• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shiv Sena

shiv sena mla
ପିଲାଙ୍କୁ ବିଧାୟକଙ୍କ ପରାମର୍ଶ...‘ବାପା, ମା’ ମୋତେ ଭୋଟ ନଦେଲେ, ଖାଇବା ଛାଡ଼ିଦିଅ’

ପୁଣି ବିବାଦ ଭିତରେ ବିଧାୟକ । ସାଧାରଣ ନିର୍ବାଚନ ପୂର୍ବରୁ ବିବାଦୀୟ କଥା କହି ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ବିଧାୟକ । ପିଲାଙ୍କୁ କହିଲେ... ‘ବାପା, ମା’ ମୋତେ ଭୋଟ ନଦେଲେ, ଖାଇବା ଛାଡ଼ିଦିଅ’ ...

JDU
ଶିବସେନା ଓ ଏନସିପି ପରେ ଆସୁଛି କି ଜେଡିୟୁ ପାଳି? ଟେନସନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର !

ଉଦ୍ଧବ ଓ ଶରଦଙ୍କ ପରିଣତି ଭୋଗିବେ କି ନୀତୀଶ? ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍‌ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

sanjay raut
ଶିବ ସେନାର ଧନୁତୀର ଚିହ୍ନ ପାଇଁ କରାଯାଇଛି କି ୨୦୦୦ କୋଟିର ଡିଲ୍ ?

ଶିବସେନା-ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ।

Uddhav Thakrey
ଉଦ୍ଧବ ଠାକରେ ଗୋଷ୍ଠୀକୁ ନିର୍ବାଚନ କମିଶନଙ୍କ ଜବରଦସ୍ତ ଝଟକା !

ଠାକରେ ପରିବାର ହାତରୁ ଶିବସେନା ଦଳ ଖସିଯିବା ନିଶ୍ଚିତ ହୋଇଯାଇଛି ।

Maharashtra Governor
ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନକୁ ଶିବସେନା ଓ କଂଗ୍ରେସର କଡ଼ା ନିନ୍ଦା

ମହାରାଷ୍ଟ୍ରର ରାଜ୍ୟପାଳଙ୍କ ବିବାଦୀୟ ବୟାନ । ଗୁଜରାଟୀ ଓ ରାଜସ୍ଥାନୀ ନ ରହିଲେ ମହାରାଷ୍ଟ୍ରରେ ଅର୍ଥର ଅଭାବ ହେବ । ମୁମ୍ବାଇ ଆଉ ଦେଶର ଆର୍ଥିକ ରାଜଧାନୀ ହୋଇ ରହିବନି ।

 Uddhav Thackeray Vs Eknath Shinde Fight Over Sena
ଉଦ୍ଧବ-ଏକନାଥଙ୍କ ମଧ୍ୟରେ ଲଢ଼େଇ: କିଏ ନେବେ ଶିବସେନାର ନେତୃତ୍ୱ ?

ଶିବସେନାର ନେତୃତ୍ୱ କିଏ ନେବେ ସେଥିଲାଗି ଉଦ୍ଧବ ଠାକ୍‌ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉଭୟଙ୍କୁ ଅଗଷ୍ଟ ୮ ସୁଦ୍ଧା ତଥ୍ୟଗତ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି। 

Special story
ଦ୍ରୌପଦୀଙ୍କୁ ଭୋଟ ଦେବେ ଠାକରେ ଗୋଷ୍ଠୀ !

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ଶିବସେନା

Maharastra Political Crisis
ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତ

କୋର୍ଟ ଏହି ପ୍ରସଙ୍ଗରେ ଉପବାଚସ୍ପତିଙ୍କ ସମେତ ସମସ୍ତ ପକ୍ଷକୁ ୫ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Maharashtra Political Crisis: Eknath Shinde group moves Supreme Court
ସୁପ୍ରିମ୍‌କୋର୍ଟରେ ମହାରାଷ୍ଟ୍ର ମହାସଂଗ୍ରାମ; ବିଦ୍ରୋହୀ ସିନ୍ଦେ ଗୋଷ୍ଠୀଙ୍କ ପକ୍ଷରୁ ଦୁଇଟି ପିଟିସନ୍ ଦାଖଲ

ସୁପ୍ରିମ କୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର କ୍ଷମତା ଲଢେଇ । ବିଦ୍ରୋହୀ ବିଧାୟକ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ଆବେଦନ କରାଯାଇଛି ।

Shiv Sena MLA Guwahati Radisson Blu Hhotel Booking Details
ହୋଟେଲ୍‌ରେ ବିଦ୍ରୋହୀ ବିଧାୟକଙ୍କ ରଙ୍ଗିଲା ରହଣି: ରହିବାରେ ୫୬ ଲକ୍ଷ, ଖାଇବାରେ ୮ ଲକ୍ଷ ଟଙ୍କା...

ବିଦ୍ରୋହୀ ବିଧାୟକ ଯେଉଁମାନେ ଉଦ୍ଧବ ସରକାରଙ୍କୁ ବିରୋଧ କରୁଛନ୍ତି, ସେମାନେ ବର୍ତ୍ତମାନ ଆସାମର ଗୌହାଟିରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ଠିକଣା Radisson Blu ହୋଟେଲ୍‌।

 Rebel Eknath Shinde Claims 50 MLAs Back Him
ଗୋଟିଏପଟେ ଠାକ୍‌ରେଙ୍କ ଅଡ଼ୁଆ ବଢ଼ୁଛି, ସେପଟେ ସିନ୍ଦେଙ୍କୁ ସମର୍ଥନ ଉପରେ ସମର୍ଥନ

ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଡୁଆ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଦ୍ରୋହୀ ନେତା ଏକନାଥଙ୍କ ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି।

Uddhav Thackeray Vacates Chief Minister's House
ଗାଦି ରହିବ ତ ? ରାତାରାତି ସରକାରୀ ବାସଭବନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ

୩୪ ବିଦ୍ରୋହୀ ବିଧାୟକଙ୍କ ଏକନାଥ ସିନ୍ଧେଙ୍କ ସମର୍ଥନ ଜଣାଇବା ପରେ ଗାଦି ଯିବା ନିଶ୍ଚିତ ଜାଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରୀ ବାସଭବନ ଛାଡ଼ିଛନ୍ତି। 

Nitin Desmukh
ସୁରଟରୁ ଖସି ଆସିଥିବା ଶିବସେନା ବିଧାୟକଙ୍କ ବିସ୍ଫୋରକ ବୟାନ ! ଜବରଦସ୍ତ ଦିଆଯାଇଛି ଇନ୍‌ଜେକ୍ସନ୍

ଦେଶମୁଖଙ୍କ ପତ୍ନୀ ଗୋଟିଏ ଦିନ ପୂର୍ବରୁ ସ୍ୱାମୀ ନିଖୋଜ ଥିବା ନେଇ ଅକୋଲା ପୋଲିସ ଷ୍ଟେସନ୍‌ରେ ଏତଲା ଦେଇଥିଲେ । ଦେଶମୁଖ ଅକୋଲା ଜିଲ୍ଲାର ବାଲାପୁର ନିର୍ବାଚନମଣ୍ଡଳୀର ବିଧାୟକ ରହିଛନ୍ତି ।

Maharashtra Political Crisis
ଭାଙ୍ଗିବ କି ମହାରାଷ୍ଟ୍ର ବିଧାନସଭା ? ସଞ୍ଜୟ ରାଉତ ଦେଲେ ଏମିତି ସଙ୍କେତ...

ଧୀରେ ଧୀରେ ମହାରାଷ୍ଟ୍ରରେ ମହାସଙ୍କଟ ଘନେଇବାରେ ଲାଗିଛି । ସମୟ ଯେତେ ଗଡ଼ୁଛି ମହାରାଷ୍ଟ୍ର ସରକାରଙ୍କ ପାଇଁ ସେତେ ସମସ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ବିଧାନସଭା ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି।

Shiv Sena MLA's Wife Found Hanging
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବିଧାୟକ ପତ୍ନୀଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ଶିବସେନା ବିଧାୟକ ମଙ୍ଗେଶ କୁଡାଲକରଙ୍କ ପତ୍ନୀ ରଜନୀ କୁଡାଲକରଙ୍କ ମୃତଦେହ ଗତକାଲି ରାତିରେ ମୁମ୍ବାଇ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହା ଆତ୍ମହତ୍ୟା ବୋଲି ପୋଲିସ୍‌ ସନ୍ଦେହ କରୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Narayan Rane
ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା କଥା କହିଥିଲେ, ଜନଆଶୀର୍ବାଦ ଯାତ୍ରାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଟେକି ନେଲା ପୋଲିସ

ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି ରତ୍ନଗିରି ପୋଲିସ । ବ୍ୟାପକ ବିରୋଧ ଭିତରେ ରାଣେଙ୍କୁ ଗିରଫ କରାଯାଇଛି ।