ଯଦି ଆପଣ ଆପଣଙ୍କ ସାଲାରୀ ଆକାଉଣ୍ଟ ଆଉ ପ୍ରତ୍ୟେକ ଦିନର କାରବାର ପାଇଁ ଗୋଟିଏ ଆକାଉଣ୍ଟ କରିଛନ୍ତି । ତେବେ ଆପଣ ଏହାକୁ ଅଲଗା କରନ୍ତୁ ।
ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍...