• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Facebook

ମେଟାରୁ ହଟିବ ଫ୍ୟାକ୍ଟ ଚେକିଂ
Meta's Fact Checking: ‘ଏକ୍ସ’କୁ ଅନୁସରଣ କରିବ ମେଟା: ‘ଫ୍ୟାକ୍ଟ ଚେକିଂ’ ବଦଳରେ ଆଣିବ ‘କମ୍ୟୁନିଟି ନୋଟ୍ସ’

ଜୁକରବର୍ଗ ତାଙ୍କର ପୋଷ୍ଟରେ ଲେଖିଛନ୍ତି,ଏହା ଦ୍ୱାରା ବିଭିନ୍ନ ବର୍ଗର ୟୁଜର୍ସମାନଙ୍କ ସହାୟତାରେ କୌଣସି ପୋଷ୍ଟ ଭ୍ରମାତ୍ମକ କି ନୁହେଁ ତାହା ‘କମ୍ୟୁନିଟି ନୋଟ୍ସ’ ନିର୍ଣ୍ଣୟ ନେଇ ପାରବ । ଏଠି କହିରଖିବୁ, ଫେସବୁକର ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମ ୨୬ଟି ଭାଷାରେ ପରିଚାଳିତ ହେଉଛି । ଏଥିସହିତ ଏଏଫପି ସମେତ ୮୦ରୁ ଅଧିକ ମିଡିଆ ସଂଗଠନ ସହ ମିଶି କାର୍ଯ୍ୟ କରୁଛି।

Social Media Down
Social media platform down: କାମ କଲାନି ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍; ୟୁଜର୍ସ ହଇରାଣ

ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା ।

CCI imposes fine on Meta
CCI imposes fine on Meta: ଜୁକରବର୍ଗଙ୍କୁ ବଡ଼ ଝଟକା, ‘ମେଟା’ ଉପରେ ୨୧୩ କୋଟି ଜରିମାନା ଲଗାଇଲା CCI

ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ଥିବା ମାର୍କ ଜୁକରବର୍ଗଙ୍କୁ ଭାରତ ଦେଇଛି ବଡ଼ ଝଟକା । କମ୍ପିଟେସନ୍‌ କମିଶନ ଅଫ ଇଣ୍ଡିଆ (CCI) ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି ।

Sell Newborn On Facebook
ଜନ୍ମକଲା ପିଲାକୁ ବିକ୍ରି ପାଇଁ ଫେସବୁକ୍‌ରେ ଆଡ୍ ଦେଲା ମା’; ବାନ୍ଧିଲା ପୋଲିସ

ଜନ୍ମକଲା ପିଲାକୁ ଫେସବୁକ୍‌ରେ ବିକ୍ରି ଉଦ୍ୟମ କରି ମା’ ଗିରଫ। ଆମେରିକାର ଟେକ୍ସାସର ଜଣେ ୨୧ ବର୍ଷିୟା ମହିଳା ଦ୍ରବ୍ୟ ପରି ନିଜ ପିଲାକୁ ବିକ୍ରି କରିବାକୁ ଚାହୁଁଥିଲେ। ଏଥିପାଇଁ ଆଡ୍ ମଧ୍ୟ ଦେଇଥିଲେ।

meta breaks the digital rules
Technology: ଲୋକଙ୍କୁ ଧୋକା ଦେଲା ମେଟା; ଭରିବାକୁ ପଡିପାରେ ବଡ ରକମର ଜରିମାନା

ବିଶ୍ୱର ପ୍ରସିଦ୍ଧ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଚଳାଉଥିବା କମ୍ପାନୀ ମେଟାର ସମସ୍ୟା ପୁଣି ଥରେ ବଢିପାରେ। ସୋମବାର ଦିନ ମେଟା ୟୁରୋପୀୟ ୟୁନିଅନ ନିୟାମକର ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲ୍‌ବୁକ୍‌ର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।

Facebook allowing Netflix to access users private messages
Facebook: ଫେସ୍‌ବୁକ୍ ୟୁଜର୍ ସାବଧାନ! ଆପଣଙ୍କ ବ୍ୟକ୍ତିଗତ ମେସେଜ୍ ଦେଖିବ ଏହି କମ୍ପାନୀ

ବର୍ତ୍ତମାନ ଫେସ୍‌ବୁକ୍ ଏକ ବଡ ଡିଲ୍ କରିଛି ଏବଂ ଏହି ଡିଲ୍ କୌଣସି ସାମଗ୍ରୀକୁ ନେଇ ନୁହେଁ, ବରଂ ଆପଣଙ୍କ ତଥ୍ୟକୁ ନେଇ। ଫେସ୍‌ବୁକ୍ ନେଟ୍‌ଫ୍ଲିକ୍ସ ସହିତ ଏକ ଡିଲ୍ କରିଛି ଯେଉଁଥିରେ ପ୍ରାଇଭେଟ୍ ମେସେଜ୍ ବଦଳରେ ତଥ୍ୟ ପାଇଁ ଏକ ଚୁକ୍ତିନାମା ଅଛି।

Politics
ବିବାଦରେ ଢେଙ୍କାନାଳ ବିଧାୟକ, ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗ !

ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ । ନିଜ ଫେସବୁକ୍ ଆଇଡିରେ ଲୋକଙ୍କୁ ସାଇକେଲ ବଣ୍ଟନ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି ।

Facebook Instagram Server Down
Meta ୟୁଜର୍ସଙ୍କ ମୁଣ୍ତ ଗୋଲ୍‌; କାମ କରୁନି ଫେସବୁକ୍‌-ଇନଷ୍ଟା

ଫେସବୁକ୍ ଖୋଲିଲେ 'ଲଗ୍ ଇନ' ମାଗୁଛି। ଲଗ୍ ଇନ୍ ରିଜେକ୍ଟ ଦେଖାଉଛି।

Amitabh surprisingly follows only 1 person on facebook
ମେଗାଷ୍ଟାର ଅମିତାଭ ବଚ୍ଚନ ଫେସ୍‌ବୁକ୍‌ରେ ଜଣଙ୍କୁ ଫଲୋ କରନ୍ତି ; ସେ କିଏ…

ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଫେସ୍‌ବୁକ୍ ଠାରୁ ଇନ୍‌ଷ୍ଟାଗ୍ରାମ୍‌ ପର୍ଯ୍ୟନ୍ତ କୋଟି କୋଟି ଫଲୋର୍ସ ଅଛନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଅମିତାଭ ଫେସ୍‌ବୁକରେ କେବଳ ଜଣଙ୍କୁ ହିଁ ଫଲୋ କରନ୍ତି ଏବଂ ସେ ନା କୌଣସି ସେଲିବ୍ରେଟି ନା ସେ କୌଣସି ଏକ ବଡ ନାଁ। ସେ କିଏ ଆସନ୍ତୁ ଜାଣିବା।

How to block game request on facebook
Facebook: ଆପଣ ଫେସବୁକ୍‌ରେ ଗେମ୍‌ ରିକ୍ୱେଷ୍ଟ୍‌ରେ ହଇରାଣ ହେଉଛନ୍ତି କି… ଜାଣନ୍ତୁ ବନ୍ଦ କରିବାର ଉପାୟ

ଫେସ୍‌ବୁକ୍‌ରେ ଆସୁଥିବା ଗେମ୍‌ ରିକ୍ୱେଷ୍ଟ୍ ଦ୍ୱାରା ଅନେକ ଲୋକ ଅସୁବିଧାର ସମ୍ମୁଖିନ ହୁଅନ୍ତି ଏବଂ ଆପଣ ମଧ୍ୟ ହୋଇଥିବେ। ଆପଣ ଯଦି ଏପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସମାଧାନ କରିବାକୁ ଚାହୁଛନ୍ତି ତେବେ ଜାଣନ୍ତୁ ଗେମ୍‌ ରିକ୍ୱେଷ୍ଟ୍ ବନ୍ଦ କରିବାର ଉପାୟ।

Mark Zuckerberg
ନିଜର ଜୀବନଶୈଳୀ ବିଷୟରେ କହିଲେ ମାର୍କ ଜୁକରବର୍ଗ...ସକାଳୁ ଉଠି କରନ୍ତି ଏହି କାମ...

Meta CEO: ଫେସ୍‌ବୁକ୍‌ ମାଲିକଙ୍କର ଦିନ କେମିତି ଆରମ୍ଭ ହୁଏ ?  ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ସକାଳୁ ଉଠି କରନ୍ତି ଏହି କାମ...

Research
Research: ଫେସ୍‌ବୁକ୍‌-ଗୁଗଲ ବ୍ୟବହାର କରୁଛନ୍ତି କି ? ଜାଣିନିଅନ୍ତୁ କ’ଣ କହୁଛି ରିସର୍ଚ୍ଚ ରିପୋର୍ଟ...

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୁଗଲ ଓ ଫେସ୍‌ବୁକ୍‌ ପରି ଆପ୍‌ ଡାଟା ଚୋରି କରୁଛି ! ଏନେଇ ଡାଟା ପ୍ରାଇଭେସୀ କମ୍ପାନୀ ସୂଚନା ଦେଇଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି ।

Odia content creators disgruntled
ଅସୁବିଧାରେ ପକାଉଛି କି ଫେସ୍‌ବୁକ୍‌ ଓଡ଼ିଆ ଟ୍ରାନ୍ସଲେଟର...ଜାଣନ୍ତୁ କାରଣ...

୨୦୨୦ ଫେବ୍ରୁଆରୀ ୨୮ରେ ଗୁଗଲ ସର୍ଚ୍ଚ ଇଞ୍ଜିନ୍‌ ଓଡ଼ିଆ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିବାକୁ ଅନୁମତି ଦେଇଥିଲା । ଯେତେବେଳେ ଜଣେ ଉପଭୋକ୍ତା ଗୁଗଲର ଫାଷ୍ଟ୍‌ ପେଜ୍‌ ଓପନ୍‌ କରନ୍ତି, ସେହି ସମୟରେ କିଛି ଭାଷା ସହିତ ଓଡ଼ିଆ ଭାଷାର ଅପ୍‌ସନ୍‌ ଦେଖାଇଥାଏ ।

Mark Zuckerberg returns to Twitter after 11 years
୧୧ ବର୍ଷ ପରେ ଟ୍ୱିଟରକୁ ଫେରିଲେ ଜୁକରବର୍ଗ, ଟ୍ୱିଟ କରି ଏଲନ ମସ୍କଙ୍କୁ କଲେ ଟ୍ରୋଲ୍

୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?

How To Increase Followers
ବଢ଼ାଇବାକୁ ଚାହୁଁଛନ୍ତି କି ଫଲୋର୍ସ ? ଜାଣିନିଅନ୍ତୁ ମାତ୍ର ଏହି ୪ଟି ଟିପ୍ସ

ଫଲୋର୍ସ ବଢ଼ାଇବାକୁ ହେଲେ ମାତ୍ର କେତୋଟି ଦିଗ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଯାହା ଦ୍ୱାରା ଆପଣଙ୍କ ଫଲୋର୍ସ ବଢ଼ିପାରିବେ ।

29yr old techie streams suicide live on facebook blames hubby
ଫେସବୁକ୍‌ରେ ଲାଇଭ୍‌ ଆସି ଆତ୍ମହତ୍ୟା କଲେ ଇଞ୍ଜିନିୟରଙ୍କ ପତ୍ନୀ; କହିଲେ...

ଗତ କିଛିଦିନ ହେବ ମହିଳା ଜଣକ ଡିପ୍ରେସନରେ ଥିଲେ । ସେ ବିବାହ କରିବା ସହ ତାଙ୍କର ଏକ ତିନି ବର୍ଷର ପୁତ୍ର ସନ୍ତାନ ରହିଛି । ସଫ୍ଟୱେୟାର ଇଞ୍ଜିନିୟର ହେମନ୍ତ ପଟେଲଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ସାନା ପଟେଲ ।

Facebook After Death
ଆପଣ ଜାଣିଛନ୍ତି କି ୟୁଜରଙ୍କ ମୃତ୍ୟୁ ପରେ କ’ଣ ହୁଏ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ?

ଆପଣ ଜାଣିନାହାନ୍ତି ଆପଣଙ୍କ ପରେ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ କ’ଣ ହେବ, କିଏ ଚଲାଇବ ? ହ୍ୟାକ୍‌ ହେବାର ଅଧିକ ସମ୍ଭାବନା ରହିଛି ।

death
‘ଖୁସିକୁ ମାରିଦେଲି, ଏବେ ମୁଁ ବି ଚାଲିଲି’

ପ୍ରେମିକାକୁ ହତ୍ୟା କରି ଦିନକ ପରେ ନିଜକୁ ନିଜେ ଗୁଳି ମାରିଲା ଅଭିଯୁକ୍ତ । ଫେସ୍‌ବୁକ୍‌ ଲାଇଭ୍‌ରେ ଆସି କହିଲା .

Facebook
ସାବଧାନ ଫେସ୍‌ବୁକ୍‌ ୟୁଜର ! ଭେରିଫାଏଡ୍ ଆକାଉଣ୍ଟ ବି ହୋଇପାରେ ଫେକ୍, କରନ୍ତୁ ନାହିଁ ବିଶ୍ୱାସ

ପ୍ରଣାଳି ପୁରୁଣା ହୋଇଥିବାରୁ ଫେସ୍‌ବୁକ୍‌ ବା ମେଟା ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଯୋଗାଡ଼ କରି ଯେକେହି ବି ବ୍ଲୁ-ଟିକ୍ ହାସଲ କରିବାରେ ସଫଳ ହୋଇପାରିବ ।

Donald Trump Shares First Facebook Post After Two-Year Ban
“I'M BACK”... ବ୍ୟାନ୍‌ ହଟିବା ପରେ ୨ ବର୍ଷ ପରେ ଫେସ୍‌ବୁକ୍‌ରେ ପ୍ରଥମ ପୋଷ୍ଟ ଶେୟାର କଲେ ଡୋନାଲ୍ଡ ଟ୍ରମ୍ପ

ବ୍ୟାନ୍‌ ହଟିବା ପରେ ଟ୍ରମ୍ପ ଫେସ୍‌ବୁକ୍‌ରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ୧୨ ସେକେଣ୍ଡର ଭିଡିଓ ପୋଷ୍ଟ ସହ ଟ୍ରମ୍ପ ଲେଖିଛନ୍ତି-“I'M BACK ! ”। ଭିଡିଓରେ ଟ୍ରମ୍ପଙ୍କ ୨୦୧୬ ନିର୍ବାଚନର ବିଜୟୀ ଭାଷଣ ରହିଛି। 

Meta Company
ସୋସିଆଲ ମିଡିଆରେ କରୁଛନ୍ତି କି ଚାକିରି ? ଛଟେଇ ହେବେ ୧୦ ହଜାର କର୍ମଚାରୀ

ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି ।

Social Media
ସୋସିଆଲ ମିଡିଆରେ ଚର୍ଚ୍ଚା: ମହାଡ୍ରାମାରେ ଗୋପାଳ ହିରୋ !

ନବ ଦାସ ସଂପର୍କିତ ଖବରର ଅପଡେଟ୍ ଭିଡିଓ କିମ୍ବା ଫଟୋ ପୋଷ୍ଟ କଲେ, ସେଥିରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ନିଜ ମତ ଦେବାର ମୌକା ଛାଡୁନାହାଁନ୍ତି। ଯେମିତି ଓଟିଭିର ଫେସବୁକ୍, ଟ୍ୱିଟର ଓ ୟୁଟ୍ୟୁବରେ ପୋଷ୍ଟ ହୋଇଥିବା, ଗୋପାଳ କ୍ରାଇମ୍ ସିନ୍ ରିକ୍ରିଏସନର କିଛି ଫଟୋରେ ଲୋକେ ଦେଇଛନ୍ତି ଏମିତି ମତ…

Meta
ଟ୍ୱିଟର୍‌ ପରେ ଏବେ ମେଟା; ଛଟେଇ ହେବେ ୧୧ ହଜାର କର୍ମଚାରୀ!

ବିଗତ ୧୮ ବର୍ଷର କମ୍ପାନୀ ଇତିହାସରେ ମେଟା ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ଏଇବର୍ଷ ଚାକିରିରୁ ଛଟେଇ କରିବାକୁ ଯାଉଛି ।

After Twitter Facebook And Instagram Employees May Layoffs
Twitter ପରେ ଏବେ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ପାଳି ! ବିଦା ହେବେ କର୍ମଚାରୀ...

ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଖବର ସାମ୍ନାକୁ ଆସୁଥିବା ବେଳେ Parent କମ୍ପାନୀ ମେଟା ପ୍ଲାଟ୍‌ଫମର୍ସ ଇଙ୍କ୍‌(Meta Platforms Inc.) ଏବେ ବଡ଼ଧରଣର ଛଟେଇ ପାଇଁ ଯୋଜନା କରୁଛି।

Mark Zuckerberg  lost 61% of his wealth
ଗରିବ ହେଉଛନ୍ତି କୋଟିପତି ଜୁକରବର୍ଗ, ସମ୍ପତ୍ତିର ମୂଲ୍ୟ ବର୍ଷକରେ ୬୧% ଖସିଲା

ଦ ମେଟାର ସିଇଓ ତଥା କୋଟିପତି ମାର୍କ ଜୁକରବର୍ଗ ଦିନକୁ ଦିନ ଗରିବ ହେଉଛନ୍ତି। ତାଙ୍କ ସମ୍ପତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି। ସତେ ଯେମିତି ଭାଗ୍ୟ ତାଙ୍କୁ ଆଉ ସାଥ୍‌ ଦେଉନି। ଷ୍ଟକ ମାର୍କେଟ୍‌ରେ ତାଙ୍କ ସମ୍ପତିର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି।