• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Road Accident

Accident
Accident: କାର୍ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ, ପିଟିଦେଲା...

ଦୁଇଟି କାର୍ ମଧ୍ୟରେ ହେଲା ଧକ୍କା । ପଛ କାରରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର । ଆଗ କାରରେ ଥିଲେ ବରିଷ୍ଠ ରାଜନେତା । ପଛ କାର୍ ଧକ୍କା ଦେଲା ଆଗ କାରକୁ । ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Accident
Road Accident: ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ଆଜି ସକାଳେ ଯୋଗାଣ ମନ୍ତ୍ରୀ କୌଣସି କାମରେ ସରକାରୀ ଗାଡ଼ିରେ ଯାଉଥିଲେ। ଏହି ସମୟରେ ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ କାର୍‌ର ଧକ୍କା ହୋଇଥିଲା । ଦୁର୍ଘଟଣାରେ ମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କ କିଛି କ୍ଷତି ହୋଇନାହିଁ। ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି।

Accident
Car Accident: ଖାଲି ଡୋର୍ ଖୋଲିଦେଲେ, ଘଟିଲା ଏମିତି ଅଘଟଣ

କାର ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ଚାଲୁଥିଲା । ଡ୍ରାଇଭର୍ ଗୁଟଖା ଛେପ ପକାଇବାକୁ ଡୋର୍ ଖୋଲିଦେଲେ। ତା' ପରେ....

Road accident
2 youths killed in road accident: ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ; ତନାଘନା ଜାରି

ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତା ବାଲିଶଙ୍କରା ୨୩ ମାଇଲ ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ମାଳିଡିହି ଗ୍ରାମର ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନଙ୍କ ମୃତ୍ୟୁ ଘଟିଛି। ସିସିଟିଭି ନଥିବାରୁ ଧକ୍କା ଦେଇଥିବା ଗାଡିକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହୋଇଛି।

 Prayers for BJP Leader
ଇତିଶ୍ରୀଙ୍କୁ ଝୁରୁଛି ବ୍ୟାସନଗର, ମନ୍ଦିରରେ ପ୍ରଶଂସକ କରୁଛନ୍ତି ଦୀପଦାନ

ଝୁରୁଛନ୍ତି କର୍ମୀ, ଝୁରୁଛନ୍ତି ଆତ୍ମୀୟ ସ୍ଵଜନ । ଇତିଙ୍କ ପାଇଁ ମନ୍ଦିରରେ ଚାଲିଛି ଦୀପଦାନ । ପୂରା ବ୍ୟାସନଗର ଯେମିତି କାନ୍ଦୁଛି । ମନେପକାଉଛନ୍ତି ସମସ୍ତେ । ସିକ୍କିମର ମର୍ମନ୍ତୁଦ ଦୁର୍ଘଟଣାରେ ଏବେ ବି ନିଖୋଜ ଅଛନ୍ତି ୪ଜଣ ।

Sikkim Tragedy
Sikkim Tragedy: ଦୁଇ ଦିନ ବିତିଲା, ସିକ୍କିମ୍ ଟ୍ରାଜେଡିରେ ନିଖୋଜ ୪ ଓଡ଼ିଆଙ୍କ ମିଳୁନି ପତ୍ତା

୪୮ ଘଣ୍ଟା ହେଲାଣି ଚାଲିଛି ଅନବରତ ଉଦ୍ଧାର କାର୍ଯ୍ୟ । ତୁହାକୁ ତୁହା ବର୍ଷା ଭିତରେ ଦିନ-ରାତି ଏକ୍ କରିଦେଇଛନ୍ତି ରେସ୍କ୍ୟୁ ଟିମ୍ । ହେଲେ ଏଯାଏଁ ସିକ୍କିମରେ ନିଖୋଜ ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ତା ମିଳିପାରିନି । ନିଖୋଜ ଅଛନ୍ତି ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର।

 Sikkim Tragedy
ଜୀବନ ବଞ୍ଚାଇବାକୁ ପୁଅ-ପୁତୁରାକୁ ଗାଡିରୁ ଠେଲିଦେଇଥିଲେ ଇତିଶ୍ରୀ...

ବିଜେପି ନେତ୍ରୀଙ୍କ ମିଳୁନି ପତ୍ତା । ଏବେ ବି ନିଖୋଜ ଇତିଶ୍ରୀ ଜେନା । ସିକ୍କିମର ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗର ୯ ଜଣ ନିଖୋଜ ଅଛନ୍ତି । ଆଉ ଏବେ ସେହି ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଲାଣି ଛାତିଥରା କହାଣୀ ।

Accident
Road Accident: ଶ୍ରମିକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି; ୨ ମୃତ, ୩ ଆହତ

ମୟୂରଭଞ୍ଜ ଜିଲ୍ଲା ବାରିପଦା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ ଛୁରୁଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।। ଅଜଣା ଗାଡ଼ି ଧକ୍କାରେ ୨ ଜଣ ଅଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Accident
Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୮ ଆହତ

ବାହାଘର ପ୍ରୋସେସନ୍ ସାରି ମନମୁଣ୍ଡାରୁ ଫେରୁଥିବା ବେଳେ ସୋନପୁର-ବଲାଙ୍ଗିର ରାସ୍ତା ହରଡ଼ଖୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଥିବା ଲୋକଙ୍କୁ କଟର ମେସିନ ସହାୟତାରେ କାଟି ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

Accident
Odisha Tragic Hit and Run: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ବିଳମ୍ବିତ ରାତିରେ ଯୁବକ ମାନେ ବାଇକ୍ ଯୋଗେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ। ବଂଶଧାରା ନଦୀ ବ୍ରିଜ୍ ଉପରେ ଯୁବକଙ୍କ ମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା।

Accident
Rukmini Sahu Road Accident: ଉଜୁଡ଼ିଗଲା ସୁନାର ସଂସାର; ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀ ଜୀବନ

ଆଉ କିଛି ଦିନ ପରେ ପଡ଼ିବ ସାବିତ୍ରୀ ବ୍ରତ। ହେଲେ ତାହା ପୂର୍ବରୁ ସତ୍ୟବାନଙ୍କୁ ଛାଡ଼ି ଚାଲିଯାଇଛନ୍ତି ସାବିତ୍ରୀ । ନିଜ ସ୍ତ୍ରୀ କଥା ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ସତ୍ୟବାନ। ହେଲେ ସେ ଜାଣିଛନ୍ତି ତାଙ୍କ ସ୍ତ୍ରୀ ଆଉ ଫେରିବନି ଅଫେରା ରାଇଜରୁ...। ତାଙ୍କ ପାଖରେ ଆଉ ଶାଢ଼ି, ଚୁଡ଼ି ଆଣିଦେବା ପାଇଁ ଅଳି ବି କରିବନି।

Accident
Road Accident Death in Baleshwar: ଦ୍ରୁତ ଗତିରେ ଆସିଲା; ଯୁବକଙ୍କ ଉପରେ ମାଡ଼ିଗଲା

ଗତକାଲି ବିଳମ୍ବିତ ରାତିରେ କୌଣସି କାମରେ ଯୁବକ ଜଣଙ୍କ ଯାଉଥିଲେ। ଏହି ସମୟରେ ଚନ୍ଦନେଶ୍ୱର -ତାଳସାରି ରାସ୍ତା ବିନ୍ଧାପଦ୍ମପୁର ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Accident
Three Dead in Baipariguda Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ

କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ୩୨୬ନମ୍ବର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Accident
Deadly Road Accident in Raipur: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୩ ମୃତ

ଛତିଶଗଡ଼ର ରାୟପୁରରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମିନି ଟ୍ରକ୍‌କୁ ଟ୍ରେଲର ଧକ୍କା ଦେବାରୁ ୯ ମହିଳାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି।

Tragic Road Accident
Tragic Road Accident: ମହୁଲ ଗଛରେ ପିଟିହେଲା ବାଇକ୍; ବାପ-ଝିଅ ମୃତ, ପୁଅ ଗୁରୁତର

ଉଦଳା ଶରତ ଥାନା ରୁଗୁଡ଼ି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଝିଅକୁ ହଷ୍ଟେଲରୁ ନେଇ ଘରକୁ ଫେରୁଥିବା ବେଳେ ଗଛରେ ପିଟି ହୋଇ ବାପ-ଝିଅଙ୍କ ମୃତ୍ୟୁ । ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

Accident
Bus Accident in Sundargarh: ଓଲଟିଲା ବସ୍‌; ଜଣେ ମୃତ, ୫ ଆହତ

ଗତକାଲି ବିଳମ୍ବିତ ରାତିରେ ବସଟି ଶ୍ରମିକମାନଙ୍କୁ ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ନେଇ ଯାଉଥିଲା। ଏହି ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

Cuttack Paradip Accident
Cuttack Paradip Accident: ଭୟଙ୍କର ଦୁର୍ଘଟଣା: PCR ଭ୍ୟାନକୁ ଚାପିଦେଲା ହାଇୱା, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ...

PCR ଭ୍ୟାନକୁ ଚାପିଦେଲା ବାଲି ବୋଝେଇ ହାଇୱା। ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର SCBରେ ଭର୍ତ୍ତି।

Accident
Bhubaneswar School Bus Accident: ରାଜଧାନୀରେ ଦୁର୍ଘଟଣା; ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରାକ୍ଟର

ଆଜି ସକାଳେ ଘରୋଇ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ଆଣିବାକୁ ଯାଉଥିଲା। ଏହି ସମୟରେ ପଟିଆ ସ୍ଥିତ ଦିତୀୟ RTO ଅଫିସ ସାମ୍ନାରେ ଏକ ଟ୍ରାକ୍ଟର ରାସ୍ତାକଡ଼ରେ ଠିଆ ହୋଇଥିଲା। ସ୍କୁଲ ବସ୍‌ଟି ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା।

Accident
Fatal Accident after Jatra: ମାଡ଼ିଗଲା ଅଜଣାଗାଡ଼ି; ଚାଲିଗଲା ୩ ଜୀବନ

ତିର୍ତ୍ତୋଲା ଗାଁର ୩ଯୁବକ ଖୋଲା ରଙ୍ଗମଞ୍ଚରେ ହେଉଥିବା ରାମ ନବମୀ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ୩ ଯୁବକ ବାଇକରେ ଗତକାଲି ବିଳମ୍ବିତ ରାତିରେ ଘରୁ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା

Bus-Truck Collision
Bus-Truck Collision: କଟକ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୩୦ରୁ ଅଧିକ ଯାତ୍ରୀ ଆହତ

କଟକ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ।

ରାଜପଥ ପାଲଟିଛି ମରଣଯନ୍ତା
Paradeep-Chandikhol NH: ସାବଧାନ... କିଲର୍ ହାଇୱେରେ ଜଗିଛି ଯମ !

ଧୂଳି ଧୂଆଁରେ ଗାଧୋଇ ପଡୁଛନ୍ତି ସ୍ଥାନୀୟ ଲୋକ, ପଥଚାରୀ। ସମ୍ପ୍ରସାରଣ କାମକୁ ଲୋକେ ସ୍ବାଗତ କରୁଥିବା ବେଳେ ଠିକାସଂସ୍ଥାର ମନମାନୀ ବିରୋଧରେ ବର୍ଷିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। 

ACCident
Series Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ପୋଲିସ ଭ୍ୟାନ ଉପରେ ମାଡ଼ିଗଲା ଟ୍ରେଲର

ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଏକ ପିକଅପ୍ ଭ୍ୟାନକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଉଦ୍ଧାର ପାଇଁ ଯାଇଥିବା ପୋଲିସ ଭ୍ୟାନକୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଏହି ଘଟଣା ପରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ଯାଇଥିଲା।

Special Story: Bus Carrying Bangladeshi Pilgrims Overturns in Bhubaneswar\'s Uttara
Road Accident: ଅଧା ରହିଗଲା ଜଗା ଦର୍ଶନ

କେନାଳ ପାଣି ଭିତରୁ ଖୋଜା ଚାଲିଛି ଜିନିଷ। କିଏ ନିଜ ଡ୍ରେସ ପତ୍ର କାଢ଼ି ନେଉଛି ତ ଆଉ କିଏ ନିଜ ଓଦା ବ୍ୟାଗ୍‌କୁ ବୋହି ନେଉଛି। ସେହିପରି ଆଉ କିଏ ପାଣିରେ ପଡ଼ିଥିବା ନିଜ ଟଙ୍କାଙ୍କୁ କାଢ଼ି ଆଣି ଶୁଖାଉଛି। ତ ଆଉ କିଏ ଦୁର୍ଘଟଣାରେ ନିଜ ସମସ୍ତ ଟଙ୍କା ପଇସା ହରାଇ ଭାଙ୍ଗି ପଡିଛି। ଇଏ ହେଉଛି ଭୁବନେଶ୍ବର ଉତ୍ତରା ଛକ ସିଫା ନିକଟରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ପରର ଦୃଶ୍ୟ।

ଲିଭିନି ବାହାଘର ଚିତା, ଜଳିଲା ଜୁଇ
Road Accident in Sonepur: କାନ୍ଥରୁ ଲିଭିନାହିଁ ବାହାଘର ଚିତା, ଲିଭିଗଲା ଜୀବନ ଦୀପ

କାନ୍ଥରୁ ବାହାଘର ଚିତା ଲିଭିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସବୁକିଛି ଧୂଳିସାତ ହୋଇଗଲା। ଆଉ ଏବେ ନିଜର ସ୍ୱପ୍ନର ମଣିଷକୁ ହରାଇ ମୁଣ୍ଡପିଟି କାନ୍ଦୁଛନ୍ତି ନବ ବିବାହିତା ପତ୍ନୀ ।

କୁନିପୁଅ ଅନାଥ
Special Story: ଦୁର୍ଘଟଣାରେ ଗଲା ବାପା-ମା’ଙ୍କ ଜୀବନ, ଆଖି ସାମ୍ନାରେ ଦେଖିଲା କୁନି ପୁଅ

ଦଇବ ଏମିତି ଦୁଃଖ ଦେବ କିଏ ବା ଜାଣିଥିଲା l ବାପା ମାଙ୍କ ସହ କତ୍ତରାପୁର କାଳୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ୪ ବର୍ଷର କୁନିପୁଅ l ଫେରିବା ବେଳେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍‌ ନିକଟରେ ଦୁର୍ଘଟଣାରେ ବାପା-ମା’ଙ୍କ ମୃତ୍ୟୁ ହୋଇଗଲା ।