ବାଟ ହୁଡ଼ାଇ ପାରେନି ଅଥଳ ସମୁଦ୍ର। ଦିଗ ହଜାଇ ପାରେନି ମହାସାଗର। ଆଶ୍ଚର୍ଯ୍ୟର କଥା, ଶହ ଶହ ନଟିକାଲ୍ ମାଇଲ୍ ଅତିକ୍ରମ କରି କେମିତି କେଜାଣି ନିଜ ପୁରୁଣା ଅନ୍ତୁଡ଼ିଶାଳକୁ ଖୋଜି ନିଅନ୍ତି ଅଲିଭ ରିଡଲେ କଇଁଛ।
ବାଟ ହୁଡ଼ାଇ ପାରେନି ଅଥଳ ସମୁଦ୍ର। ଦିଗ ହଜାଇ ପାରେନି ମହାସାଗର। ଆଶ୍ଚର୍ଯ୍ୟର କଥା, ଶହ ଶହ ନଟିକାଲ୍ ମାଇଲ୍ ଅତିକ୍ରମ କରି କେମିତି କେଜାଣି ନିଜ ପୁରୁଣା ଅନ୍ତୁଡ଼ିଶାଳକୁ ଖୋଜି ନିଅନ୍ତି ଅଲିଭ ରିଡଲେ କଇଁଛ।
ଫେବ୍ରୁଆରୀ ଦ୍ବିତୀୟରୁ ତୃତୀୟ ସପ୍ତାହ ମଧ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିରଳ ଅଲିଭରିଡଲେ କେନ୍ଦ୍ରାପଡ଼ାର ଗହୀରମଥାରେ ଅଣ୍ଡାଦାନ କରନ୍ତି। ହେଲେ ଏବର୍ଷର ବ୍ୟତିକ୍ରମ କେବଳ ପରିବେଶପ୍ରେମୀ ନୁହଁନ୍ତି ବରଂ ସମସ୍ତଙ୍କୁ ବ୍ୟଥିତ ଓ ଚକିତ କରିଛି ।
ଗହୀରମଥାରୁ ମୁହଁ ମୋଡ଼ିଲେଣି କି ଅଲିଭରିଡଲେ? ଅଣ୍ଡାଦାନ ସମୟ ଗଡ଼ି ଯାଉଥିବା ବେଳେ ଅଲିଭରିଡଲେ ଚଳିତ ସିଜିନରେ କାହିଁକି ଗହୀରମଥା ଆସୁନାହାନ୍ତି? ଖାଁ ଖାଁ ଏବେ ବିରଳ କଇଁଛଙ୍କ ଅନ୍ତୁଡ଼ିଶାଳ। କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଅଲିଭ ରିଡଲେଙ୍କ ଅନୁପସ୍ଥିତିକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିବା ସହ ଗଣାଇଛନ୍ତି ଅନେକ କାରଣ ।
୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ତା’ପରେ ବର୍ଷ ତମାମ ଗହୀରମଥା ସମୁଦ୍ର ଉପକୂଳଠାରୁ ୨୦ କି.ମି. ଯାଏଁ ଟ୍ରଲର ସାହାଯ୍ୟରେ ମାଛ ଧରାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।
ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଏଥର ରେକର୍ଡ କରିଛନ୍ତି ବିଦେଶୀ ଅତିଥି ଅଲିଭ୍ ରିଡଲେ। ସପ୍ତାହକରେ ଆସିଛନ୍ତି ୭ ଲକ୍ଷ କଇଁଛ। ଅନୁକୂଳ ପରିବେଶ, ନରମ ମାଟି ଏବଂ ବନ ବିଭାଗର ପ୍ରସ୍ତୁତି ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛଙ୍କ ଓଡ଼ିଶା ଆଗମନ ସହ ଅଣ୍ଡାଦାନକୁ ବେଶ୍ ସୁହାଇଛି।
ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଏହି କଇଁଛଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏଥର ସକାଳୁ ରାତି ଯାଏ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ସେଥିପାଇଁ ଚଳିତ ଥର ରେକର୍ଡ କରିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ ।
ହଜାର ହଜାର ସଖ୍ୟାରେ ମାଆ କଇଁଛମାନେ ଅଣ୍ଡାଦାନ ପାଇଁ ନିଜ କ୍ଷେତ୍ରପ୍ରସ୍ତୁତ କରିବା କାମରେ ଲାଗିପଡିଛନ୍ତି।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡିଛି ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ । ବିଳମ୍ବ ହୋଇଛି ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସାମୁହିକ ଅଣ୍ଡାଦାନ ପ୍ରକିୟା । ଚଳିତ ମାସ ୨ ତାରିଖରୁ ଗହିରମଥାର ବାବୁବାଲି ଓ ନାଶୀ -୨ରେ ସମୁହ ଅଣ୍ଡା ଦାନ କରିଛନ୍ତି ।
ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।
ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ଆଡକୁ ମୁହାଁଉଛନ୍ତି ହଜାର ହଜାର ଅଲିଭ୍ ରିଡ୍ଲେ କଇଁଚ ଶାବକ ।
ସରିବାକୁ ବସିଛି କଇଁଛମାନଙ୍କ ଅଣ୍ଡାଦାନ ପ୍ରକିୟା । ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତ ବର୍ଷ ଅଣ୍ଡାଦାନ ପ୍ରକିୟା ବିଳମ୍ବ ହୋଇଥିବା ସତ୍ତ୍ୱେ ମାର୍ଚ୍ଚ ୨୫ରୁ ଏବେ ଯାଏ ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇ ରେର୍କଡ କରିଥିବା ବନ ବିଭାଗ କହୁଛି ।ତେବେ କେମିତି ହେବ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା । ପାଟ୍ରୋଲିଂ ପାଇଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ୍ ନଥିବା ବେଳେ ବିଗତ ଦିନର ବିଫଳତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।
ଆସିଗଲା କଇଁଛଙ୍କ ଋତୁ.. ବିରଳ ଅଲିଭ ରିଡଲେଙ୍କ ମିଳନ ପର୍ବ.. ଗହିରମଥାରେ ହଜାର ହଜାର କଇଁଛଙ୍କ ହେବ ଆଗମନ । ମୁହାଣକୁ ଆସିବେ ଆଉ ଅଣ୍ଡା ଦେଇ ଫେରିଯିବେ ସମୁଦ୍ର ଭିତରକୁ...
ପାଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ୧୬୦କିମି ପର୍ଯ୍ୟନ୍ତ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧ ରୁମେ ୩୧ ଯାଏ କଟକଣା ଜାରି କରିବ ରାଜନଗର ବନବିଭାଗ ।
ଭୁବନେଶ୍ୱର: ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ। ୫୪୨ଟି ଅଲିଭ୍ ରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡ଼ିଛନ୍ତି ବନ ବିଭାଗ କର୍ମଚାରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରକ୍ଷା ଯାଇଛି। ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା […]