• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chandrababu Naidu

N Chandra Babu Naidu
Chandrababu Naidu: ନାଇଡୁଙ୍କ ପ୍ରସ୍ତାବ, ଦୁଇରୁ କମ୍ ସନ୍ତାନ ଥିଲେ ଲଢ଼ି ପାରିବେନି ନିର୍ବାଚନ

ଗୋଟିଏ ପଟେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରିରୁ ବରଖାସ୍ତ କରାଯାଉଛି। କିନ୍ତୁ ନାଇଡୁଙ୍କ ପ୍ରସ୍ତାବ ହେଉଛି କି ଯାହାର ଦୁଇରୁ କମ ସନ୍ତାନ ଥିବେ ସେମାନଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ମିଳିବ ନାହିଁ।

APM CM Chandrababu Naidu
ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ

ଏକ ନିଶ୍ଚିତ ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ରେଲ୍ ବ୍ରିଜ୍ ଉପରେ ରହି ବନ୍ୟା ସ୍ଥିତିର ସମୀକ୍ଷା ବେଳେ ମାଡ଼ିଆସିଲା ଯାତ୍ରୀବାହୀ ଟ୍ରେନ୍।

Chandrababu Naidu swearing-in ceremony
ଆନ୍ଧ୍ରରେ ଟିଡିପି ସରକାର; ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଉପ- ମୁଖ୍ୟମନ୍ତ୍ରୀ ଭାବେ ପୱନ କଲ୍ୟାଣଙ୍କ ଶପଥ

ବିଜୟୱାଡାର କେସରପାଲି ଆଇଟି ପାର୍କରେ ଶପଥ ଗ୍ରହଣ ସମାରୋହ ହେଉଛି। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ । ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

N. Chandrababu Naidu
ଆନ୍ଧ୍ରରେ ସରକାର ଗଢିବେ ଚନ୍ଦ୍ରବାବୁ ନାଇଡୁ; ଆଜି ନେବେ ଶପଥ

ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନାଇଡୁ ଦୁଇଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ କ୍ରମାଗତ ୯ ବର୍ଷ ପରେ ୨୦୦୪ରେ ସମାପ୍ତ ହୋଇଥିଲା ।

Quality liquor at low prices
ନେତାଙ୍କ ଅଜବ ପ୍ରତିଶ୍ରୁତି, କହିଲେ, ‘ସରକାରକୁ ଆସିଲେ କମ୍‌ ଟଙ୍କାରେ ମିଳିବ ଭଲ ମଦ’...

ଭୋଟରଙ୍କୁ ହାତେଇବା ପାଇଁ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି ନେତା । ଏଭଳି କ୍ଷେତ୍ରରେ କ୍ଷମତାକୁ ଆସିଲେ କମ୍‌ ଟଙ୍କାରେ ଭଲ ମଦ ଦେବେ ବୋଲି ଘୋଷଣା କରିଛନ୍ତି ଟିଡିପି ନେତା ।

Jagan Reddy
ଚନ୍ଦ୍ରବାବୁ ନାଇଡୁଙ୍କ ପୁଅର ବଡ଼ ଅଭିଯୋଗ : ଦାଦାଙ୍କୁ ହତ୍ୟା କରିଛନ୍ତି ଜଗନ

ଜଗନଙ୍କ ନାମରେ ହତ୍ୟା ଅଭିଯୋଗ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ।

Former Andhra Pradesh CM Chandrababu Naidu sent to 14-day judicial custody
ଜେଲ୍‌ ଗଲେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେ ଗିରଫ ହୋଇଥିଲେ।

Chandrababu Naidu
ଚନ୍ଦ୍ରବାବୁ ନାଇଡ଼ୁଙ୍କ ବଡ଼ ଘୋଷଣା ! କାନ୍ଦି କାନ୍ଦି କହିଲେ ଆଉ ଯିବିନି ବିଧାନସଭା

ଅମରାବତୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, ବିଧାନସଭା ଗୃହରେ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ।