ଅନେକ ଲୋକ କ୍ରୀପଟୋରେ ଟଙ୍କା ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରାଇଥଲେ । ତେବେ ପୋଲିସରେ ଅଭିଯୋଗ ପରେ ପ୍ରଶାନ୍ତ ସହିତ ଅନ୍ୟ ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ । ସେମାନେ ଟେଲିଗ୍ରାମ ଓ ହ୍ୱାଟସଆପ୍ ମାଧ୍ୟମରେ ଲିଙ୍କ ପଠାଇ ଲୋକଙ୍କଠୁ ଟଙ୍କା ଲୁଟୁଥିଲେ ।
ଅନଲାଇନ୍ ଗେମ୍ ନାଁରେ କୋଟି କୋଟିର ସ୍କାମ୍ । ପଇସା ଲଗାଉଛନ୍ତି ୟୁଜର, ଲୁଟି ଚାଲିଛି ଆପ୍ । ୫୦-୫୦ ୱିନିଂ ଚାନ୍ସ୍ ପଛର ସତ୍ୟତା ଜାଣିଲେ ଉଡ଼ିଯିବ ହୋସ୍...
ରାଉରକେଲା ପୋଲିସ ହାତରେ ଧରାପଡ଼ିଛି ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗ । ଓଡ଼ିଶା-ଛତିଶଗଡରୁ ଗ୍ୟାଙ୍ଗ୍ ର ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।
ଡେଞ୍ଜର୍ ସାଜିଛି ଡିଜିଟାଲ୍ ଜୁଆ,ବାଜି ଲଗାଇଥିବା ଆଚ୍ଛା ଆଚ୍ଛାଙ୍କୁ କରୁଛି ବରବାଦ୍ ,ନିଜର ମାୟାଜାଲରେ ଗୋଲ୍ କରିଦେଉଛି କଷ୍ଟ ଉପାର୍ଜିତ ଟଙ୍କା । କିଏ ସର୍ବସ୍ବାନ୍ତ ହୋଇଯାଉଛନ୍ତି ତ କିଏ ଧନଶୂନ୍ୟ ହୋଇ ହତାଶ ହେଉଛନ୍ତି ।
ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। ଲୋକଙ୍କୁ ଲୁଟିବା ପାଇଁ ଏହା ଏକ ମନଗଢ଼ା ଶବ୍ଦ। ସୂଚନାର ଅଭାବ, ଅନଲାଇନ୍ କଥାବାର୍ତ୍ତା ଉପରେ ବିଶ୍ୱାସ କରି ଲୋକମାନେ ଠକାମିର ଶିକାର ହୁଅନ୍ତି। ସରଳ ଭାଷାରେ କହିବାକୁ ଗଲେ, ଡିଜିଟାଲ୍ ଆରେଷ୍ଟ ଏପରି ଏକ ଠକେଇ ଯେଉଁଥିରେ ଠକମାନେ ପୋଲିସ କିମ୍ବା ଅନ୍ୟାନ୍ୟ ସରକାରୀ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରନ୍ତି। ସେମାନେ ସେମାନଙ୍କର ପୀଡିତଙ୍କୁ ଫସାଇବା ପାଇଁ ମନସ୍ତାତ୍ତ୍ୱିକ କୌଶଳ, ମିଥ୍ୟା କାହାଣୀ ଏବଂ କୌଶଳ ବ୍ୟବହାର କରନ୍ତି ।
ଦୁଇ ଦୁଇ ଥର ଠକାମିର ଶିକାର ହେବା ପରେ ଯାଇ ସମ୍ପୃକ୍ତ ମହିଳାଙ୍କର ବୁଦ୍ଧି ଉଦୟ ହୋଇଛି । ଆଉ ଅନ୍ୟମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ସେ ଏହି କଥା ପ୍ରକାଶ କରିବା ପରେ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଅନଲାଇନ୍ରେ ଲାପଟପ୍ ଅର୍ଡର କରିଥିବା ସମ୍ବଲପୁରର ଜଣେ ଗ୍ରାହକଙ୍କ ପାଖରେ ପହଁଚିଛି ମାର୍ବଲ ପଥର ଖଣ୍ଡ । ଅନଲାଇନ୍ ସଂସ୍ଥାଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ।
ଆପଣ ଅନଲାଇନରେ ଜିନିଷ ମଗାଉଛନ୍ତି କି ? ଯଦି ମଗାଉଛନ୍ତି, ହୋଇଯାଆନ୍ତୁ ସାବଧାନ । କାରଣ ବେଳେ ବେଳେ ମଗାଇଥିବା ଜିନିଷ ଆସୁନାହିଁ, ତା ବଦଳରେ ଆସୁଛି ଆଉ କିଛି । ପଢ଼ନ୍ତୁ ଏହି ଖବର ।
ଅନଲାଇନ୍ ଟ୍ରେଡିଂ ଜାଲରେ ଫସି ଲକ୍ଷ ଲକ୍ଷ ଟଙ୍କା ହରାଇଲେ ଜମାକାରୀ ।
ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋସିଆଲ ମିଡିଆ । ହ୍ୱାଟସଆପ୍ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ ।
ଆପଣଙ୍କୁ ଅଜଣା ନମ୍ବରରୁ କଲ୍ ଆସୁଛି କି ? ସମ୍ପର୍କୀୟଙ୍କ ପରିଚୟ ଦେଇ ପଇସା ମାଗୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ ସାଇବର ଠକେଇର ହୋଇପାରନ୍ତି ଶିକାର ।
ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା।
‘ହେଲୋ, ମୁଁ CJI କହୁଛି, ମୁଁ କନ୍ନଟ ପ୍ଲେସ୍ରେ ଫସି ଯାଇଛି । ମୋତେ କାର୍ ଭଡ଼ା ୫୦୦ ଟଙ୍କା ପଠାଇ ପାରିବ ? ’ ଏମିତି କହି ଟଙ୍କା ମାଗିଲେ ସାଇବର ଠକ...
Online Trading Scam: ବର୍ତ୍ତମାନ ସମୟରେ ଚାରିଆଡ଼େ ଠକଙ୍କର ଆଡା ମେଲିଛି । ବିଭିନ୍ନ ଉପାୟରେ କରୁଛନ୍ତି ଠକେଇ । ତେବେ ଅନ୍ଲାଇନ୍ ଟ୍ରେଡିଂ ସ୍କାମ କଣ ? କେମିତି ରହିବେ ଦୂରେଇ ? ଜାଣନ୍ତୁ...
ଅନଲାଇନରେ ଠକିନେଲା କ୍ରିପ୍ଟୋ କରେନସି ସଂସ୍ଥା BTC । BTC ନାଁରେ EOWରେ ଅଭିଯୋଗ କଲେ ଜମାକାରୀ ।
ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା
ଥମୁନି ଜଗନ୍ନାଥଙ୍କ ନାଁରେ ଠକେଇ । ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍ । ଦିଅଁଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ସେବା ପାଇଁ ଭକ୍ତଙ୍କୁ ଲୁଟ୍ କରୁଥିବା ଅଭିଯୋଗରେ ସିଂହଦ୍ବାର ଥାନାରେ ଏତଲା
ପୂରା ଟଙ୍କା ପଇଠ କରି ଆମାଜନରୁ ଲାପଟପ୍ ଅର୍ଡର କରାଯାଇଥିଲା । ହେଲେ ୫୬,୯୯୦ ଟଙ୍କା ମୂଲ୍ୟର HP କମ୍ପାନୀର ଲାପଟପ୍ ବଦଳରେ ଘରେ ପହଞ୍ଚିଲା . .
ଲୋନ ଆପ୍ ଜରିଆରେ ଠକେଇ ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଚିତା କାଟୁଛନ୍ତି ଅଦୃଶ୍ୟ ଲୁଟେରା ।
ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । ୩ଟି ଦାମୀ ମୋବାଇଲ ଓ ୩ ଟି ବ୍ଲୁ-ଟୁଥ୍ ଜବତ ।
ଶିରିଡିରେ ରୁମ୍ ବୁକ୍ କରିବା ନାଁରେ ଶ୍ରଦ୍ଧାଳୁ ଜଣକ ୨୪ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିବା ସହ ଖୋଳତାଡ଼ କରିବାକୁ ଅନୁରୋଧ କରିଛନ୍ତି।
ଭାରି ପଡିଲା ଅନ୍ଲାଇନ୍ ଅର୍ଡର । ୩୦ ହଜାର ସାଉଣ୍ଡ ସିଷ୍ଟମ ବଦଳରେ ଆସିଲା କବାଡି ଜିନିଷ, ଆଉ ତା’ପରେ...
କାଳ ହେଲା ଅନଲାଇନ୍ ପେମେଣ୍ଟେ: KYC ଅପଡେଟ୍ ନାଁରେ ଆସିଲା ଫୋନ୍ କଲା। ବାସ୍ ଏହାପରେ ଆକାଉଣ୍ଟରୁ କଟିଚାଲିଲା ଟଙ୍କା
ଅନ୍ଲାଇନ୍ରେ ପିଜା ଅର୍ଡର କରୁଛନ୍ତି କି ? ହୋଇଯାଆନ୍ତୁ, ସାବଧାନ... କେତେବେଳେ ବି, କୌଣସି ପରିସ୍ଥିତିରେ ବି ଆପଣ ଠକାମିର ଶିକାର ହୋଇପାରନ୍ତି।
ଇ କମର୍ସ ପ୍ଲାଟଫର୍ମରେ ଜିନିଷ କିଣି ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜଣେ ଶିକ୍ଷକ ବିପିନ ବିହାରୀ ମହାପାତ୍ର। କେମିତି ତାଙ୍କ ଖାତାରୁ କଟିଲା ଲକ୍ଷେ ୪୮ ହଜାର ଟଙ୍କା ଦେଖନ୍ତୁ