• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Agra

uncle throw teen into river
ନୃଶଂସ ବାପା ! ବାହାହେବାକୁ ରାଜି ହେଲାନି ଝିଅ, ରାଗରେ ତଣ୍ଟିଚିପି ନଦୀକୁ ଫିଙ୍ଗିଦେଲା

ବାହାଘର ପାଇଁ ୯ମ ଶ୍ରେଣୀର ୧୫ ବର୍ଷୀୟ ଝିଅ ରାଜି ନହେବାରୁ ଜଣେ ବନ୍ଧୁଙ୍କ ସହ ମିଶି ଯମୁନା ନଦୀକୁ ବାପା ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଝିଅଟି ନଦୀରେ ପଡ଼ି ଚିତ୍କାର କରୁଥିଲା ।

 Couple Protested
୧୫ ବର୍ଷ ଧରି ଡ୍ରେନ୍‌ ସଫା କଲାନି ପ୍ରଶାସନ; ଅଳିଆ ଭିତରେ ବାହା ହେଲେ ଦମ୍ପତି

ଭଗବାନ ଶର୍ମା ଏବଂ ଉଷା ଦେବୀ । ଯିଏକି ୧୬ ବର୍ଷ ପୂର୍ବେ ବିବାହ କରିଥିଲେ । ଆଉ ଏବେ ନିଜର ୧୭ତମ ବିବାହ ବାର୍ଷିକୀକୁ କିଛି ଅଲଗା ରୂପରେ ପାଳିଛନ୍ତି ।

agra
ଖେଳୁ ଖେଳୁ ପ୍ରେସର କୁକରରେ ମୁଣ୍ଡ ଫସାଇଦେଲା କୁନି ପୁଅ : ଦୀର୍ଘ ଦୁଇ ଘଣ୍ଟା ପରିଶ୍ରମ ପରେ ଜୀବନ ବଞ୍ଚାଇଲେ ଡାକ୍ତର

ଖେଳୁ ଖେଳୁ ପ୍ରେସର କୁକରରେ ନିରୀହ ଦେଢ଼ ବର୍ଷର ଶିଶୁ ମୁଣ୍ଡ ଭର୍ତ୍ତି କରିଦେଇଥିଲା । ହେଲେ ମୁଣ୍ଡ ବାହାର ନକରି ପାରିବାରୁ ଛଟପଟ ହୋଇ ବିକଳ ଭାବରେ କାନ୍ଦିବାରେ ଲାଗିଲା । ପରିବାର ଲୋକଙ୍କ ଅନେକ ଚେଷ୍ଟା ପରେ ବି କୁକରୁ କୁନି ପୁଅର ମୁଣ୍ଡ ବାହାର କରିପାରିନଥିଲେ । ଏପଟେ କାନ୍ଦି କାନ୍ଦି ଅଥୟ ହୋଇଯାଉଥିଲା ଶୁଶୁଟି । ଶେଷରେ ଅନ୍ୟ ଉପାୟ ନପାଇ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ ପରିବାର ଲୋକ ।