ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।
ସରକାର ବଞ୍ଚାଇବାକୁ କଂଗ୍ରେସ ଦଳ ଦୁଇ ଜଣ ପର୍ଯ୍ୟବେକ୍ଷକ ଡି.କେ. ଶିବକୁମାର ଏବଂ ଭୂପିନ୍ଦର ସିଂ ହୁଡାଙ୍କୁ ସିମଲା ପଠାଇଛି ।
ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନ ପାଇଁ ହେବ ଭୋଟ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥୀ । ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି ।
ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିଲା । ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ଯାହାକି ଏବେ ସତ ହୋଇଛି ।
ସୋନିଆ ଗାନ୍ଧି ରାଜ୍ୟସଭା ଯାଆନ୍ତି ତେବେ ୨୦୨୪ ନିର୍ବାଚନରେ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି।
ଏସବୁ ଭିତରେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହେଲେ ଏ ଦୁହିଁଙ୍କ ପରେ ତୃତୀୟ ପ୍ରାର୍ଥୀ କିଏ ହେବ ଏପର୍ଯ୍ୟନ୍ତ ବିଜେଡି ତା କାର୍ଡ ଖୋଲି ନଥିବାରୁ ସସ୍ପେନ୍ସ ଜାରି ରହିଛି।
ରାଜ୍ୟସଭା ନିର୍ବାଚନ ଭିତରେ ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ନେଇ ବଢ଼ିଲା ଚର୍ଚ୍ଚା।
ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା BJD । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ BJD ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ଦଳ ।
ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି ।
ବିହାର ପାଇଁ ଡା. ଧର୍ମଶୀଳା ଗୁପ୍ତା, ଏବଂ ଡା. ଭୀମ ସିଂଙ୍କ ନାଁ ଘୋଷଣା କରିଛି ବିଜେପି । ଛତିଶଗଡ଼ ପାଇଁ ରାଜା ଦେବେନ୍ଦ୍ର ପ୍ରତାପ ସିଂ, ହରିୟାଣା ପାଇଁ ସୁଭାଷ ବରାଳ ଏବଂ କର୍ଣ୍ଣାଟକ ପାଇଁ ନାରାୟଣ କୃଷ୍ଣାଙ୍କ ନାଁ ଘୋଷଣା କରିଛି ଦଳ ।
କିଏ ଯିବେ ରାଜ୍ୟସଭା। ଖାଲି ପଡୁଥିବା ୩ ରାଜ୍ୟସଭା ସିଟ୍ ପାଇଁ ବିଜେଡି କାହାକୁ ବାଛିବ। ପ୍ରାର୍ଥିପତ୍ର ଦାଖଲକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାବେଳେ ପାୱାର କରିଡରରେ ହଲଚଲ୍।
ରାଜ୍ୟସଭା ରେସ୍ ପାଇଁ ଏକାଧିକ ଆଶାୟୀ। ଅଙ୍କ କଷୁଛି ବିଜେଡି। ନାଁ କୁ ନେଇ ବଢୁଛି ଚର୍ଚ୍ଚା। କେଉଁ ବର୍ଗକୁ ଟିକଟ୍ ଦେଲେ ସାଧାରଣ ନିର୍ବାଚନରେ ଦଳକୁ ମିଳିବ ଫାଇଦା ତାକୁ ଦିଆଯାଉଛି ଗୁରୁତ୍ୱ।
୨୭ ଫେବ୍ରୁଆରୀ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ଣ ୫ ଟାରୁ ଭୋଟ ଗଣତି କରାଯିବ । ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ ।
ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ।
୪ ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି ।
ରାଜ୍ୟସଭା ଆସନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।