ବିଭିନ୍ନ ପରୀକ୍ଷା ନିରିକ୍ଷା କରିବା ପରେ ସେମାନେ ଏହାକୁ ଡାଇନୋସର ଅଣ୍ଡା ବୋଲି ଚିହ୍ନଟ କରିଛନ୍ତି ।
କରୋନାରେ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା..ତେବେ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ ସ୍ପଷ୍ଟ ହୋଇନି...
ଉପରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବାକୁ ନେଇ ରାଷ୍ଟ୍ରପତି ନିରାଶ ...ଧନକରଙ୍କୁ ଫୋନ କରି କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
କପେ ଚା’ ପାଇଁ ସ୍ୱାମୀର ନାରକୀୟ କାଣ୍ଡ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଭୁଲିଗଲା ସ୍ୱାମୀ ।
L1କୁ ସ୍ପେଶକ୍ରାଫ୍ଟର ପାର୍କିଂ ସ୍ଥାନ ବୋଲି କୁହାଯାଇଥାଏ । ସ୍ପେଶକ୍ରାଫଟ ପାଇଁ ଏଠାରେ ଇନ୍ଧନର ଆବଶ୍ୟକତା ମଧ୍ୟ କମ ଥାଏ ।
କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍ ଭ୍ୟାରିଆଣ୍ଟ ଭାରତ ବାହାରେ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି ।
ପଦାକୁ ଆସିଲା ତାଳି ପକା ଯୋଜନାର କରୁଣ ଚିତ୍ର। ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି..
ଗୃହ ଭିତରେ ଓ ବାହାରେ ହାଇଡ୍ରାମା ! ଲଜ୍ଜାଜନକ କହିଲେ ଖୋଦ୍ ଉପରାଷ୍ଟ୍ରପତି ।
ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB ।
ରାଜ୍ୟରେ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ପରେ ବିଜେପି ଶିବରାଜ ସିଂ ଚୌହାନଙ୍କୁ ଏହି ପଦରୁ ହଟାଇ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି ।
ଋଷୀୟ ଯୁବତୀ ଜଣକ ତାଙ୍କ ବନ୍ଧୁଙ୍କ ବାଇକ୍ ପଛରେ ବସିଛନ୍ତି । ଆଉ ଯୁବତୀଙ୍କୁ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଖରାପ ବ୍ୟବହାର କରିବା ମାତ୍ରେ ସେ ଭିଡିଓ କରିବା ଆରମ୍ଭ କରୁଛନ୍ତି ।
ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର ।
ଏହି ପଦ୍ଧତିକୁ ଆଗକୁ ନେବାକୁ ଏକ ଚାଇନିଜ୍ କମ୍ପାନୀ ଏପରି ବ୍ୟବସ୍ଥା କରିଛି । ଖାଲି ସେତିକି ନୁହେଁ, ସେମାନଙ୍କ ଶାରୀରିକ ସୁସ୍ଥତା ଉପରେ ମଧ୍ୟ ପ୍ରାଧାନ୍ୟ ଦେଇଛି କମ୍ପାନୀ ।
ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ଚାରିଆଡୁ ନିନ୍ଦା... ଘଟଣାକୁ ଲଜ୍ଜାଜନକ କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର... ମିମିକ୍ରି ବେଳେ ନିନ୍ଦା ପରିବର୍ତ୍ତେ ଭିଡିଓ କରୁଥିଲେ ରାହୁଲ ଗାନ୍ଧି ...
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୪୭ରୁ ୧୯୬୪ ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ସେହିପରି ଗୁଲଝାରୀ ଲାଲ ନନ୍ଦା ୧୯୬୪ରେ ମାତ୍ର ୧୩ ଦିନ ପାଇଁ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ଦାୟିତ୍ୱ ।
ଗତ ୧୪ ତାରିଖରେ ଏପରି ଏକ ଅଦ୍ଭୁତଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୬ ବର୍ଷୀୟ ଯୁବତୀ ଜଣେ ଅଜଣା ଯୁବକଙ୍କ ଏପରି ବ୍ୟବହାରକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଆଇପିଏଲ ୨୦୨୪ ପାଇଁ ଆଜି ନିଲାମୀ । ପ୍ରଥମଥର ପାଇଁ ଦୁବାଇରେ ନିଲାମୀ କରିବାର ବ୍ୟବସ୍ଥା କରାଯାଇଛି ।
ଜ୍ୱର, ଥଣ୍ଡା ହୋଇଥିଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ....ନିର୍ଦ୍ଦେଶନାମା ଜାରି କଲେ କର୍ଣ୍ଣାଟକ ସରକାର....
ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖ ନେତା ମନୀଶ ସିସୋଦିଆ ଏବଂ ସଞ୍ଜୟ ସିଂ ଗିରଫ ହୋଇସାରିଛନ୍ତି।
୨୪ ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ପାଇଁ ଆରମ୍ଭ କଲା କ୍ରାଉଡ୍ ଫଣ୍ଡିଂ । ସାଂସଦ ଧୀରଜ ସାହୁଙ୍କଠୁ ହୋଇଥିଲା ୩୫୦ କୋଟିରୁ ଅଧିକ ଟଙ୍କା ସିଜ୍ ।
କରୋନାର ପୂର୍ବ ଭାରିଆଣ୍ଟ ଠାରୁ ଲକ୍ଷଣ ଓ ଅସୁସ୍ଥତା ସୃଷ୍ଟି କ୍ଷେତ୍ର କିପରି ଭିନ୍ନ, ତାହା ଏବେବି ଅସ୍ପଷ୍ଟ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।
ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।
ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।
ରବିବାର ବାରାଣସୀର ‘ନମୋ ଘାଟ’ରେ କାଶୀ ତାମିଲ ସଙ୍ଗମମ୍-୨.୦ର ଉଦଘାଟନ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ । ଯାହାକୁ ତାମିଲରେ ଅନୁବାଦ କରିଥିଲା AI ।
ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।