ରାଷ୍ଟ୍ରପତିଙ୍କ ଗାଡିକୁ ଆରଟିଓରେ ରେଜିଷ୍ଟ୍ରେସନ ବି କରାଯାଇ ନଥାଏ । ଅର୍ଥାତ ମୋଟର ବାହନ ଅଧିନିୟମ ୧୯୮୮ ଅନୁସାରେ ଏହି ଗାଡିର ପଞ୍ଜୀକରଣ କରାଯାଇ ନ ଥାଏ । ଏହି ଗାଡ଼ିର ରକ୍ଷଣାବେକ୍ଷଣ, ପରିଚାଳନା ରାଷ୍ଟ୍ରପତି ଭବନର ପ୍ରଶାସନିକ ବିଭାଗ ନିୟନ୍ତ୍ରଣରେ ଥାଏ । ଏହି ଗାଡିର ପଞ୍ଜୀକରଣ ସେମାନେ ନିଜ ଶୈଳୀରେ ରାଷ୍ଟ୍ରପତି ଭବନ ରେକର୍ଡ ଅନୁସାରେ କରନ୍ତି । ଏହା କୌଣସି ସମୟରେ ଆରଟିଓ ଅର୍ଥାତ ପରିବହନ ମନ୍ତ୍ରାଳୟ ଅଧୀନରେ ହୋଇନଥାଏ ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ୱେବ୍ସାଇଟ୍ bookmyhsrp.comକୁ ଯିବାକୁ ହେବ । ପରେ ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବିକଳ୍ପ ଉପରେ କ୍ଲିକ୍ କରିବେ ।
ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲଗାଇବାକୁ ମିଳିଲା ମାସେ ମହଲତ ।
ଇଣ୍ଟରନେଟ୍ ଓ ବିଜୁଳି ସଂଯୋଗ ନ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।