପ୍ରାୟ ୫୨ ମିଟର....

Uttarkashi tunnel collapse
କାହାକୁ କହନ୍ତି ରାଟ୍-ହୋଲ୍ ମାଇନର୍ ? ସେମାନେ କିପରି କରନ୍ତି ଖନନକାର୍ଯ୍ୟ ?

ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ କି? ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ଏହି ୨ ଡଜନ୍ ରାଟ୍-ହୋଲ୍ ମାଇନର୍ କରିଦେଖାଇବେ ତ ?

Uttarakhand tunnel collapse
ଜୀବନ ସହ ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ, ୨ ଦିନରେ ମିଳିପାରେ ଭଲ ଖବର

ଉଦ୍ଧାର ପାଇଁ ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଓ ହରାଇଜଣ୍ଟାଲ୍ ଡ୍ରିଲିଂ ଆଗେଇ ଚାଲିଛି, ୨ ଦିନରେ ମିଳିପାରେ କିଛି ଭଲ ଖବର...ତେବେ ରାଟ୍-ହୋଲ୍ ମାଇନିଂ ଉପରେ ଏବେ ସମସ୍ତଙ୍କ ନଜର……

Tunnel Tragedy, Uttarkashi
ଆଉ ମେସିନ୍‌ ଉପରେ ନାହିଁ ଭରସା, ଏଣିକି ଗାତୁଆ ମୂଷା ଷ୍ଟାଇଲ୍‌ରେ ଖୋଳିବେ ଶ୍ରମିକ !

NDRFଠାରୁ ଆରମ୍ଭ କରି ବିଭନ୍ନ ଉଦ୍ଧାରକାରୀ ଟିମ୍ ଏହି କାମରେ ଲାଗି ପଡ଼ିଛନ୍ତି । ଏମିତିକି କେନ୍ଦ୍ର ତଥା ରାଜ୍ୟ ସରକାର ବି ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି ।

  • Monday, 27 November 2023
PK Mishra
ଟନେଲରେ ଫଶିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

ଟନେଲ୍ ଅପରେସନରେ ପୁଣି ଜାଗିଲା ଆଶା । ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଜାରି ।

  • Monday, 27 November 2023