• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Loksabha

Rahul Gandhi
ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନକୁ ନେଇ ଲୋକସଭାରେ ହଙ୍ଗାମା

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା।

Parliament Vote
ଇତିହାସରେ ତୃତୀୟ ଥର ହେବାକୁ ଯାଉଛି ଲୋକସଭା ବାଚସ୍ପତି ନିର୍ବାଚନ

ଏନଡିଏ ଓ ଇଣ୍ଡି ମେଣ୍ଟ ଭିତରେ ଆରମ୍ଭ ହୋଇଛି ବଳ କଷାକଷି। ସ୍ଥିତି ଏଭଳି ହୋଇଛି ଯେ, ଦେଶ ସ୍ୱାଧୀନ ହେବା ପରେ ତୃତୀୟଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି।

Parliament Vote
କାଲି ବାଚସ୍ପତି ନିର୍ବାଚନ; ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ

ବାଚସ୍ପତି ପଦ ପାଇଁ ହେଲାନି ସହମତି। ଇତିହାସରେ ତୃତୀୟ ଥର ପାଇଁ ହେବ ନିର୍ବାଚନ। ଏନଡିଏର ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟର କେ. ସୁରେଶ।

BJP MPs Oath Taking
ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର, ଶପଥ ନେଲେ ଓଡ଼ିଆ ସାଂସଦ

ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର। ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ । ଆଜି ବିଜେପିର ନବନିର୍ବାଚିତ ୧୭ ସାଂସଦ ଶପଥ ନେଇଛନ୍ତି ।

Lok Sabha
ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର, ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ

ଶପଥ ନେଇଛନ୍ତି ଓଡ଼ିଆ ସାଂସଦ । ଲୋକସଭା ସଦସ୍ୟ ଭାବେ ଆଜି ଓଡ଼ିଶାର ୧୯ ଜଣ ସାଂସଦ ଶପଥ ନେଇଛନ୍ତି ।

Lok Sabha Speaker
ଓମ୍‌ ବିର୍ଲା ନା କେ ସୁରେଶ...କିଏ ହେବେ ବାଚସ୍ପତି ? ଲାଗି ରହିଛି ସସପେସନ୍ସ

୧୮ ତମ ଲୋକସଭା ଅଧିବେଶନ କାଲିଠାରୁ ଆରମ୍ଭ ହେବ। ତେବେ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା ।

BJD Lok Sabha Candidates
General Election 2024: ଘୋଷଣା ହେଲା ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ..ଜାଣନ୍ତୁ କିଏ କେଉଁଠି..

ପୂର୍ବରୁ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଏବେ ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି।

Lok Sabha Election Nomination process begins
ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ଆଜିଠୁ ନାମାଙ୍କନ

ବିହାରରେ ମାର୍ଚ୍ଚ ୩୦ରେ ନାମାଙ୍କନ ଯାଞ୍ଚ ହେବ। ବାକି ରାଜ୍ୟରେ ୨୮ ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବ। ବିହାରରେ ଏପ୍ରିଲ ୨ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ।

Telangana Governor
ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ବଢ଼ିଲା

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ । ରାଜ୍ୟପାଳ ପଦରୁ ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫା । ତାମିଲନାଡୁରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି ।

General Elections
ଭାରତରେ କେମିତି ଗଢ଼ାଯାଏ ସରକାର ? ଜାଣନ୍ତୁ ପୂରା ପ୍ରକ୍ରିୟା..

ଜନପ୍ରତିନିଧି ବାଛିବା ପାଇଁ ନିର୍ବାଚନ ହେବା ନିହାତି ଆବଶ୍ୟକ। ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ନିଜ ପ୍ରତିନିଧି ମାଧ୍ୟମରେ ଜନସାଧାରଣ ଶାସନ କରିଥାନ୍ତି।

Lok sabha
ଲୋକସଭାରେ ରାମ ମନ୍ଦିର ଉପରେ ଆଲୋଚନା, ବିବୃତ୍ତି ରଖିବେ ପ୍ରଧାନମନ୍ତ୍ରୀ

ସଂସଦରେ ଚାଲିଛି ଅଯୋଧ୍ୟା ରାମ ମନ୍ଦିର ଉପରେ ଆଲୋଚନା । ଆଜି ଲୋକସଭାରେ ବଜେଟ ଅଧିବେଶନର ଶେଷ ଦିନରେ ରାମ ମନ୍ଦିର ନିର୍ମାଣ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଆଲୋଚନା ଚାଲିଛି । ଆଲୋଚନା ଶେଷରେ ଧନ୍ୟବାଦ ପ୍ରସ୍ତାବ ବେଳେ ଗୃହରେ ମନ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Attack On Parliament
ସୁରକ୍ଷା ମହାବିଭ୍ରାଟକୁ ନେଇ ହୁଲୁସ୍ତୁଲ୍ ପାର୍ଲାମେଣ୍ଟ, ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ସସପେଣ୍ଡ

ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି।

Parliament Session
୧୮ରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ; ଟ୍ୱିଟ୍‌ ଯୋଗେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା

ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ୫ଟି କାର୍ଯ୍ୟଦିବସରେ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ ।

Sashi Tharoor
ଟ୍ରୋଲ ହେବା ପରେ ଶଶି ଥରୁରଙ୍କ ଜବରଦସ୍ତ ଜବାବ, କହିଲେ ‘ସୀତା ଭି ୟାହାଁ ବଦନାମ ହୁଇ ତେରା କ୍ୟା ନାମ ହେ‘

ସଂସଦରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଚାଲିଥିବା ବେଳେ ଏକ ଭିନ୍ନ ଅନ୍ଦାଜରେ ଶଶି ଥରୁର ସାଂସଦ ମାଡାମ୍‌ଙ୍କ ସହ ଗପ କରୁଛନ୍ତି ।